ଯୁବତୀଙ୍କୁ ବିବାହ କରିବା ପାଇଁ ମିଳୁନଥିଲେ ଯୁବକ, ଜେଜେମା କହିଲେ ଏମିତି କାମ କର ମିଳିଯିବ,ଦେଖନ୍ତୁ ଭିଡିଓ ଆଉ ଜାଣନ୍ତୁ କଣ ଆଇଡିଆ ଦେଲେ ଜେଜେ ମାଆ

ସୋସିଆଲ ମିଡିଆର ଦୁନିଆରେ କେତେବେଳେ କଣ ଭାଇରାଲ ହୋଇଯିବ ତାହା କେହି ଜାଣି ନାହାନ୍ତି? କେତେ ଲୋକଙ୍କ ରାତି ଭିତରେ ଭାଗ୍ୟ ବଦଳି ଯାଏ ତ ଆଉ କିଛି ଭିଡିଓ ଦେଖିଲା ପରେ ହସ ରୋକି ହୁଏ ନାହିଁ, ଏବଂ ସେମାନଙ୍କର ବହୁତ୍ ମାତ୍ରାରେ ମଜାକ୍ ଉଡାଯାଏ। ଏହି ସମୟରେ ଜେଜେମା ଓ ନାତୁଣୀର ଏକ ଭିଡିଓ ଲୋକମାନଙ୍କ ଭିତରେ ଚର୍ଚ୍ଚାର ବିଷୟ ସାଜିଛି ଓ ଲୋକମାନେ ଏହି ଭିଡ଼ିଓର ବହୁତ୍ ଆନନ୍ଦ ଉଠାଉଛନ୍ତି।

ବାସ୍ତବରେ, ଏକ ଯୁବତୀଙ୍କୁ ବିବାହ କରିବା ପାଇଁ ଯୁବକ ମିଳୁ ନାହାନ୍ତି। ସେ ଏହି କଥା ଜେଜେମାଙ୍କୁ କହୁଛନ୍ତି। ଯାହାପରେ ଜେଜେମା ଏଭଳି ସମାଧାନର ବାଟ ଦେଖେଇଲେ ଯେ ତାହା ଲୋକଙ୍କ ମନ ଜିତିଗଲା ଓ ବୁଢୀ ଜେଜେମାଙ୍କୁ ବହୁତ୍ ମାତ୍ରାରେ ପ୍ରଶଂସା କରାଯାଉଛି। ଯାହା ଆପଣ ଭିଡ଼ିଓରେ ଦେଖିବାକୁ ପାଇବେ ଯେ ଜେଜେମା ନାତୁଣୀକୁ ବିବାହ କରିବା ପାଇଁ କହୁଛନ୍ତି। ଏହି କଥା ଉପରେ ଯୁବତୀ ଜଣକ କହିଲେ ଯେ ବିବାହ କରିବା ପାଇଁ ଯୁବକ ମିଳୁ ନାହାନ୍ତି। ଏହା ପରେ ଜେଜେମା କୌତୁହଳ ଭଙ୍ଗୀରେ କହିଲେ ଯେ ଗୋଟେ ଥର ପାଇଁ ପ୍ରସ୍ତୁତ ହୋଇ କି ରାସ୍ତା ଉପରକୁ ଯାଆ ଦେଖେ କଣ ହେଉଛି ? ଯୁବତୀ ଜଣକ କହିଲେ ଯେ ଏବେ ହିଁ ରାସ୍ତା ଉପରୁ ଆସିଲି। ଜେଜେମା ମଜା କରି କହିଲେ କି କେତେ ଜଣ ମାରିଲେ ? ତେବେ ଜଲଦି ଜଲଦି ଏହି ମଜାଦାର ଭିଡିଓ ଦେଖନ୍ତୁ।

ହୃଦୟ ଆନନ୍ଦିତ କରିଦେଲା ଭଳି ଭିଡିଓ:-

ଏହି ଭିଡିଓକୁ ଦେଖିବା ପରେ ଆପଣକୁ ବହୁତ୍ ମଜା ଆସିଥିବ। ଦୁଇ ଜଣଙ୍କ କଥାବାର୍ତ୍ତା ଲୋକଙ୍କୁ ବହୁତ୍ ପସନ୍ଦ ଆସୁଛି। ଇନଷ୍ଟାଗ୍ରାମରେ ଏହି ଭିଡିଓକୁ variyatajaglan ନାମକ ଏକ ଆକାଉଣ୍ଟ୍ ସେୟାର କରିଥିଲେ। ଭିଡିଓ ସହିତ ମଜାଦାର କ୍ୟାପସନ୍ ଲେଖା ଯାଇଛି। ଭିଡିଓ ଦେଖିବା ପରେ ଜଣେ ୟୁଜର ଲେଖିଛନ୍ତି ଯେ “ଜେଜେମା କେବେ ବି ଭୁଲ ହୋଇ ପାରିବେ ନାହିଁ”। ଆଉ ଜଣେ ୟୁଜର କହିଛନ୍ତି କି କ୍ୟାଣ୍ଡିଡେଟ୍ ପଠେଇବି ତ ଆଉ ଜଣେ କହିଛନ୍ତି ମୋ ଜେଜେମା ମଧ୍ୟ ଠିକ୍ ଏହି ଭଳି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.