ଖେଳନା ବନ୍ଧୁକ ନେଇ ଜୁଏଲାରୀ ଦୋକାନ ଲୁ-ଟି-ଵା-କୁ ପହଞ୍ଚିଲେ ପତି ପତ୍ନୀ,ତା ପରେ ଘଟିଲା ଏମିତି ଘଟଣା

ଵଢି ଆଉ ଏକ ବ୍ୟବହାର କରି ଲୁଟ୍ କରୁଛନ୍ତି|କିନ୍ତୁ ଅହମଦାବାଦର ଏମିତି ଏକ ମାମଲା ସାମନାକୁ ଆସିଛି,ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ|ଯେଉଁଠାରେ ସ୍ୱାମୀ ସ୍ତ୍ରୀ ଟଏ ଗନ ଓ ହାତୁଡି ସହାୟତାରେ ଜୁଏଲାରୀ ସପ ଲୁଟିଵାକୁ ଉଦ୍ୟମ କରିଥିଲେ|କରୋନା ମହାମାରୀ ଯୋଗୁଁ ବେପାର ଠପ୍ ହେବା ପରେ ଏହି ପତିପତ୍ନୀଙ୍କ ଦିମାକରେ ଫିଲ୍ମ ଦେଖି ଏହି ଆଇଡିଆ ଆସିଲା|ଫଳରେ ଦୁହେଁ ଫିଲ୍ମ ଷ୍ଟାଇଲରେ ଜୁଏଲାରୀ ସପ ଲୁ-ଟି-ବା-କୁ ପ୍ଲାନ କଲେ|

ଦୋକାନ ଲୁଟିବା ପାଇଁ ଏହି ପତିପତ୍ନୀ ଟଏଗନ ଓ ହାତୁଡି ନେଇ ପହଞ୍ଚିଲେ|ସମସ୍ତ ଜିନିଷ ପ୍ଲାନ ଅନୁଯାୟୀ ହେଉଥିଲା|କିନ୍ତୁ ଯେତେବେଳେ ସେ ଏହି ଲୁ-ଟ-ର ଚକମା ଦେଉଥିଲେ ଦୁହେଁ ଧରାପଡିଲେ ଓ ତାଙ୍କ ପୋଲ ଖୋଲିଗଲା|ଏହି ମାମଲା ଅହମଦାବାଦର କୃଷ୍ଣନଗର ଅଞ୍ଚଳର ଅଟେ ଯେଉଁଠାରେ ପତିପତ୍ନୀ ଏକ ଜୁଏଲାରୀ ସପକୁ ଲୁଟିବାକୁ ଉଦ୍ୟମ କରୁଥିଲେ|କିନ୍ତୁ ଧରାପଡିବାପରେ ସେ କହିଛନ୍ତି ଯେ କରୋନା ସମୟରେ ତାଙ୍କ କାମ ଠପ ହୋଇଗଲା,ଫଳରେ ଆର୍ଥିକ ସ୍ଥିତି ଖରାପ ହୋଇଗଲା|ଏହାମଧ୍ୟରେ ଏକ ସାଉଥ ଫିଲ୍ମ ଦେଖି ଜୁଏଲାରୀ ସପ ଲୁଟିବାକୁ ଯୋଜନା ବନାଇଲେ|

ଦିନରେ ଜୁଏଲାରୀ ସପରେ ଲୁଟିବା ପାଇଁ ପତିପତ୍ନୀଙ୍କ ହାତରେ ହାତୁଡି ଓ ଟଏଗନ ରହିଥିଲା|ଜୁଏଲାରୀରେ ପହଞ୍ଚି ଷ୍ଟାଫକୁ ଧମକାଇଥିଲେ|ଦିନରେ ଏଭଳି ଘଟଣା ଫଳରେ ଦୋକାନର ଷ୍ଟାଫ ଆଶ୍ଚର୍ଯ୍ୟ ସହ ସାମନା କଲେ|କିନ୍ତୁ ଷ୍ଟାଫ ବାହାଦୂରୀ ଦେଖାଇ ଲୁ-ଟର ବି-ରୋ-ଧ କରିବାରୁ ଦମ୍ପତିଙ୍କ ରାଜ ଖୁଲି ଗଲା|ଏହାପରେ ସେ ଦୁହେଁ ଭୁଲ ମାଗିବାକୁ ଲାଗିଲେ|ଘଟଣାର ଖବର ମିଳିବା ମାତ୍ରେ ପୋ-ଲି-ସ ଦୁହିଁଙ୍କ ନେଇଗଲା|ଧରାପଡ଼ିଥିବା ପତିପତ୍ନୀଙ୍କ ନାମ ଭରତ ଗୋଏଲ ଓ ଯୋଗିତା ଅଟେ|ଭରତ ସିଲେଇ କାମ କରୁଥିଲେ|ଯଦିଓ ଧରାପଡିବା ପରେ ଦମ୍ପତି କହିଛନ୍ତି ଯେ କରୋନା ମହାମାରୀ କାରଣରୁ ତାଙ୍କ କାମ ବନ୍ଦ ହୋଇଯାଇଥିଲା ଫଳରେ ବାଧ୍ୟରେ ତାଙ୍କୁ ଏଭଳି କାମ କରିବାକୁ ପଡିଲା|ଦୁହେଁ ଏହା ପରିସ୍ଥିତିରେ ବାଧ୍ୟତାମୂଳକ ହେଲା ଵୋଲି କହି ଛାଡିଦେବାକୁ ଗୁହାରି କରୁଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.