ସବୁ ସୀମା ପାର କରିଦେଲା ବାଇକ ଚାଳକ, ଛିଡାହୋଇଥିବା କାରର ପଛ ପଟରେ କଲେ ଧ-କ୍କା,ଭିଡିଓରେ ଦେଖନ୍ତୁ କ’ଣ ରହିଛି ସମ୍ପୁର୍ଣ୍ଣ ଘ-ଟ-ଣା?

ଦେଶ ଦୁନିଆରେ ଦୁର୍ଘଟଣା ହେବା ସାଧାରଣ ଘଟଣା|ବହୁତ ଥର ଘଟଣା ଜାଣିଶୁଣି ହୋଇଥାଏ ତ କେତେବେଳେ ଅଜାଣତରେ ହୋଇଥାଏ|ସୋସିଆଲ ମିଡିଆରେ ମଧ୍ୟ ଏହାର ଭିଡିଓ ସେୟାର ହୋଇଥାଏ|ଯଦିଓ କିଛି ଭିଡିଓକୁ ଦେଖିବାପରେ ଏହା ଲାଗେ ଯେ ବୁଦ୍ଧିଭ୍ରଷ୍ଟ କାରଣରୁ ଏହା ଘଟିଛି|ଏହି ଭିଡିଓରେ ଆପଣଙ୍କୁ ଏମିତି ଦେଖିବାକୁ ମିଳିବ|କାରଣ ଜଣେ ବାଇକ ଚାଳକ ଛିଡା ହୋଇଥିବା ଏକ କାରର ପଛରୁ ନେଇ ଧକ୍କା କରିଥିଲେ|ପରିଣାମ ସ୍ବରୂପ ସେ ମଝି ରାସ୍ତାରେ ଧଡାମ କରି ପଡିଯାଇଥିଲେ|

ରୋଡ ଆକ୍ସିଡେଣ୍ଟ ମଧ୍ୟ ଵହୁ ପ୍ରକାରର ହୋଇଥାଏ|ବହୁବାର ଅଚାନକ ବହୁତ ଲୋକଙ୍କ ମୃ-ତ୍ୟୁ ଘଟିଥାଏ|କିନ୍ତୁ ଏହି ବାଇକବାଲା ତ ଜାଣିଶୁଣି ନିଜର ଜୀବନକୁ ମୃ-ତ୍ୟୁ ମୁଖକୁ ଠେଲିଦେଲା|ଯେପରିକି ଆପଣ ଭିଡିଓରେ ଦେଖିପାରିବେ ଭିଡଭାଡ ଥିବା ସଡକରେ କିଛି ଗାଡି ଠିଆ ହୋଇଥିଲା|ସେତେବେଳେ ଏକ ବାଇକ୍ ବାଲା ବହୁ ଜୋରରେ ଆସି କାରର ପଛରୁ ଧକ୍କା ଦେଇଥାଏ|ଧକ୍କା ଦେବା ମାତ୍ରେ ଗାଡି ବାଲା ତଳେ ପଡିଯାଏ|ସୈାଭାଗ୍ୟ କ୍ରମେ କୈାଣସି ବଡ ଘଟଣା ଘଟିନାହିଁ|

ଭିଡିଓ ଦେଖିବାପରେ ଆପଣ ମଧ୍ୟ କହିବେ ବାଇକ୍ ବାଲା ସୀମା ଅତିକ୍ରମ କରିସାରିଛି|କାରଣ ଏମିତିରେ ଜୀଵନ ମଧ୍ୟ ଚାଲି ଯାଇପାରେ|ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ “ଜାଟ୍ ଡଟ୍ ଲାଇଫ୍” ନାମକ ଏକାଉଣ୍ଟରୁ ସେୟାର କରାଯାଇଛି|ଭିଡିଓ ଦେଖିକି ବହୁତ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି,ବାଇକ୍ ବାଲା ଉପରେ ରାଗରେ ବର୍ଷିଛନ୍ତି|ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଭିଡିଓକୁ ୧୧ ହଜାରରୁ ଉର୍ଦ୍ଧ୍ଵ ଲୋକ ଦେଖିସାରିଲେଣି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.