ଗୋଟିଏ ବାଇକରେ ବସିଥିଲେ ୪ଜଣ ଲୋକ, ଅଚାନକ ସମସ୍ତେ ତଳେ କଚାଡି ହୋଇ ପଡିଗଲେ,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡ଼ିଆର ଦୁନିଆରେ ଆପଣଙ୍କୁ କେବେ,କ’ଣ ଦେଖିବାକୁ ମିଳିଯାଏ ତାହା କେହି ବି ଜାଣନ୍ତି ନାହିଁ ? କେବେ କୋଉ ଜିନିଷ ଭାଇରଲ ହୋଇଯାଏ ଏବଂ କେବେ କିଏ ଉପହାସର ପାତ୍ର ପାଲଟିଯାଏ, ଏହା ମଧ୍ୟ କହିବା କଷ୍ଟକର ଅଟେ | ଏଥିମଧ୍ୟରୁ କିଛି ଜିନିଷ ହସାଇବା ଭଳି ହୋଇଥାଏ ତ ଆଉ କିଛି ଜିନିଷ ଆଶ୍ଚର୍ଯ୍ୟଜନକ ହୋଇଥାଏ | ଏହି ପରିପ୍ରେକ୍ଷୀରେ ଗୋଟିଏ ମଜାଳିଆ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣଙ୍କୁ ହସ ମଧ୍ୟ ଲାଗିବ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହେବେ |

ଏହା ତ ଆମେ ସମସ୍ତେ ଜାଣିଛନ୍ତି ଯେ ଆଜିକାଲି ଚର୍ଚ୍ଚାରେ ରହିବାପାଇଁ ଲୋକମାନେ ବହୁତ କିଛି କରିଥାନ୍ତି | କାରଣ ସମସ୍ତଙ୍କ ମୁଣ୍ଡରେ କିଛି ଅଲଗା କରିବା ଏବଂ ଫେମସ ହେବାର ଭୁତ ପଶିଛି | ଏହି ପରିପ୍ରେକ୍ଷୀରେ ଗୋଟିଏ ବାଇକରେ ଚାରିଜଣ ଲୋକ ବସି ରାଇଡରେ ବାହାରିଥିଲେ | କିନ୍ତୁ କିଛି ସମୟପରେ ସେମାନଙ୍କ ସହିତ ଯାହା ହେଲା, ବୋଧହୁଏ ସେମାନେ ମଧ୍ୟ ଏହାକୁ ଭାବିନଥିବେ | ଯେପରିକି ଆପଣ ଭିଡିଓରେ ଦେଖିପାରିବେ ଗୋଟିଏ ବାଇକରେ ଚାରିଜଣ ଲୋକ ବସିଛନ୍ତି | ଅଚାନକ ଜଣଙ୍କ ପରେ ଜଣେ ସମସ୍ତେ କଚାଡି ହୋଇ ତଳେ ପଡି ଯାଉଛନ୍ତି | ସେହିପରି ପରବର୍ତ୍ତୀ ମୁହୂର୍ତ୍ତରେ ବାଇକ ଭିତରୁ ଏକ ଲମ୍ବା ସାପ ବାହାରେ, ଯାହାକୁ ଦେଖି ସମସ୍ତେ ଏପଟ ସେପଟ ହୋଇ ପଳାଇ ଯାଉଛନ୍ତି |

ଦେଖନ୍ତୁ ଏହି ଭିଡିଓ :-

ବହୁତ ମଜାଳିଆ ଅଟେ ଏହି ଭିଡିଓ :-

ଭିଡିଓ ଦେଖିବାପରେ ଆପଣ ମଧ୍ୟ ବୁଝି ଯାଇଥିବେ ଯେ ପ୍ରକୃତରେ ମାମଲାଟି କଣ ? ଏହାସହିତ ଆପଣ ବୁଝି ଯାଇଥିବେ ଯେ ସେହି ଚାରିଜଣଙ୍କ ଅବସ୍ଥା କଣ ହୋଇଥିବ | ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନ୍ସଟାଗ୍ରାମରେ ଏହି ଭିଡିଓକୁ ‘jatt.life’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଏହି ଭିଡିଓକୁ ଦେଖିବାପରେ ବହୁତ ୟୁଜର୍ସ ହସୁଛନ୍ତି ଏବଂ ଆଉ କିଛି ୟୁଜର ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି | ଏହି ଭିଡିଓକୁ ଲାଇକ, କମେଣ୍ଟ କରିବା ସହିତ ୟୁଜରମାନେ ଏହାକୁ ବହୁମାତ୍ରାରେ ସେୟାର ମଧ୍ୟ କରୁଛନ୍ତି | ତେବେ ଆପଣଙ୍କୁ ଏହି ଭିଡିଓ କିପରି ଲାଗିଲା କମେଣ୍ଟ ବକ୍ସରେ ନିଜର ରିଆକ୍ସନ ନିଶ୍ଚିତ ଦିଅନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *