ଟୀକାର ଡର: ମହିଳା ଜଣକ କଲା ଏମିତି ‘ଡ୍ରାମା’,ଭିଡିଓ ଦେଖିଲେ କହିବେ -‘ଏହାକୁ କୁହନ୍ତି ଅସଲି ଫୋବିୟା’

ସାରା ଦେଶରେ ବର୍ତ୍ତମାନ କରୋନା ଭାଇରସର କହର ଚାଲିଛି। ଏହି ମହାମାରୀର କହର ବର୍ତ୍ତମାନ ଧୀରେ ଧୀରେ କମୁଅଛି। ଟୀକାକରଣ ଅଭିଯାନ ମଧ୍ୟ ଜୋର-ସୋର ଚାଲିଛି। ଲୋକଙ୍କୁ ଟୀକା ନେବା ପାଇଁ ଲଗାତାର ଅପିଲ କରାଯାଉଛି। କିନ୍ତୁ କିଛି ଲୋକ ଟୀକାକୁ ନେଇ ବହୁତ ଡରିଯାଇଛନ୍ତି ଓ ସେଥିପାଇଁ ସେମାନେ ଟୀକା ନେବାକୁ ପ୍ରସ୍ତୁତ ନାହାନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ଏକ ମଜାଳିଆ ଭିଡିଓ ସେୟାର କରାଯାଉଛି। କିଛି ଲୋକ ଏହି ଭିଡିଓକୁ ଦେଖିକରି ପ୍ରବଳ ହସୁଛନ୍ତି। ତୋ ଆଉ କିଛି ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏହି ସୂଚୀରେ ଆଉ ଏକ ମଜାଳିଆ ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖିବା ପରେ ଆପଣଙ୍କୁ ହସ ଲାଗିବ ଓ କହିବେ-‘ଏହାକୁ କୁହନ୍ତି ଫୋବିୟା’।

ସୋସିଆଲ ମିଡିଆରେ ସେମିତି ଏକ ମଜାଳିଆ ଭିଡିଓ ସେୟାର କରାଯାଉଛି। କିନ୍ତୁ, କିଛି ଭିଡିଓ ଏମିତି ଅଚଚି ଯାହାକୁ ବିଶ୍ଵାସ କରିବା ବହୁତ କଷ୍ଟକର ଅଟେ। ଏତିକି ନୁହେଁ କରୋନା ସଙ୍କଟରେ ମଧ୍ୟ ଲୋକ ‘ମଜା’ ନେବାକୁ ପଛାଉନାହାନ୍ତି। ସୋସିଆଲ ମିଡିଆରେ ୟୁଜର୍ସ ଅନେକ ନିଜେ ନିଜେ ମଜାଳିଆ ଭିଡିଓ ପୋଷ୍ଟ କରିଚାଲନ୍ତି। ବର୍ତ୍ତମାନ ଏହି ଭିଡିଓକୁ ଦେଖନ୍ତୁ, କରୋନା ଟୀକାକୁ ନେଇ ମହିଳାଙ୍କ ମଧ୍ୟରେ କୌଣସି ପ୍ରକାର ଏକ ଡର ଅଛି। ଅନେକ ଲୋକ ତାଙ୍କୁ ଧରି ଟୀକା ଦେବାକୁ ପ୍ରୟାସ କରୁଛନ୍ତି, କିନ୍ତୁ ସେ ଯେଉଁପରି ‘ଡ୍ରାମା’ କରୁଛନ୍ତି ତାଙ୍କୁ ଦେଖି ଲାଗୁଛିକି ସେ ବହୁତ ଡରି ଯାଇଛନ୍ତି। ତେବେ ପ୍ରଥମେ ଭିଡିଓ ଦେଖନ୍ତୁ…

ଓ ଭାଇ କି ଅବସ୍ଥା ଟିକେ ଦେଖନ୍ତୁ… 

ଭିଡିଓ ଦେଖିକରି ଆପଣ ବୁଝିଯିବେକି ମାମଲା କଣ ହୋଇଥିବ? ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଭିଡିଓକୁ ଇଣ୍ଡିଆନ ପୋଲିସ ସର୍ଭିସର ଅଧିକାରୀ ରୁପିନ ଶର୍ମା ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି,’ଭେକ୍ସ ଫୋବିୟା’। ତେବେ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *