ନିଜ ପତ୍ନୀର ଦେହ ସାରା ପ୍ଲାଷ୍ଟିକ ଲଗାଇ କଲେ ବିଶ୍ୱ ରେକର୍ଡ଼, ଲୋକମାନେ କହିଲେ ସ୍ୱାମୀ ହେବ ତ ଏମିତି

ଦୁନିଆରେ କେତେ ପ୍ରକାରର ବିଶ୍ୱ ରେକର୍ଡ଼ କରାଯାଇଥାଏ, କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି କି, ନିଜର ପତ୍ନୀଙ୍କୁ ପ୍ଲାଷ୍ଟିକରେ ଭର୍ତ୍ତି କରିବା ପାଇଁ କୌଣସି ଜଣେ ବ୍ୟକ୍ତି ଗିନିଜ ରେକର୍ଡ଼ ନିଜ ନାମରେ କରିସାରିଛି। ବୋଧହୁଏ ଆପଣ ଶୁଣିନଥିବେ। କିନ୍ତୁ ଏହି କାରନାମା ଆମେରିକାର ଇଡ଼ହୋରେ ରହୁଥିବା ଜଣେ ବ୍ୟକ୍ତି କରି ଦେଖାଇଛନ୍ତି।

ପତ୍ନୀଙ୍କୁ ପ୍ଲାଷ୍ଟିକ ପଲିଥିନ ଭିତରେ ପୁରାଇଲେ:-

ୟୁପିଆଇ ଡ଼ଟ କମ ମୁତାବିକ, ଇଡାହୋର ଏକ ବ୍ୟକ୍ତି କେବଳ ଏକ ମିନିଟ 2.44 ସେକେଣ୍ଡ ଭିତରେ ନିଜର ପତ୍ନୀଙ୍କ ଶରୀରକୁ ପ୍ଲାଷ୍ଟିକ ଚାଦର ଦ୍ୱାରା ଘୋଡ଼ାଇ ଗିନିଜ ବିଶ୍ୱ ରେକର୍ଡ଼ କରିଦେଲେ। ଡେଭିଡ଼ ରସ ଏସଟିଇଏମ ଶିକ୍ଷାକୁ ବଢାଇବା ଲାଗି 150 ରୁ ଅଧିକ ଗିନିଜ ରେକର୍ଡ଼ ଭାଙ୍ଗିଛନ୍ତି। ଡେଭିଡ଼ ମୂଳ ରୂପରୁ 2019 ମସିହାରେ ରେକର୍ଡ଼ ବନାଇଥିଲେ, ଯେତେବେଳେ ସେ ନିଜର ପତ୍ନୀ ଜେନିଫରଙ୍କୁ 1 ମିନିଟ 57 ସେକେଣ୍ଡ ମଧ୍ୟରେ ପ୍ଲାଷ୍ଟିକ ରାପ ଭିତରେ କଭର କରିଥିଲେ।

ଦେଖନ୍ତୁ ଭିଡ଼ିଓ:-

କରିଦେଲେ ଗିନିଜ ବିଶ୍ୱ ରେକର୍ଡ଼:-

ଏହି କପଲ ଆହୁରି ଏକ ରେକର୍ଡ଼ ନିଜ ନାମରେ କରିଦେଲେ, ଯିଏକି ଗୋଟିଏ ମିନିଟ 2.44 ସେକେଣ୍ଡରେ ଏହି ଉପଲବ୍ଧି ହାସିଲ କରିଦେଲେ। ଏହିଥର କପଲ ଟେକ୍ନିକ ବ୍ୟବହାର କରି ଟାଇମ କୁ କମ କରିବାରେ ସଫଳ ହୋଇଗଲେ। ରସ କହିଥିଲେ, ସ୍ତ୍ରୀ ଙ୍କ ସହ ପ୍ଲାଷ୍ଟିକ ରାପର ପ୍ରାକ୍ଟିସ କରିବାପାଇଁ ପାଖାପାଖି 9ଟି ରୋଲର ଆବଶ୍ୟକତା ପଡ଼ିଥିଲା।ରେକର୍ଡ଼ ପାଇଁ ରାପିଙ୍ଗ ଜବରେ ନିପୁଣତା ଦରକାର ଥିଲା ଓ ଏହାମଧ୍ୟ ସୁନିଶ୍ଚିତ କରିବାର ଥିଲା କି, ହାତ ଓ।ଗୋଡ଼ ସଠିକ ଭାବରେ ବନ୍ଧା ହୋଇଛି ବୋଲି। ଭିଡ଼ିଓରେ ଲୋକମାନେ ମଜାଦାର କମେଣ୍ଟ ମଧ୍ୟ ଦେଇଥିଲେ। ଅନ୍ୟମାନେ ମଧ୍ୟ ଲେଖିଥିଲେ ସ୍ୱାମୀ ହେବ ତ ଏମିତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *