ଏ ଭିଡିଓ ଜିତିବ ଆପଣଙ୍କ ହୃଦୟ : ଭିଡ଼ ଥିବା ସଡକ ଉପରକୁ ଅଚାନକ ଆସିଗଲେ ବହୁତ କୁକୁର,ପୁଣି ମହିଳା ଜଣକ ଯାହା କଲେ,ଦେଖନ୍ତୁ ଭିଡିଓ

ଏହି ଦୁନିଆରେ କେଵେ କ’ଣ ଦେଖିବାକୁ ମିଳିବ କେହି ଜାଣନ୍ତି ନାହିଁ?ବହୁଥର ଏମିତି ଜିନିଷ ହୋଇଥାଏ ଯାହା ହୃଦୟସ୍ପର୍ଶୀ ହୋଇଥାଏ ଓ ଆପଣ ତାହାକୁ ତାରିଫ ପାଇଁ ଥକି ଯାନ୍ତି ନାହିଁ|କିଛି ଜିନିଷକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ|ଯାହାର ଲୋକ ଆଲୋଚନା କରିବାକୁ ପଛାନ୍ତି ନାହିଁ|ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଧୂମ ମଚାଉଛି, ଯେଉଁଥିରେ ଭିଡଥିବା ଏକ ସଡକରେ ଫସିଥିବା କୁକୁର ମାନଙ୍କ ପାଇଁ ମହିଳା ଜଣଙ୍କ ଯାହାକଲେ ତାହା ଲୋକଙ୍କ ହୃଦୟକୁ ଛୁଇଁଛି ଓ ଲୋକମାନେ ଜମେଇକି ମହିଳାଙ୍କ ପ୍ରଶଂସା କରୁଛନ୍ତି|

କୁହାଯାଏ ଯେ ଦୁନିଆରେ ମାନବିବତା ଠାରୁ ବଡ ଧର୍ମ କିଛି ନାହିଁ|ମଣିଷ ବା ପ୍ରାଣୀ ଯେତେବେଳେ ସମସ୍ୟାରେ ପଡ଼ିଥାଏ,ସେତେବେଳେ ସାହାଯ୍ୟ କରିବା ନିତ୍ୟାନ୍ତ ଆବଶ୍ୟକ|କିଛି ଲୋକ ଅନ୍ୟକୁ ସାହାଯ୍ୟ କରିବାକୁ ନିଜ ଜୀବନ ମଧ୍ୟ ତ୍ୟାଗ କରି ଦେଇଥାନ୍ତି|ଆଉକିଛି ଜାଣିଶୁଣି ଅଣଦେଖା କରିଥାନ୍ତି|କିନ୍ତୁ ଏହି ମହିଳା ମିସାଲ କାମ କରିଥିଲେ|ଯେପରିକି ଆପଣ ଭିଡିଓରେ ଦେଖିପାରିବେ ଭିଡଥିବା ସଡକରେ ଗାଡିର ଆଗମନ ଲଗାତାର ଜାରି ରହିଛି|ଅଚାନକ ଲାଲ ରଙ୍ଗ ହେବା କ୍ଷଣି ବହୁ ଗାଡି ଠିଆ ହୋଇଯାଏ ଓ ମଝିରେ କୁକୁର ମାନେ ଫସି ଯାଆନ୍ତି|ଜଣେ ମହିଳା କୁକୁରଙ୍କ ଲାଚାରୀ ଦେଖିପାରନ୍ତି ନାହିଁ|ସେ କାରରୁ ଓହ୍ଲାଇ ସମସ୍ତଙ୍କୁ ବଞ୍ଚାଇବାକୁ ଜୁଟି ଯାଇଥାନ୍ତି|କିଛି ସମୟ ପରେ ମହିଳା ସମସ୍ତ କୁକୁରକୁ ନିଜ ଗାଡିରେ ନେଇ ଯାଆନ୍ତି|ଦେଖନ୍ତୁ ଏହି ଭିଡିଓ

ଏହି ପୁରା ଘଟଣାକୁ ପଛ ଗାଡିରେ ବସିଥିବା ଲୋକମାନେ କ୍ୟାମେରାରେ ରେକର୍ଡ କରିଛନ୍ତି|ଏବେ ଏହି ଭିଡିଓକୁ ଇନଷ୍ଟାଗ୍ରାମ ଏକାଉଣ୍ଟ୍ ନେକ୍ସ ଡୋର ନାମକ ଏକାଉଣ୍ଟରୁ ସେୟାର କରାଯାଇଛି|ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଜୋରସୋରରେ ଭାଇରାଲ ହେଉଛି|ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଭିଡିଓକୁ ଛଅ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଲେଣି|ଭିଡିଓ ଦେଖିବା ପରେ ଲୋକମାନେ ମହିଳାଙ୍କ ଭୂୟସୀ ପ୍ରଶଂସା କରିଛନ୍ତି ଓ ମଜାଦାର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *