ଦେଖନ୍ତୁ ମଜାଳିଆ ଭିଡିଓ : ବର ହୋଇଗଲେ ଉ-ଲ-ଗ୍ନ, ଯେତେବେଳେ କନ୍ୟା କାନ୍ଦିବା ପାଇଁ କଲା ଏମିତି କିଛି

ବିବାହ କରିବା ସମୟରେ ଅନେକ ମଜାଳିଆ ଘଟଣା ଆଜିକାଲି ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଦେଖାଯାଇପାରେ | ଏହାସହିତ ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ଫଟୋ ମଧ୍ୟ ଆଜିକାଲି ଆପଣ ଦେଖୁଥିବେ, କିନ୍ତୁ ଏପରି କିଛି ଫଟୋ ଏବଂ ଭିଡିଓ ମଧ୍ୟ ରହିଛି ଯାହାକୁ ଦେଖିବାପରେ ଆପଣଙ୍କ ମୁହଁରେ ହସ ଆସିଯିବ | ଇଣ୍ଟରନେଟରେ ଗୋଟିଏ ଭିଡିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ବର ଏବଂ କନ୍ୟା ବିବାହପରେ ନିଜର ପରିବାର ଲୋକଙ୍କର ଆଶୀର୍ବାଦ ନେବାକୁ ଆସନ୍ତି |

ବରର ଧୋତି ଖୋଲିଗଲା :-

ଠିକ ସେତିକିବେଳେ ଏପରି କିଛି ଘଟଣା ଘଟିଯାଏ, ଯାହାକୁ ଦେଖି ସମସ୍ତେ ଖୁବ ହସୁଛନ୍ତି | ଇଣ୍ଟରନେଟରେ ଭାଇରଲ ହେଉଥିବା ଭିଡିଓ ଦେଖି ବୁଝିପାରିବେ ଯେ ବିବାହ ପରେ ଠିଆ ହୋଇଥିବା ବର ଏବଂ କନ୍ୟା ନିଜର ବଡ଼ ଲୋକମାନଙ୍କ ସହିତ ଦେଖା କରିବାକୁ ଆସନ୍ତି | ଧୋତି ପିନ୍ଧିଥିବା ବର ସହିତ ଏପରି ଘଟଣା ଘଟିଯିବ କେହି ବିଶ୍ୱାସ ମଧ୍ୟ କରିପାରିବେ ନାହିଁ |

ଭିଡିଓ ଦେଖିଲେ ହସି ହସି ଗଡ଼ିଯିବେ :-

ବର ନିଜ ପରିବାର ଲୋକଙ୍କର ଆଶୀର୍ବାଦ ନେବାପାଇଁ ଡାହାଣ ଆଡକୁ ବଢ଼ିବାମାତ୍ରେ କନ୍ୟା ବାମ ଆଡକୁ ଚାଲିଗଲା ଏବଂ ନିଜ ଭଉଣୀ ସହିତ ଆଲିଙ୍ଗନ କରିବାକୁ ବୁଲିପଡିଲା | ଠିକ ସେତିକିବେଳେ କନ୍ୟାର ଶାଢ଼ୀ ଏବଂ ବରର ଧୋତି ଗୋଟିଏ ଗଣ୍ଠି ପକାଇ ବନ୍ଧା ହୋଇଥାଏ, ଯାହାଦ୍ୱାରା ବରର ଧୋତି ଖୋଲିଯାଏ | କ୍ୟାମେରା ସାମ୍ନାରେ ଏହି ଘଟଣା ରେକର୍ଡ ହୋଇଯାଏ | ବର ଶେଷ ପର୍ଯ୍ୟନ୍ତ ନିଜର ଧୋତି ସମ୍ଭାଳିବା ପାଇଁ ଦୌଡେ ଏବଂ ଏପଟ ସେପଟ ହେବାକୁ ଲାଗେ | ଯେଉଁ ଦୃଶ୍ୟକୁ ଦେଖି ଲୋକମାନେ ଖୁବ ହସୁଛନ୍ତି | ଇନ୍ସଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓକୁ ୫୪ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି | ଏହାସହିତ ଅନେକ ୟୁଜର୍ସ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.