ଦୁଇ ଭୂତ ଦେଉଛନ୍ତି ମାରିଦେବା ପାଇଁ ଧମକ,ପୋ-ଲି-ସ-ରେ ଦାଖଲ ହେଲା କେ-ସ

କେବେ ଶୁଣି ନଥିବେ, ଏହି ଭଳି ଏକ ମାମଲା ଗୁଜୁରାଟର ପଞ୍ଚମହଲା ଜିଲ୍ଲାର ଜାଂଵୁଧୋଡା ତହସିଲ ଜୋଟଵଡ ଗ୍ରାମରେ ସାମ୍ନାକୁ ଆସିଛି। ଏହି ଠାରେ ରହୁଥିବା ବାରସଂଗ ଭାଇ ବାରୀୟ ଜାଂଵୁଧୋଡା ପୋ-ଲି-ସ ଷ୍ଟସନରେ ଅ-ଭି-ଯୋ-ଗ ଦାଖଲ କରିଛନ୍ତି ସେଥିରେ ସେ ଏହା କହିଛନ୍ତି ଯେ ସେ କ୍ଷେତରେ କାମ କରନ୍ତି ଓ ତାଙ୍କୁ ଦୁଇ ଭୂତ ଜୀବନରୁ ମା-ରି-ଦେ-ବା ପାଇଁ ଧ-ମ-କ ଦେଇଛନ୍ତି। କେବଳ ସେତିକି ନୁହେଁ ବାରମ୍ବାର ବାରମ୍ବାର ଜୀବନରୁ ମା-ରି-ଦେ-ବା ପାଇଁ ଧ-ମ-କ ଦେଇକି ମାନସିକ ସ୍ତରରେ ଚିନ୍ତିତ କରାଉଛନ୍ତି।

ଜିଲ୍ଲାର ଜାଂଵୁଧୋଡା ପୋ-ଲି-ସ କରାଯାଇଥିବା ଅଭିଯୋଗ ଅନୁସାରେ ଯେତେବେଳେ ଯାଞ୍ଚ୍ କରିବା ଆରମ୍ଭ କଲେ ଜାଣିବାକୁ ପାଇଲେ ଯେ ଆ-ରୋ-ପୀ ବାରସଂଗ ଭାଇ ଜଣେ ମାନସିକ ରୋଗୀ ଅଟନ୍ତି।

ଜାଂଵୁଧୋଡା ପୋ-ଲି-ସ ଯେତେବେଳେ ଭୂତ ଦ୍ଵାରା ଜୀବନରୁ ମା-ରି-ଦେ-ବା ପାଇଁ ଧ-ମ-କ-ର ଅ-ଭି-ଯୋ-ଗ ମିଳିଲା ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ, ପୋ-ଲି-ସ ମଧ୍ୟ କ୍ଷେତକୁ ଯାଇଥିଲେ। ପରେ ଯେତବେଳେ ଆରୋପୀ ବାରସଂଗ ଭାଇଙ୍କ ପରିବାର ବର୍ଗଙ୍କ ସହ କଥା ହେଲେ ଜଣାପଡିଲା ଯେ ବାରସଂଗ ଭାଇ ଜଣେ ମାନସିକ ରୋଗୀ ଅଟନ୍ତି।

ପରିବାର ଲୋକ କହିଲେ କି ସେମାନେ ଏ ବିଷୟରେ ଜାଣିନାହାନ୍ତି କି ବାରସଂଗ ଭାଇ କେତେବେଳେ ପୋଲିସ ଷ୍ଟସନରେ ଏହି ଭଳି ଅ-ଭି-ଯୋ-ଗ କରିଛନ୍ତି। କିନ୍ତୁ ପୋଲିସ ମାନବିକତା ଦେଖାଇ ବାରସଂଗ ଭାଇଙ୍କ ବିରୁଦ୍ଧରେ କୌଣସି ଆକ୍ସନ ନେଇ ନଥିଲେ। ତାଙ୍କୁ ମାନସିକ ଭାବେ କିପରି ଠିକ୍ ହେବ ସେଥିପାଇଁ ସେମାନେ ପରିବାର ବର୍ଗଙ୍କୁ ଏକ ମାନସିକ ବିଶେଷଜ୍ଞ ଙ୍କ ପରିଚିତ କରାଇଥିଲେ।

ଜାଂଵୁଧୋଡା ପୋ-ଲି-ସ-ଙ୍କ କହିବା ଅନୁସାରେ ଯଦି କେହି ଅଭିଯୋଗ ନେଇକି ଆସୁଛି ତେବେ ତାହାର ଯାଞ୍ଚ କରିବା ତାଙ୍କ ପାଇଁ କାମ ଅଟେ। ଆମକୁ ଜଣା ଥିଲା ଯେ ସେଥିରେ କୋୖଣସି ଗଡବଡ ଅଛି ବୋଲି ତାହା ପରେ ମଧ୍ୟ ସେ ଯାଞ୍ଚ କରି ପରିବାର ଲୋକଙ୍କ ସହ କଥା ହୋଇଥିଲେ। ପରିବାରଙ୍କ କହିବା ପରେ ତାଙ୍କୁ ମାନସିକ ବିଶେଷଜ୍ଞ ଙ୍କ ପରିଚିତ କରାଇଥିଲେ।

ଭୂତ ଦ୍ଵାରା ଜୀବନରୁ ମାରିଦେବା ପାଇଁ ଦିଆ ଯାଇଥିବା ଧମକର ଅଭିଯୋଗ କରିଥିବା ବାରସଂଗ ଭାଇଙ୍କ ଭାଇ ମହେଶ ବାରିୟାଙ୍କ କହିବା ଅନୁସାରେ ବାରସଂଗ ଭାଇ ଏକ ବର୍ଷରୁ ଅଧିକ ଦିନ ହେବ ସେ ମାନସିକ ଭାବେ ପୀଡ଼ିତ। ରୋଗ ପାଇଁ ସେ ଔଷଧ ମଧ୍ୟ ସେବନ କରୁଛନ୍ତି କିନ୍ତୁ ୧୦ ଦିନ ହେବ ସେ ଔଷଧ ଖାଉ ନାହାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *