ଅନଲାଇନ ରେ ପାଠପଢିବାକୁ ପିଲାମାନଙ୍କୁ ହେଉଛି ଅ-ସୁବି-ଧା; ମୋବାଇଲ ଟାୱାର ଲଗାଇବାକୁ ନିଷ୍ପତ୍ତି ନେଲେ ସୋନୁ ସୁଦ

ବଲିଉଡର ଅଭିନେତା ସୋନୁ ସୁଦ କରୋନା ମ-ହାମା-ରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ଯେଉଁମାନେ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଛନ୍ତି ଅଭିନେତା ସେମାନଙ୍କୁ କେବେ ବି ନି-ରା-ଶ କରିନାହାନ୍ତି। ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ଦେଶପାଇଁ ତାଙ୍କୁ ଦେ-ବଦୂ-ତ ବୋଲି ଭାବୁଛନ୍ତି। କରୋନା ସମୟରେ ପିଲାମାନଙ୍କର ପାଠପଢ଼ାରେ ଯେମିତି କୌଣସି ଅସୁବିଧା ନହେବା ପାଇଁ ସୋନୁ ସୁଦ ସମସ୍ତ ପ୍ରକାରର ଚେଷ୍ଟା କରୁଛନ୍ତି। କରୋନା ମହାମାରୀ ପାଇଁ ପିଲାମାନେ ଅନଲାଇନ ମାଧ୍ୟମରେ ପାଠ ପଢ଼ୁଛନ୍ତି। କିନ୍ତୁ, ଦେଶର କିଛି ସ୍ଥାନରେ ନେଟୱାର୍କର ସମସ୍ୟା ପାଇଁ ପିଲାମାନେ ପାଠ ପଢ଼ିବାରେ ଅ-ସୁବି-ଧାରେ ସମ୍ମୁଖୀନ ହେଉଛନ୍ତି। ଅଭିନେତା ଏହି ସମ୍ପର୍କରେ ଜାଣିବା ପରେ ଏକ ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Google

ଏହି ଘ-ଟ-ଣାଟି ଉତ୍ତର କେରଳର ୱାୟାନାଡରୁ ଆସିଛି। ସରକାରୀ ତଥ୍ୟ ଅନୁସାରେ, ଏହି ଜିଲ୍ଲାରେ ୭୪.୧୦ ପ୍ରତିଶତ ଜଙ୍ଗଲ ଅଟେ। ଏଠାରେ ସବୁଜ ଏବଂ ଶୁଦ୍ଧ ପରିବେଶ ରହିଛି। କିନ୍ତୁ,ଏଠାରେ ନେଟୱାର୍କ ସଂଯୋଗର ସ-ମ-ସ୍ୟା ଦେଖାଯାଇଥାଏ। ନେଟୱାର୍କ ପାଇଁ ପିଲାମାନେ ପାଠ ପଢିବାରେ ଅ-ସୁବି-ଧାର ସମ୍ମୁଖିନ ହେଉଥିବା କଥା ସୋନୁ ସୁଦ୍ ଜାଣିବାକୁ ପାଇଥିଲେ। ଆଉ ଅଭିନେତା ଜାଣିବା ପରେ ସେହି ଅଞ୍ଚଳର ଅସୁବିଧାକୁ ଦୂର କରିବା ପାଇଁ ସେଠାରେ ଏକ ମୋବାଇଲ ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିନେତା ଏହି ସମ୍ପର୍କରେ ଟୁଇଟ କରି କହିଛନ୍ତି।

ଅଭିନେତା ଟୁଇଟରେ ଲେଖିଛନ୍ତି ଯେ, “ପାଠପଢାରୁ କେହି ବ-ଞ୍ଚିତ ହେବେ ନାହିଁ”। @Itsgopikrishnan କେରଳର ୱାୟନାଡରେ ସମସ୍ତଙ୍କୁ କହୁଛି ଯେ, ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ଆମେ ଏକ ଟିମ ପଠାଉଛୁ। @Karan_Gilhotra ଆସନ୍ତୁ ନିଜର ସିଟ ବେଲ୍ଟ ବାନ୍ଧନ୍ତୁ । ଆଉ ଏକ ମୋବାଇଲ ଟାୱାର ସ୍ଥାପନ କରିବାର ସମୟ ଆସିଛି ବୋଲି ଅଭିନେତା ଏହି ଟୁଇଟର କ୍ୟାପସନରେ ଲେଖିଛନ୍ତି। ଏହି ଟୁଇଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ସୋନୁ ସୁଦ ୱାର୍କଫ୍ରଣ୍ଟରେ ଖୁବ ଶୀଘ୍ର ଏକ ଫିଲ୍ମ “ପୃଥ୍ୱୀରାଜ”ରେ ଦେଖିବାକୁ ମିଳିବେ। ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଫିଲ୍ମର ନାମକୁ ନେଇ ବି-ବା-ଦ ସୃ-ଷ୍ଟି ହୋଇଛି। ତେବେ ଏହି ଫିଲ୍ମରେ ସୋନୁ ସୁଦଙ୍କ ସହିତ ଅକ୍ଷୟ କୁମାର,ସଞ୍ଜୟ ଦତ୍ତ ଏବଂ ମାନୁଷୀ ଛିଲରଙ୍କୁ ଦେଖିବାକୁ ମିଳିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.