ଅନୁଷ୍କା ଶର୍ମାଙ୍କ ସାଙ୍ଗରେ ଛାଇ ଭଳି ରୁହନ୍ତି ସୋନୁ, ନିଜର ଅଙ୍ଗରକ୍ଷକଙ୍କୁ ଶ୍ରୀମତୀ କୋହଲି ଦିଅନ୍ତି ଏତେ ଦରମା

ଅନୁଷ୍କା ଶର୍ମାଙ୍କ ନାମ ବଲିଉଡର ସଫଳ ଅଭିନେତ୍ରୀ ଭାବେ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଶହରୁଖ ଖାଁଙ୍କ ସହ ରବନେ ବନାଦି ଯୋଡ଼ି ପ୍ରଥମ ଫିଲ୍ମ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ବହୁତ୍ ହିଟ୍ ଓ ସଫଳ ଫିଲ୍ମ୍ କରିଛନ୍ତି। ଏବେ ସେ ନିଜେ ଜଣେ ପ୍ରଯୋଜକ ହୋଇସାରିିଲଣି। ବର୍ତ୍ତମାନ ସମୟରେ ତାଙ୍କର ୱେବ୍ ସିରିଜି ପାତାଳ ଲୋକ ବହୁତ୍ ନାମ କରି ସାରିଲାଣି। ସଫଳତାର ସିଢି ଚଢ଼ି ଆଜି ଏହି ସ୍ଥାନରେ ଆସି ପହଞ୍ଚି ଥିବା ଅନୁଷ୍କାକାଙ୍କ ବଡ଼ିଗାର୍ଡ ପ୍ରକାଶ ସିଂହ ବା ସୋନୁ ଛାଇ ଭଳି ରହିଥାନ୍ତି।

ପ୍ରକାଶ ସିଂହ ବର୍ଷ ବର୍ଷ ଧରି ଅନୁଷ୍କାଙ୍କ ବଡ଼ିଗାର୍ଡ ଭାବେ ରହି ଆସୁଛନ୍ତି। ଫିଲ୍ମ୍ ସେଟ୍ ହେଉ ଅବା ପବ୍ଲିକ ମିଟିଙ୍ଗ ସବୁ ଜାଗାରେ ଅନୁଷ୍କାଙ୍କୁ ପ୍ରୋଟେକେଟ୍ ଦେଇ ଆସୁଛନ୍ତି।

ଅନୁଷ୍କାଙ୍କ ପାଇଁ ପ୍ରକାଶ ବଡ଼ିଗାର୍ଡ ରୁ ବହୁତ ଅଧିକା। ସେ ତାଙ୍କର ଜନ୍ମଦିନ ମଧ୍ୟ ପାଳନ କରନ୍ତି।

ଫିଲ୍ମ୍ ଜିରୋ ସେଟ୍ ସମୟରେ ଅନୁଷ୍କା ଶାହରୁଖ ଖାନ୍ ଙ୍କ ସହ ମିଶି ପ୍ରକାଶଙ୍କ ପାଇଁ ସରପ୍ରାଇଜ ରଖିଥିଲେ।

ବିରାଟ କୋହଲିଙ୍କ ସହ ବିବାହ କରିବା ପରେ ମଧ୍ୟ ପ୍ରକାଶ ସିଂହ ଅନୁଷ୍କାଙ୍କ ବଡ଼ିଗାର୍ଡ ହୋଇ ରହିଲେ।

ପ୍ରକାଶ ଏବେ ଅନୁଷ୍କା ଓ ବିରାଟ ଦୁହିଁଙ୍କୁ ପ୍ରୋଟେକଟ କରୁଥିବାର ନଜରକୁ ଆସିଛନ୍ତି।

୨୦୧୮ ମସିହାରେ କିଛି ରିପୋର୍ଟର କହିଥିଲେ ଯେ ଅନୁଷ୍କା ତାଙ୍କ ବଡ଼ିଗାର୍ଡ କୁ ୧.୨ କୋଟି ଦରମା ଦିଅନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ସେ କେତେ ଦରମା ଦେଉଛନ୍ତି ସେ ବିଷୟରେ କୌଣସି ତଥ୍ୟ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *