ଓଦା ପିଚରେ ପିଲାମାନେ ଖେଳୁଥିଲେ କ୍ରିକେଟ, ବ୍ୟାଟ୍ସମ୍ୟାନ୍ ରନ ନେବା ପାଇଁ ଦୈଡିବା ବେଳେ ଘଟୁଛି ଏମିତି କିଛି ଘଟଣା.. ଦେଖନ୍ତୁ ଏହି ମଜାଦାର ଭିଡିଓ

ଦୁନିଆ ସାରା କ୍ରିକେଟର କୋଟି କୋଟି ପ୍ରଶଂସକ ରହିଛନ୍ତି|ଲୋକମାନେ ଘଣ୍ଟା ଘଣ୍ଟା ଧରି କାମଧନ୍ଦା ଛାଡି କ୍ରିକେଟ ଦେଖନ୍ତି,ପ୍ୟାସନ କଥା କହିବା ଯଦି ଛୋଟରୁ ବଡ ସଭିଙ୍କ ପସନ୍ଦ କ୍ରିକେଟ ଖେଳ|ଆପଣ ଏମିତିକା ବହୁ କ୍ରିକେଟ ମ୍ୟାଚ୍ ଦେଖିଥିବେ କିନ୍ତୁ ମୁଁ ଆଜି ଆପଣଙ୍କୁ କ୍ରିକେଟର ଯେଉଁ ଅନ୍ଦାଜ ଦେଖେଇବି ତାକୁ ଦେଖି ଆପଣ ହସି ହସି ଗଡିଯିବେ|ଏହି ଭିଡିଓକୁ ଦେଖିବାପରେ ଆଶ୍ଚର୍ଯ୍ୟ ହୋଇ କହିବେ କ୍ରିକେଟ ଖେଳୁଛନ୍ତି ନା ହାତଗୋଡ ଭାଙ୍ଗିବାକୁ ଖେଳ ଖେଳୁଛନ୍ତି|

ପ୍ରକୃତରେ ଆଇପିଏସ୍ ରୂପିନ ଶର୍ମା ନିଜର ଅଫିସିଆଲ୍ ଟୁଇଟର ଏକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯାହା ଆଜିକାଲି ଖୁବ ଭାଇରାଲ ହେଉଛି|ଏହି ମୁନସୁନ କ୍ରିକେଟ ଭିଡିଓ ଲୋକଙ୍କୁ ହସେଇଛି|୨୯ ସେକେଣ୍ଡର ଏହି ଭିଡିଓକୁ ଆପଣ ମଧ୍ୟ ଦେଖିକି ହସି ହସି ଗଡିଯିବେ|

ଏହି ଭିଡିଓ କ୍ଲିପରେ କିଛି ଲୋକ ବର୍ଷାରେ କ୍ରିକେଟ ଖେଳୁଥିବା ନଜରକୁ ଆସୁଛି|ମନସୁନ ଫଳରେ ତାଙ୍କ ପିଚ୍ ଏତେ ଓଦା ହୋଇଯାଇଛି ଯେ ବ୍ୟାଟ୍ସମ୍ୟାନ୍ ସର୍ଟବଲ୍ ଖେଳିବା ପୂର୍ବରୁ ଖସଡି ପଡୁଥିବା ନଜରକୁ ଆସିଛି|

ଏହି ଭିଡିଓରେ ଦୁଇଟି ଅଲଗା ଅଲଗା ଜାଗାର କ୍ରିକେଟ ମ୍ୟାଚ୍ ଦେଖାଯାଇଛି|ଧମାଧମ ବର୍ଷା ପରେ କାଦୁଅ ପିଚରେ ଯେମିତି ବ୍ୟାଟ୍ସମ୍ୟାନ୍ ପର୍ଯ୍ୟନ୍ତ ବଲ ପହଞ୍ଚେଚଉକା ବା ଛକା ଲଗାଇବା ପୂର୍ବରୁ ବ୍ୟାଟ୍ସମ୍ୟାନ୍ ଖସଡି ପଡିଯାଏ ଓ ତା ଛକା ଛାଡିଯାଏ|

ଏହି ଭିଡିଓରେ ଦେଖାଯାଉଛି ଯେ ତୃତୀୟ ସଟ୍ ଆହୁରି ମଜାଦାର|ବ୍ୟାଟ୍ସମ୍ୟାନ୍ ଯେମିତି ବଲ ଖେଳି ରନ ବନାଇବାକୁ ଚେଷ୍ଟା କରେ ବ୍ୟାଟ୍ସମ୍ୟାନ୍ ଷ୍ଟମ୍ପ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରେ କିନ୍ତୁ ତା ପୂର୍ବରୁ ତଳେ ପଡିଯାଏ ଥରେ ନାହିଁ,ଦୁଇ ଥର|

ଏଵେ ନିକଟରେ ଭାରତ ନ୍ୟୁଜିଲାଣ୍ଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଭାରତକୁ ହାରିବାକୁ ପଡିଲା|ଲୋକମାନେ ଏହି ହାରିବା କାରଣ ବର୍ଷା ବୋଲି କହୁଛନ୍ତି|ଲୋକମାନେ ଯେତେ ଵର୍ଷା ହେଲେବି କ୍ରିକେଟ ଠାରୁ ଦୂରେଇ ପାରୁ ନାହାଁନ୍ତି, ଯେତେ ଵର୍ଷା ତଥା ଖସିଗଲେ ମଧ୍ୟ ପଡିଆକୁ ଓହ୍ଲାଉଥିବା ନଜରକୁ ଆସୁଛି|

ଏମିତିରେ ମନସୁନରେ ଖେଳିବା ମଜା ଅଲଗା ତାପୁଣି ବାଲ୍ୟବନ୍ଧୁ ମାନଙ୍କ ସହ |ପ୍ରକୃତରେ ଏହି ଭିଡିଓରେ ମଜା ମସ୍ତି ଓ କ୍ରିକେଟ ପାଇଁ ପ୍ରେମ ମିଳୁଛି ତାକୁ ଦେଖି ଆପଣଙ୍କ ଛୋଟଦିନର କଥା ନିଶ୍ଚୟ ମନେପଡିବ|ଏହାକୁ ଲୋକମାନେ ବହୁତ ପସନ୍ଦ କରିବା ସହ ମଜାଦାର କମେଣ୍ଟ କରୁଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.