ଦେଖନ୍ତୁ ଭିଡ଼ିଓ : ପତ୍ନୀ ପଚାରିଲେ – ରାଷ୍ଟ୍ରପତି ଶାସନର ଅର୍ଥ କଣ ?, ପତି ଦେଲେ ଏଭଳି ଉତ୍ତର ଯାହାକୁ ଶୁଣିଲା ପରେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ

ସ୍ବାମୀ ଓ ସ୍ତ୍ରୀ ଭିତରେ ଟିକେ ଟିକେ କଥାରେ ଝଗଡ଼ା ହେବାର ଦେଖିବାକୁ ମିଳେ ଓ ଏହି ସବୁ ଉପରେ ମିମ୍ ଓ ମଜାଦାର ଜୋକ୍ କରାଯାଇଥାଏ। ସୋସିଆଲ ମିଡିଆରେ ମଧ୍ୟ ଏହି ଭଳି ଭିଡିଓ ଭାଇରାଲ ହୋଇଥାଏ। ୟୁଜର ମାନେ ମଧ୍ୟ ନିଜର ପ୍ରତିକ୍ରିୟା ବହୁତ୍ ମାତ୍ରାରେ ଦେଇଥାନ୍ତି। ଏହି ସମୟରେ ପତି ଓ ପତ୍ନୀ ଙ୍କ ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏହି ଭିଡ଼ିଓରେ ସେମାନଙ୍କ ମଧ୍ୟରେ ‘ରାଷ୍ଟ୍ରପତି ଶାସନକୁ ‘ ନେଇକି କଥାବାର୍ତ୍ତା ହେଉଛନ୍ତି। ଏହି ଭିଡିଓକୁ ଦେଖିବା ପରେ ଭରସା ରଖନ୍ତୁ ନିଜର ହସକୁ ରୋକି ପାରିବେ ନାହିଁ।

ଏହା ଆମେ ସବୁ ଜାଣିଛୁ ଯେ ସ୍ବାମୀ ଓ ସ୍ତ୍ରୀ ଭିତରେ ଟିକେ ଟିକେ କଥାରେ ଝଗଡ଼ା ହେବାର ଦେଖିବାକୁ ମିଳେ ଓ ପରିବେଶ ସାଙ୍ଗେ ସାଙ୍ଗେ ଗରମ ହୋଇଯାଏ। ଏହି ଭଳି ଘଟଣା ଦିନକରେ ବହୁତ୍ ସମୟ ପର୍ଯ୍ୟନ୍ତ ହୋଇଥାଏ ଏବଂ ଯଦି ଏହି କଥା ଆଉ କେହି ଶୁଣି ନିଏ ତେବେ ସେ ହସରେ ହସି ହସି ତଳେ ଗଡିଯାଏ। ଏହି ଭିଡ଼ିଓରେ କିଛି ସେହିଭଳି ଦେଖିବାକୁ ପାଇବେ। ବାସ୍ତବରେ, ପତ୍ନୀ ତାଙ୍କ ପତିଙ୍କୁ ପଚାରୁଛନ୍ତି ଯେ ‘ ରାଷ୍ଟ୍ରପତି ଶାସନ କଣ ? ‘ ଏହା ଉପରେ ପତି ଯାହା ଉତ୍ତର ଦେଲେ, ବୋଧହୁଏ କେହି ବି ନିଜର ହସ କୁ ରୋକି ପାରିବେ ନାହିଁ। ତା ଆଗରୁ ଆପଣ ପ୍ରଥମେ ଏହି ମଜାଦାର ଭିଡିଓ ଦେଖନ୍ତୁ।

ପତି – ପତ୍ନୀଙ୍କ ଭିତରେ ଜବରଦସ୍ତ କଥାବାର୍ତ୍ତା:-

ଭିଡିଓକୁ ଦେଖିବାପରେ ମୋର ବିଶ୍ବାସ ଅଛି ଯେ ଆପଣ ନିଜର ହସ କୁ ରୋକି ପାରିନଥିବେ। ପତି ସେହିଭଳି ଉତ୍ତର ଦେବେ ତାହା କେହି ହେଲେ ଭାବି ନଥିବେ। ଟୁଇଟରରେ ଏହି ଭିଡିଓ କୁ ଭାରତୀୟ ପୋଲିସ ଅଧିକାରୀ ରୂପିନ ଶର୍ମା ସେୟାର କରିଥିଲେ। ଭିଡିଓ ସେୟାର କରୁଥିବା ସମୟରେ ସେ ମଜାରେ ଲେଖିଛନ୍ତି ଯେ ‘ ରାଷ୍ଟ୍ରପତି ଶାସନ ଲଗାଅ’। ଏହି ଭିଡିଓକୁ ଏପର୍ଯ୍ୟନ୍ତ ପାଖାପାଖି ୨ ହଜାର ଲୋକ ଦେଖିଛନ୍ତି। ୟୁଜରମାନେ ମଧ୍ୟ ବହୁତ୍ ମାତ୍ରାରେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *