ଦେଖନ୍ତୁ ଭିଡ଼ିଓ : ରିୟଲ ବାହୁବଳୀ, ଏହିପରି ଭାବେ କାରକୁ ଉଠାଇ ଅନ୍ୟ ସ୍ଥାନରେ ରଖିଦେଲା ଏହି ବ୍ୟକ୍ତି

ସୁପର ହୋଇଥିବା ଫିଲ୍ମ ବାହୁବଳୀକୁ କେହି କେବେ ଭୁଲିପାରିବେ ନାହିଁ | ଅଭିନେତା ପ୍ରଭାସ ଫିଲ୍ମରେ ଯେଉଁ ଭଳି ଭାବେ କାରନାମା କରିଛନ୍ତି, ତାକୁ ବର୍ତ୍ତମାନ ମଧ୍ୟ ଲୋକମାନେ ମନେ ପକାଉଛନ୍ତି | କିନ୍ତୁ, ରିୟଲ ଲାଇଫରେ କିଛି ଲୋକ ଏପରି କାମ କରନ୍ତି, ଯାହାର ତୁଳନା ବାହୁବଳୀ ସହିତ କରାଯାଇଥାଏ | ଏପରି ଏକ ମାମଲା ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେଉଛି | ଯାହାକୁ ଦେଖିବାପରେ ହୋଇପାରେ ଆପଣ ମଧ୍ୟ କହିବେ ଯେ ଇଏ ତ ରିୟଲ ଲାଇଫର ବାହୁବଳୀ ଅଟେ |

ଦୁନିଆରେ ସମସ୍ତେ କିଛି ନା କିଛି ଅଲଗା କରିବାକୁ ଚାହାଁନ୍ତି | ନିଜର ନାମକୁ ଲୋକମାନଙ୍କ ମଧ୍ୟରେ ଜଣାଶୁଣା କରିବାକୁ ଚାହାଁନ୍ତି | ଏଥିପାଇଁ ଲୋକମାନେ ବହୁତ କିଛି କରିଥାନ୍ତି | ଏଥିରେ କେତେକଙ୍କୁ ସଫଳତା ମିଳେ ତ ଆଉ କିଛି ଲୋକଙ୍କୁ ବିଫଳତା ମିଳେ ଏବଂ ସେମାନେ ଲୋକମାନଙ୍କର ଉପହାସର ପାତ୍ର ପାଲଟିଯାନ୍ତି | ବର୍ତ୍ତମାନ ଜଣେ ବ୍ୟକ୍ତି ଯାହା କରିଛନ୍ତି, ତାକୁ ଦେଖି ଆପଣ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | କାରଣ ଏହି ବ୍ୟକ୍ତି ଦୁଇ ହାତରେ ଭାରି ରକମର କାରକୁ ଉଠାଇନେଲେ | ଯେପରିକି ଆପଣ ଭିଡିଓରେ ଦେଖିପାରିବେ ଯେ ରାସ୍ତା କଡରେ ଗୋଟିଏ କାର ଠିଆ ହୋଇଛି | ଠିକ ସେତିକିବେଳେ ଜାନ୍ୟ ବ୍ୟକ୍ତି ଆସେ ଏବଂ ଦୁଇହାତରେ କାରକୁ ଉଠାଇ ଅନ୍ୟ ପଟରେ ରଖିଦିଏ |

ଦେଖନ୍ତୁ ଭିଡିଓ :-

ଆଶ୍ଚର୍ଯ୍ୟଜନକ ଭିଡିଓ :-

ଭିଡିଓ ଦେଖି ଆପଣ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ ଏବଂ ଭାବୁଥିବେ ଯେ କଣ ସତରେ ରିୟଲ ଲାଇଫରେ ‘ବାହୁବଳୀ’ ଅଛନ୍ତି | ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି | କିଛି ଲୋକ ଏହି ଭିଡିଓକୁ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି | ତେବେ ଆପଣଙ୍କୁ ଏହି ଭିଡିଓ କିପରି ଲାଗିଲା କମେଣ୍ଟ କରି ନିଶ୍ଚିତ ଭାବେ ଜଣାନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *