୩୫୦ ରୁ ଅଧିକ ହ-ତ୍ୟା କରିସାରିଛି ଏହି ହ-ତ୍ୟା-କା-ରୀ,ସେଲସେ୍ ମ୍ୟାନ ହୋଇ ଘରେ ପଶି କରୁଥିଲେ ରେପ୍ ଓ ହ-ତ୍ୟା

ଚାଇଲ୍ଡ ମଡ଼ର ଓ ରେପିଷ୍ଟ୍ ପେଡ୍ରୋ ଲୋପେଜେ ( child mur-derer and rapist pedro lopez) ରେ ‘ଦ ମନଷ୍ଟର ଅଫ ଦ ଏଣ୍ଡସ’ ନାମରେ ଚିହ୍ନିତ। ପେଡ୍ରୋ ୩୫୦ ଜଣ ଲୋକଙ୍କୁ ରେପ୍ କରିବା ସହ ହ-ତ୍ୟା କରିଛି, ସେଥିରେ ଛୋଟ ଝିଅ ମନେ ମଧ୍ୟ ଥିବାର ପ୍ରକଟ କରିଛି। ଆଶ୍ଚଯ୍ୟ ର କଥା ଏହା ଯେ ସେ କରି ଥିବା କାର୍ଯ୍ୟରେ ଟିକେ ବି ପଶ୍ଚାତାପ ନାହିଁ। ତାକୁ ଲାଗୁଥିଲା କି ସେ ନିରୀହ ଲୋକଙ୍କୁ ସାହାଯ୍ୟ କରୁଥିଲା।

ଆପଣ ଅପରାଧ ଦୁନିଆରେ ଏମିତି କିଛି କଥା ଶୁଣି ଥିବେ ସେହି ସବୁ ଭାବିଲା ବେଳେ ଆପଣଙ୍କ ଶରୀର ଥରି ଉଠେ। ଶରୀରରେ ସିହଁରଣ ସୃଷ୍ଟି ହୋଇଥାଏ। ଆଜି ଆପଣଙ୍କୁ ଏହି ଭଳି ଏକ କାହାଣୀ ଶୁଣାଇବୁ, ଯିଏ କି ୩୫୦ ଜଣଙ୍କୁ ମାରିଦେଇଛି, ଯେଉଁ ଥୀରେ ଅଧିକ ଛୋଟ ପିଲା ରହିଛନ୍ତି। କେବଳ ସେତିକି ନୁହେଁ ଏହି ହ-ତ୍ୟା-କା-ରୀ ରାକ୍ଷସ ୮ ରୁ ୧୨ ବର୍ଷ ଝିଅ ମାନଙ୍କୁ ହ-ତ୍ୟା କରି ନିଜର କାମନା ପୁରା କରୁଥିଲା।

ଆମେ କଥା ହେଉଛେ କଲମ୍ବିଆର (Colombia) ଚାଇଲ୍ଡ ମଡ଼ର ଓ ରେପିଷ୍ଟ୍ ପେଡ୍ରୋ ଲୋପେଜେ ବିଷୟରେ। ଯାହାକୁ ‘ଦ ମନଷ୍ଟର ଅଫ ଦ ଏଣ୍ଡସ’ (The Monster of the Andes) ନାମରେ ମଧ୍ୟ ଚିହ୍ନିତ। ସୂଚନା ଅନୁସାରେ ପେଡ୍ରୋ ୧୯୭୦ ଦଶକ ରେ ବହୁତ କୁନି ଝିଅଙ୍କୁ ବ-ଳା-ତ୍କା-ର କରିଛି ବୋଲି ଜଣା ପଡିଛି। ରିପୋର୍ଟ୍ ଅନୁସାରେ ୧୯୮୦ ମସିହାରେ ୧୧୦ ଜଣ ଲୋକଙ୍କୁ ହ-ତ୍ୟା କରିଥିବା ମାମଲାରେ ଗି-ର-ଫ କରାଯାଇଥିଲା। ଯାହା ପରେ ସେ ନିଜେ ୩୫୦ ଜଣ ଲୋକଙ୍କୁ ମାରିଛି ବୋଲି ପ୍ରକଟ କରିଛି। ପେଡ୍ରୋ ଏହା ମଧ୍ୟ କହିଛି ଯେ ସେ ସବୁ ସପ୍ତାହରେ ୩ ଝିଅଙ୍କୁ ମରିଥାଏ, ଯେଉଁଥିରେ ଅମୁମନ୍ ପେରୁ ( Peru) ଓ ଇୱାଡେର (Ecuador) ଙ୍କ ବାଳିକା ମନେ ସାମିଲ ହେଉଥିଲେ।

ପ୍ରଥମେ ସାଧାରଣ ମଣିଷ ହେଲା ପରେ ଚୋ-ର ଓ ଖୁ-ନି ହୋଇଥିଲା

ସୂଚନା ଅନୁସାରେ ୧୯୬୯ ମସିହାରେ ଲୋପେଜ୍ କାର ଚୋରି କରିବା ମାମଲାରେ ପ୍ରଥମେ ଗି-ର-ଫ ହୋଇଥିଲା ଓ ପରେ ହ-ତ୍ୟା-କା-ରୀ ହୋଇଥିଲା। ଲୋପେଜ୍ କହିବା ଅନୁସାରେ ସେ ଦୁଇ ଜଣଙ୍କୁ ପ୍ରଥମେ ରେ-ପ୍ କରିବା ପରେ ହ-ତ୍ୟା କରିଥିଲା। ପେଡ୍ରୋ ମେକେସିଫ୍ଟ୍ ନାଇଫି (Makeshift knife) ରେ ସେମାନଙ୍କୁ ହତ୍ୟା କରିଥିଲା। ଯାହାପରେ ସେ ର-କ୍ତ ମୁଖା ହୋଇଯାଇଥିଲା ଓ ହ-ତ୍ୟା କରିବା ଆରମ୍ଭ କରିଦେଲା। କେବଳ ସେତିକି ନୁହେଁ ସେ ଗରିବ ଘରର ପିଲା ମାନଙ୍କୁ ଶିକାର କରିବାରେ ଲାଗିଲା। ସେ ବହୁତ୍ ଚାଲାକ୍ ଓ ଚତୁରତା ସହ ଏହି କାର୍ଯ୍ୟ କରୁଥିଲା। ପ୍ରଥମେ ସେ ସେଲସେ୍ ମ୍ୟାନ ( sales man) ହେବାର ନାଟକ କରୁଥିଲା, ଯିଏ ନିଜର ରାସ୍ତା ଭୁଲି ଯାଇଛି ଓ ତାକୁ ସାହାଯ୍ୟ ଦରକାର। ପରେ ସେ ପିଲାମାନଙ୍କୁ ଖାଦ୍ୟର ଲାଳସା ଦେଖେଇ ବହୁତ୍ ଦୂରକୁ ନେଇ ଯାଉଥିଲା। ସେମାନଙ୍କୁ ରେ-ପ୍ କରିବା ପରେ ମା-ରି ଦେଉଥିଲା।

ଗୋଟେ ସମୟ ପାଇଁ ଆପଣଙ୍କୁ ମଧ୍ୟ ପୋ-ଲି-ସ ଭଳି ବିଶ୍ୱାସ ଆସୁ ନଥିବ। କିନ୍ତୁ ୧୯୮୦ ମସିହାରେ ଆସିଥିବା ହଠାତ୍ ନଈ ବଢିରେ ( sudden flood ) ସେ ମା-ରି-ଥି-ବା ଲୋକମାନଙ୍କ -କଙ୍କା-ଳ ମିଳିଥିଲା।

ମଣିଷ ହୋଇଗଲା ରାକ୍ଷସ କିନ୍ତୁ କରିଥିବା କାର୍ଯ୍ୟ ପାଇଁ ମନରେ ଟିକେ ବି ଦୁଃଖ ନାହିଁ

ରିପୋର୍ଟ୍ ଅନୁସାରେ ଲୋପେଜ୍ ପୋ-ଲି-ସ ସାମ୍ନାରେ ଏହା ମନିଥିଲା ଯେ ସେ ଅଧିକ ଇୱାଡେର (Ecuador) ପିଲାମାନଙ୍କୁ ଶି-କା-ର କରୁଥିଲା। କାରଣ ସେମାନେ ଅଧିକ ନିରୀହ ଓ ବିଶ୍ୱାସ ଯୋଗ୍ୟ ଏବଂ ସରଳ ଥିଲେ ଯାହା ତାକୁ ପସନ୍ଦ ଥିଲା। ଏ ସବୁ ପଢ଼ିଲା ପରେ ଆପଣଙ୍କୁ ଆଶ୍ଚୟ୍ଯ ଲାଗୁଥିବ କି ଯଦି ସେମାନେ ତାର ପସନ୍ଦ ଥିଲେ ତେବେ ସେ କିପରି ଏତେ ନିର୍ଦ୍ଦୟ ଭାବରେ ମାରି ପାରୁଥିଲା। ବାସ୍ତବରେ ସିରିଏଲ୍ କି-ଲ-ର (serial killers) ଲେଖା ଯାଇଥିବା ବହି ସିରିଏଲ୍ କିଲର ଆରାଉଣ୍ଡ ଦି ୱଲ୍ଡ (Serial Killers around the world) ଯାହାକୁ ୟୁନଭରସିଟ ଅଫ୍ ନିଉ ମେକ୍ସିକୋ (University of New Mexico) ଡର୍କ ଗିବିସନ୍ (Dirk Gibson) ଲେଖିଛନ୍ତି, ସେଥିରେ ଲୋପେଜ୍ କହିଛି ଯେ ଯେଉଁ ପିଲାଙ୍କୁ ମା-ରୁ-ଥି-ଲା ବୋଧହୁଏ ସେମାନେ ବଜାରରେ ବିକ୍ରି କରା ଯାଉଥିଲା ନଚେତ୍ ମାନବ ତାସ୍କରି ( human trafficking) ର ଶି-କା-ର ଥିଲେ।

ତାକୁ ନିଜ କର୍ମ ଉପରେ ଆସୁଥିଲା ଗର୍ବ ଓ ନିଜକୁ ଭଗବାନ ବୋଲି ଭାବୁଥିଲା

ସାକ୍ଷୀ ମାନଙ୍କ କହିବା ଅନୁସାରେ ଲୋପେଜ୍ କୁ ନିଜର କର୍ମ ପାଇଁ ଟିକେ ବି ଦୁଃଖ ନଥିଲା। ତାକୁ ଲାଗୁଥିଲା କି ସେ ଯାହା ବି କରୁଥିଲା ଠିକ୍ କରୁଥିଲା। ତାହା ବିଷୟରେ ଅଫିସର୍ Rothman Rios କହୁଥିଲେ କି ଏହା ସବୁଠୁ ଅଜବ କଥା ଯେ ତାର ସବୁ ମନ ରହୁଥିଲା। ତାହା ସହିତ ସବୁ ଝିଅଙ୍କ ବିଷୟରେ ସବୁ ଜିନିଷ ମନେ ରହୁଥିଲା। ସେମାନଙ୍କୁ ଯେଉଁ ଠାରେ ପୋତୁ ଥିଲା ସେ ସବୁ ମଧ୍ୟ ମନେ ରଖୁଥିଲା ଓ ତାକୁ ଦେଖିଲା ପରେ ତାର ମନକୁ ଶାନ୍ତି ମିଳୁ ଥିଲା। ଏହା ପରେ କୋର୍ଟରେ ଜର୍ଜଙ୍କୁ ଏହା ମଧ୍ୟ କହିଦେଇଥିଲା ଯେ ଲୋକମାନଙ୍କୁ ମା-ରି-ବା ପରେ ସେ ନିଜକୁ ଭଗବାନ ବୋଲି ଭାବୁଥିଲା। ସେ ଏକଥା ମଧ୍ୟ କହୁଥିଲା କି ଯିଏ ମ-ରିଯା-ଉଥି-ଲା ତାଙ୍କ ଭିତରେ ଭଗବାନ ରହୁନଥିଲେ। ନା ସେ ଦେଖିପାରିବ ନା ସେ ଅନୁଭବ କରିପାରିବ। ମୃ-ତ୍ୟୁ ପରେ ଆପଣ ଏହା ମଧ୍ୟ ଭୁଲି ଯିବେ ଯେ ଆପଣ କିଏ ବୋଲି ଓ କେବଳ ଅନ୍ଧାର ରହିଯିବ।

ଛୋଟ ପିଲାଙ୍କୁ ମା-ରି-ବା ପଛରେ କାରଣ କଣ ଥିଲା

ସେ ପୋଲିସକୁ ଏହା କହୁଥିଲା କି ସେ ଚାହେଁ ଯେ ଇତିହାସରେ ସେ କରିଥିବା କାର୍ଯ୍ୟ ବିଷୟରେ ଲେଖା ହେଉ। ଆପଣ ଏହା ଜାଣିକି ଆଶ୍ଚର୍ଯ୍ୟ ହେବା ଯେ ତାକୁ ଲାଗୁଥିଲା ଯେ ସେ ଛୋଟ ପିଲାଙ୍କୁ ମା-ରି ତାଙ୍କୁ ଗରିବ ଘରୁ ବଞ୍ଚିତ କରୁଥିଲା। ସେ ଛୋଟ ପିଲାଙ୍କୁ Doll ବୋଲି କହୁଥିଲା ଏବଂ ତାକୁ ଲାଗୁଥିଲା କି ସେ ତାଙ୍କୁ ଏଥିରୁ ବଞ୍ଚଉଛି।

ଏହା ସବୁ ପରେ ଲୋପେଜ୍ ର କଣ ହେଲା

ଲମ୍ବା ଟ୍ରାୟାଲ ପରେ ଲୋପେଜ୍ କୁ ଦୋଷୀ ବୋଲି ମନି ନିଆ ଗଲା। ଏହା ସହିତ ମାନସିକ ରୋଗୀ ବୋଲି କୁହାଗଲା। ଜାହାପରେ ତାକୁ ୧୬ ବର୍ଷ ପାଇଁ ପାଗଳ ଖାନା କୁ ପଠେଇ ଦିଆ ଗଲା। ଆପଣଙ୍କୁ ଜଣାଇ ଦେଉଛୁ ଯେ ସେହି ସମୟରେ ହ-ତ୍ୟା-କା-ରୀ-ଙ୍କ ସଜା ୧୬ ବର୍ଷ ଥିଲା।

ଜେ-ଲ-ରୁ ବାହାରିବା ପରେ କଣ କଲା ହ-ତ୍ୟା?

ଯାହା ପରେ ୧୯୯୮ ସଜା ସମୟରେ ଭଲ ବ୍ୟବହାର ପାଇଁ ମୁକାଳି ଦିଆଗଲା। କୁହା ଯାଉଛି ଯେ ଆଜି ବି ସ୍ଵାଧୀନ ଅଛି ଓ ୨୦୦୨ ମସିହାରେ ହୋଇଥିବା ହତ୍ୟାରେ ତାର ହାତ ଅଛି। ସେଥି ପାଇଁ ତା ନାମରେ ଆରେଷ୍ଟ୍ ୱାରେଣ୍ଟ ବାହାରିଥିଲା କିନ୍ତୁ ତାକୁ ଧରି ପାରିନଥିଲେ। ୨୦୧୯ ରେ ତାର ମାଆ ଏକ ଇଣ୍ଟର ଭିଉ ରେ କହିଥିଲେ କି ତାଙ୍କୁ ଲାଗୁଛି ଯେ ତାଙ୍କ ପୁଅ ବଞ୍ଚିଛି ବୋଲି। ତାଙ୍କ କହିବା କଥା ଯେ ଯିଏ ନିଜର ମାରି ଯାଏ ତେବେ ଦୁଃଖ ହୁଏ କିନ୍ତୁ ତାଙ୍କୁ ସେମିତି କିଛି ଅନୁଭବ ହୋଇନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *