୪ କୋଟି ଟଙ୍କାର ଘରେ ମାଲିକ ନିଜେ ନି-ଆଁ ଲଗାଇଦେଲେ,କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ୟୁକେର ଏମିତି ଏକ ଖବର ଆସିଛି ଯାହାକୁ ଶୁଣିକି ଆପଣ ଆଶ୍ଚର୍ଯ୍ୟ ହୋଇଯି-ବେ ଯେ ପ୍ରକୃତରେ ଜଣେ ମଣିଷ ଅନ୍ୟ ଜଣଙ୍କୁ କ୍ଷତିରେ ପକାଇବାକୁ ନିଜର କୋଟି କୋଟି ସମ୍ପତ୍ତି କେମିତି ନଷ୍ଟ କରିପାରେ|ଏଠାରେ ଜଣେ ବ୍ୟକ୍ତି ଘରେ ନିଆଁ ଲଗେଇ ଦେଲେ|ତାର ଘରର ମୂଲ୍ୟ ୫୫୦,୦୦୦ ୟୁରୋ ପାଖାପାଖି ଥିଲା|ଭାରତୀୟ ମୁଦ୍ରାରେ ପାଖାପାଖି ୪ କୋଟି ହେବ|ପରେ ଯାଞ୍ଚ ଫଳରେ ଜଣାଗଲା ଯେ ଅଜଵ କାରଣ ରହିଥିଲା|

ଏହି ବ୍ୟକ୍ତିଙ୍କ ନାମ ଜନ ଏମସି କରି, ଯାଞ୍ଚ ପରେ ଜଣାଗଲା ଯେ କୈନକର୍ଡରେ ଥିବା ତାଙ୍କ ଘର ଶୀଘ୍ର ବିକ୍ରି ପାଇଁ ଥିଲା|ଘର ବିକ୍ରିର ତିନି ଦିନ ପୂର୍ବରୁ ସେ ନିଜେ ନିଜ ଘରେ ନିଆଁ ଲଗାଇ ଦେଇଥିଲେ|ସେ ବ୍ଲୋଟାର୍ଚରେ (ଟାଙ୍କା ଲଗାଉଥିବା ଯନ୍ତ୍ର) ସାହାଯ୍ୟରେ ନିଆଁ ଲଗାଇଥିଲେ|

ସେ ନିଜ ଘରେ ଏଥିପାଇଁ ନିଆଁ ଲଗାଇଲେ କାରଣ ତାଙ୍କ ସ୍ତ୍ରୀ ଜୋକି ଏଵେ ତାଙ୍କ ଠାରୁ ଅଲଗା ହୋଇଯାଇଛି ଓ ସେ ମଧ୍ୟ ଏଥରୁ ଭାଗ ନେଇଥାନ୍ତା କିନ୍ତୁ ଜନ ଏହା ଚାହୁଁନଥିଲେ ତେଣୁ ସେ ନି-ଆଁ ଲଗାଇଲେ|

ଖବର ଅନୁଯାୟୀ ସେ ୧୭ ଜୁନ ଦିନ ରାତିରେ ମ-ଦ ପିଉଥିଲେ|ସେହି ରାତିରେ ସେ ଘରେ ନିଆଁ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ|ସେ ସେହି ଘରର ପ୍ରିମିୟମ ମଧ୍ୟ ଭରିନଥିଲେ|ମାନେ ଘରର ବୀ-ମା ମଧ୍ୟ ନଥିଲା|ତାଙ୍କ ପତ୍ନୀ ହିଲାରିଙ୍କ କହିବାନୁଯାୟୀ ସେ ତାଙ୍କ ପତି ଜନଙ୍କୁ ଛାଡି ଖୁସି ଅଟନ୍ତି|ସେ କହିଛନ୍ତି ଯେ ମୁଁ ଛାଡି ଚାଲିଗଲି ଏହି କାରଣରୁ ସେ ବହୁତ ରାଗରେ ଥିଲେ|ତାଙ୍କୁ ଲାଗେ ଯେ ସେ ଏହି ଘରକୁ ତାଙ୍କୁ ହାନି ପହଞ୍ଚାଇବାକୁ ଜାଳିଛନ୍ତି|

ଜନ କୋର୍ଟରେ ଏହି କଥା କବୁଲ କରିଛନ୍ତି ଯେ ସେ ଜାଣିଶୁଣି ଏହି ଘରେ ନିଆଁ ଲଗାଇ ନାହାଁନ୍ତି|ସେ ବହୁତ ଦୁଃଖରେ ଥିଲେ ଓ ନି-ଶା-ରେ ଥିଲେ ଫଳରେ ଏହି ଘଟଣା ଘଟିଲା|ସେ କହିଛନ୍ତି ଯେ ମୁଁ ତଲାକ ଚାହୁଁନଥିଲି|ମୁଁ ଘରୁ ବାହାରକୁ ଯିବାକୁ ଚାହୁଁନଥିଲି|ମୁଁ ତା ପାଇଁ ଆସିଥିଲି,ମୁଁ ରାଗରେ ନଥିଲି ମୁଁ ଦୁଃଖିତ ଥିଲି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.