ସମସ୍ତଙ୍କ ସାମ୍ନାରେ କନ୍ୟା ସହ ଯୁବକ ଜଣକ କଲା ଏମିତି କାମ,ବର ଦେଖି ରହିଗଲା ତା ମୁହଁକୁ, ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡ଼ିଆରେ କେତେବେଳେ କଣ ଭାଇରାଲ ହୋଇଯାଇଥାଏ ଏହାକୁ କେହି ଜାଣିନଥାନ୍ତି। ଏମାନଙ୍କ ମଧ୍ୟରୁ କିଛି ହସାଇବା ପରି ହୋଇଥାଏ ତ କିଛି ହଇରାଣ କରିବା ପରି ଭିଡ଼ିଓ ହୋଇଥାଏ। ସେହିପରି କିଛି ଭିଡ଼ିଓ ଉପରେ ମଧ୍ୟ ଲୋକମାନେ ମଜା ନେଇଥାନ୍ତି। ଏହାମଧ୍ୟରେ ବିବାହର ଏକ ମଜାଦାର ଭିଡ଼ିଓ ଶେୟର କରାଯାଇଛି। ଏହାକୁ ଦେଖିବାପରେ ଆପଣ ହଇରାଣ ହୋଇଯିବେ ଓ ଆପଣଙ୍କୁ ହସ ମଧ୍ୟ ଲାଗିବ। ଜଣେ ବ୍ୟକ୍ତି ବର ସାମ୍ନାରେ କନ୍ୟା ସହିତ ଯାହାକଲା ତାକୁ ଆପଣ ଦେଖି ବିଶ୍ଵାସ କରିପାରିବେ ନାହିଁ।

ସୋସିଆଲ ମିଡ଼ିଆରେ ବିବାହର ମଜାଦାର ଭିଡ଼ିଓ ଭାଇରାଲ ହେଉଥାଏ। କେତେଥର ବର ଓ କନ୍ୟା ଏମିତି ହରକତ କରିଦେଇଥାନ୍ତି ଯାହାକୁ ଦେଖିବାପରେ ଆପଣଙ୍କ ହସ ଅଟକି ପାରିନଥାଏ। ଏହି ଭିଡ଼ିଓରେ କିଛି ଏହିପରି ଦେଖିବାକୁ ମିଳିଛି। ଏହି ଭିଡ଼ିଓରେ ଷ୍ଟେଜ ଉପରେ ବର ଓ କନ୍ୟା ବସିଛନ୍ତି। ପାଖରେ ବହୁତ ଲୋକ ମଧ୍ୟ ଛିଡା ହୋଇଛନ୍ତି। ସେତେବେଳେ ଜଣେ ବ୍ୟକ୍ତି କନ୍ୟା ସହିତ ଏମିତି ହରକତ କରିଦେଉଛି ଯାହାକୁ ଦେଖି ବର ସହ୍ୟ କରି ପାରୁନାହିଁ। ଦେଖନ୍ତୁ ଏହି ଭିଡ଼ିଓ।

କଣ ଆପଣଙ୍କୁ ମାମଲା ବୁଝା ପଡ଼ୁଛି:-

ଭିଡ଼ିଓ ଦେଖି ଆପଣ ବୁଝି ଯାଇଥିବେ କି, ଘଟଣା କଣ ଅଟେ? ଯିଏବି ଏହି ଭିଡ଼ିଓକୁ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ଇଂଷ୍ଟାଗ୍ରାମରେ ଏହି ଭିଡ଼ିଓକୁ official_niranjanm87 ନାମକ ଆକାଉଣ୍ଟରୁ ଶେୟର କରାଯାଇଥିଲା। ଏହାସହ ଭିଡ଼ିଓରେ ମଜାଦାର କଥା ମଧ୍ୟ ଲେଖାଯାଇଥିଲା। ଏହି ଭିଡ଼ିଓରେ ଲୋକମାନେ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.