ଦିଅର କଲା ବ-ଳା-ତ୍କା-ର,ପତି-ନଣନ୍ଦ-ଶାଶୁ କଲେ ପୁରା ସହଯୋଗ,ନୂଆବୋହୁ ବଖାଣିଲେ ନିଜର ଦୁଃଖ

ଜଣେ ନୂଆ ବୋହୂ ବିବାହ କରି ଯେତେବେଳେ ଶଶୁର ଘରକୁ ଯାଏ,ତ ସେତେବେଳେ ଖୁସି ଖୁସିରେ ସାରାଜୀବନ ବିତାଇବାକୁ ସପନ ସଜାଇଥାଏ|କିନ୍ତୁ ଉତ୍ତରପ୍ରଦେଶର ବନ୍ଦାୟୁ ଜିଲ୍ଲାରେ ଜଣେ କନ୍ୟାର ସ୍ୱପ୍ନ ବିବାହର ଦୁଇଦିନ ପରେ ଚୂରମାର ହୋଇଯାଇଛି|ଶଶୁର ଘରେ କନ୍ୟାର ତୃତୀୟ ଦିନ ଥିଲା,ତା ସହ ଏମିତି ଘଟଣା ଘଟିଲା ଯାହାକୁ ଶୁଣିବାପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ|ଶଶୁର ଘରେ ତୃତୀୟ ଦିନ ୫-୬ ଜଣ ଲୋକ ମିଶି ଗ୍ୟା-ଙ୍ଗ-ରେ-ପ୍ କରିଥିଲେ|ଶଶୁର ଘର ଲୋକଙ୍କ ଏତିକିରେ ମନ ନମାନିବାରୁ କନ୍ୟାର ମୁହଁରେ ଗରମ ଚିମୁଟା ଦାଗିଲେ ଓ ତାର ପ୍ରା-ଇ-ଭେ-ଟ୍ ପାର୍ଟରେ ଲାଠି ପୁରାଇ ଦେଇଥିଲେ|

ମାନବତାର ସୀମା ଉଲଂଘନ କରିଥିବା ଏହି ଘଟଣା ଵନ୍ଦାୟୁ ଜିଲ୍ଲାର ଜରିଫ ନଗର ଅଞ୍ଚଳର ଅଟେ|ଏଠାରେ ଉସ୍ମାନପୁରରେ ରହୁଥିବା ଏକ ଯୁଵକ ସହ ପିଡିତା ୨୧ ଜୁନରେ ବିବାହ କରିଥିଲେ|ପି-ଡି-ତାର ଆ-ରୋ-ପ ରହିଛି ଯେ ଶଶୁର ଘର ପହଞ୍ଚିବା ମାତ୍ରେ ତାର ପତି ଓ ଶାଶୁ ଶ୍ୱଶୁର ନିଜର ଅସଲି ରଙ୍ଗ ଦେଖାଇଥିଲେ|ସେ ଶଶୁରଘର ଲୋକଙ୍କ ସହ ଠିକ ଭାବେ ମିଶିନଥିଲେ ଆରମ୍ଭରୁ ତାଙ୍କ ସହ ପଶୁଭଳି ବ୍ୟବହାର କରାଯାଇଥିଲା|ଏକ ଛୋଟ କଥାରେ ସ୍ୱାମୀଙ୍କ ରାଗ ଏତେ ବଢିଗଲା ଯେ ନିଜର ନବବିବାହିତା ପତ୍ନୀଙ୍କୁ ସମ୍ପର୍କୀୟଙ୍କ ସହ ମିଶି ମା-ଡ ମା-ରି-ଥି-ଲେ ଓ ନିଜ ଭାଇ ଓ ଅନ୍ୟାନ୍ୟ ଲୋକମାନେ ନୂଆଵୋହୁକୁ ରେ-ପ କରିଥିଲେ|

କନ୍ୟାର ପିତା ଯେତେବେଳେ ଝିଅର ଏହି ଅବସ୍ଥା ବିଷୟରେ ଜାଣିଲେ ସେତେବେଳେ ସେ ତୁରନ୍ତ ହସ୍ପିଟାଲ ନେଇଥିଲେ|ଏହାପରେ ସେ ଝିଅର ସ୍ୱାମୀ,ଶାଶୁ,ଦୁଇ ଜେଠ,ଦିଅର ସହ ୭ ଜଣ ଲୋକଙ୍କ ବି-ରୁ-ଦ୍ଧ-ରେ ଥାନାରେ ଏତଲା ଦେଇଛନ୍ତି|ଏଵେ ଆପଣ ଭାବୁଥିବେ ଏମିତି କାହିଁକି ହେଲା ଶଶୁର ଘର ଲୋକଙ୍କ ଅମାନୁଷିକ ବର୍ବରତା|ପ୍ରକୃତରେ କାହାଣୀ କମ ଯୈାତୁକ ହେତୁ|ପିଡିତାର ମୁତାଵକ ଠାରୁ କମ ଯୈାତୁକ ଦେଇଥିଲେ ଫଳରେ ସେ ନାରାଜ ହୋଇଥିଲେ|

ଶଶୁର ଘର ଯାଉଯାଉ ତାକୁ ସ୍ବାଗତ କରିବା ତ ଦୂରେ କଥା ତାକୁ ଦେଖେଇ ଦେଖେଇ କହିଲେ|ପତି କହିଲେ ତୁ କାହିଁକି ଶାଶୁଘରକୁ ଚାଲି ଆସିଲୁ ଘରବାଲାଙ୍କୁ କହ ଏକଲକ୍ଷ ଟଙ୍କା ଓ ବାଇକ ନେଇକି ଆସନ୍ତୁ|ଯେତେବେଳେ କନ୍ଯା ଆଉ ଯୈାତୁକ ପାଇଁ ମନାକଲା ପତି ବହୁତ ନାରାଜ ହୋଇଥିଲା|ପତି ରାଗରେ ଘର ଲୋକଙ୍କ ସହ ମିଶି ପତ୍ନୀଙ୍କୁ ଲାଠିରେ ମା-ଡ ମାରିଥିଲେ|ଶରୀରରେ ଗରମ ଚିମୁଟା ଚେଙ୍କ ଦେଲେ|ଦୁଇ ବଡ ଭାଇ ଓ ଅନ୍ୟାନ୍ୟ ଲୋକଙ୍କ ସହ ମିଶି ପତ୍ନୀଙ୍କ ଗ୍ୟା-ଙ୍ଗ-ରେ-ପ୍ କରିଥିଲେ|

ଏହି ମାମଲାର ତଦନ୍ତ କରୁଥିବା ବନ୍ଦାୟୁର ବରିଷ୍ଠ ପୋ-ଲି-ସ ଅଧିକାରୀ ସଙ୍କଳ୍ପ ଶର୍ମା କହିଛନ୍ତି ଯେ କନ୍ୟା ଶଶୁର ଘର ଲୋକମାନେ ମନମୁତାବକ ଯୈାତୁକ ନମିଳିବାରୁ ରାଜି ନଥିଲେ|ଏହା ଫଳରେ ସେ ଗ୍ୟା-ଙ୍ଗ-ରେ-ପ କରିଥିଲେ|ପିଡିତ ମହିଳାଙ୍କ ଦୁଇ ଜେଠ ଓ ତାର ପତି ଆ-ରୋ-ପୀ ରହିଛି|ଏଵେ ପତିଙ୍କୁ ଅଭି-ଯୋ-ଗ ଆଧାରରେ ଗି-ର-ଫ କରିଛି|

ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଏହି ଘଟଣାର ବହୁ ଆଲୋଚନା କରାଯାଉଛି|ଲୋକମାନେ ଆରୋପୀକୁ କଠୋର ଦଣ୍ଡ ଦେବାପାଇଁ କହୁଛନ୍ତି|ଯେଉଁଠାରେ ଯୈା-ତୁ-କ ମାଗୁଛନ୍ତି ଆପଣ ମଧ୍ୟ ସେଠାରେ ନିଜ ଝିଅ ଦିଅନ୍ତୁ ନାହିଁ|ଏହି କଥା ସମ୍ପର୍କ ବାନ୍ଧିବା ପୁର୍ବରୁ ସ୍ଥିର କରିନିଅନ୍ତୁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *