କଂସେଇଖାନାକୁ ଭାଙ୍ଗି ବିଲଡ଼ର ବନାଇଲେ ଆପାର୍ଟମେଣ୍ଟ,ସିଫ୍ଟ ହେଉ ହେଉ ଦମ୍ପତିଙ୍କୁ ଦେଖାଗଲା ଭୂତ

ଭୂତ-ପ୍ରେତଙ୍କ ସହିତ ଜଡ଼ିତ କେତେକ କାହାଣୀ ଆପଣ ଶୁଣିଥିବେ। ପାରାନର୍ମାଲ ଗତିବିଧି ଉପରେ କିଛି ଫିଲ୍ମ ରହିଛି। କିନ୍ତୁ କିଛି ଲୋକମାନେ ବାସ୍ତବରେ ଭୂତ ଦେଖିଥିବାର ଦାବି କରିଛନ୍ତି। ଏବେଏବେ ୱେଷ୍ଟ ମିଡଲ୍ୟାଣ୍ଡର ରସେଲ ରୁ ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ସି ବି ବ୍ୟୁଟିଫୁଲ ଗ୍ରୁପ କ୍ଲିନିକଲର ମାଲିକାଣୀ ଚର୍ଲି ଏଗଟନ ନିଜ ଫ୍ଲାଟ ପାଖରେ କିଛି ସୁପର ନ୍ୟାଚୁରାଲ ଥିବାର ଦାବି କରି କହିଥିଲେ କି, କିଛି ସପ୍ତାହ ପୂର୍ବରୁ ସେ ନିଜର କିଚେନରେ ଏକ ଭୂତ ଛିଡ଼ା ହୋଇଥିବାର ଦେଖିଥିଲେ। ଏହାପରେ ସେ ନିଜର ଘରେ ମୋସନ କ୍ୟାମେରା ଲଗାଇଲେ ଓ ଘରେ ଘଟୁଥିବା ସମସ୍ତ ଜିନିଷକୁ ତାଙ୍କର ବିନା ଅନୁପସ୍ଥିତିରେ ରେକର୍ଡ଼ କରିଥିଲେ।

କଣ ସତରେ ସେ ଘରେ ଭୂତ ଥିଲା:-

ସୂଚନା ମୁତାବିକ, ଯେତେବେଳେ ସେ ଏକ ବୋଟ ଟ୍ରିପରେ ଯାଇଥିଲେ, ତେବେ ତାଙ୍କୁ ତାଙ୍କର କ୍ୟାମେରା ଆପ ଜରିଆରୁ ଏକ ନୋଟିଫିକେସନ ଆସିଥିଲା। ଏହାଉପରେ କ୍ଲିକ କରିବାପରେ ତାଙ୍କୁ ଏକ କ୍ଲିପ ମିଳିଥିଲା। ଏହାପରେ ସେ ଏହି କ୍ଲିପକୁ ଫେସବୁକରେ ପୋଷ୍ଟ କରିଦେଲେ। ଯେଉଁଥିରେ ଦାବି କରାଯାଇଥିଲା କେଉଁ ଏକ ଜିନିଷ କ୍ୟାମେରାରେ ଫ୍ଲୋଟ ହେଉଥିବାର ଦେଖାଯାଇଥିଲା। ଏହାପରେ ଚର୍ଲି ଏହାର ସ୍କ୍ରିନଶର୍ଟ ନେଇଥିଲେ ଓ ଏହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ।

ମୃ-ତ ଘରେ ଭୂତ ଦେଖୁଥିବାର ଦାବି:-

ଚର୍ଲି କହିଥିଲେ ସେ ଯେଉଁ ଘରେ ବର୍ତ୍ତମାନ ରହୁଛନ୍ତି ସେହି ଘରେ ଅଧିକତର ମୃତ୍ୟୁ ହୋଇଥାଏ। ଏଥିପାଇଁ ଲୋକମାନେ କହିଥିଲେ ସେ ଯେଉଁ ଘରେ ରହିଥିଲେ ତାହା ମଧ୍ୟ ଏକ ମୃ-ତ-କ-ଙ୍କ ଘର ଅଟେ। ଏହି ଭିଡ଼ିଓକୁ ସେ ଶେୟର କରିବାପରେ ଲୋକମାନେ କହିଥିଲେ କି, ଏହି ଭିଡ଼ିଓରେ ଆମେ ମଧ୍ୟ ଭୂତ ଦେଖିଥିଲୁ। କିଛି ଲୋକ ମଧ୍ୟ କହିଥିଲେ କି, ତାଙ୍କୁ ଭୂତ ଦେଖା ଦେଇନଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *