WTC ଫାଇନାଲ ମ୍ୟାଚରେ ଖେଳାଳି ଚୟନକୁ ନେଇ ବର୍ଷିଲେ ସଚିନ ତେନ୍ଦୁଲକର, ରବୀନ୍ଦ୍ର ଜାଡେଜାଙ୍କୁ ନେଇ ମଧ୍ୟ କଲେ ଖୁଲାସା,ପଢନ୍ତୁ ପୁରା ଖବର

ନ୍ୟୁଜିଲାଣ୍ଡ ଭାରତକୁ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ମ୍ୟାଚରେ 8 ଉଇକେଟରେ ପରାସ୍ତ କରିଦେଲା। ଏହି ପରାଜୟ ପରେ ଭାରତୀୟ ଦଳର ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିବାର ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା। ବର୍ତ୍ତମାନ ସବୁ ସ୍ଥାନରେ ଟିମର ଆଲୋଚନା ହେବାରେ ଲାଗିଛି। ଟିମରେ କେତେକ ଖେଳାଳି ଏମିତି ରହିଛନ୍ତି ଯାହାଙ୍କ ସ୍ଥାନକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

ତେନ୍ଦୁଲକର ଦେଲେ ବଡ଼ ବୟାନ:-

ଭାରତୀୟ ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର କହିଲେ କି,ଭାରତୀୟ ଦଳ ଦ୍ଵିତୀୟ ପାଳିରେ ବୋଲିଂ ସଂଯୋଜନାରେ ଭୁଲ ନିଷ୍ପତ୍ତି ନେଇଥିଲେ। ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାରା କମ ବୋଲିଂ କରାଇବା ତାଙ୍କୁ ଭାରି ପଡ଼ିଥିଲା। ତେନ୍ଦୁଲକର ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଲେ କି, ପ୍ରଥମେ ସେଠାରେ ଖରା କମ ଥିବାରୁ ସ୍ପିନ ବୋଲିଂ ସାମ୍ନାକୁ ଆସିନଥିଲେ। ଖାଆସ କରି ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜା ଯିଏକି ପ୍ରଥମ ପାଳିରେ କେବଳ 7.2 ଓଭର ପକାଇଥିଲେ।

ସଚିନ କହିଥିଲେ କି, ଦେଖନ୍ତୁ ଯଦି ଆପଣ ୫ଜଣ ବୋଲରଙ୍କୁ ନେଇ ଖେଳୁଛନ୍ତି ତାହେଲେ ଏହା ଅସମ୍ଭବ କି ଯେ, ସମସ୍ତ ବୋଲରଙ୍କୁ ସମାନ ଓଭର ମିଳିବ। ଏହା ଏହିପରି କାମ କରେନାହିଁ। ଆପଣଙ୍କୁ ପିଚର ସ୍ଥିତି, ଓଭରହେଡ଼ ସ୍ଥିତି ପବନରୁ ମିଳୁଥିବା ସାହାର୍ଯ୍ୟକୁ ଧ୍ୟାନରେ ରଖିବାକୁ ହେବ। ତାହାର ଆଧାରରେ ଆପଣ ଫଇସଲା କରିଥାନ୍ତି।

ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ଥିଲା ପିଚ:-

ତେନ୍ଦୁଲକର କହିଥିଲେ, ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପ୍ରଥମ ପାଳିରେ ଜାଡେଜାଙ୍କ ଠାରୁ ଅଧିକ ବୋଲିଂ କରାଇବା ସେ ବୁଝିଥିଲେ। କାରଣ ନ୍ୟୁଜିଲାଣ୍ଡର ବମହାତର ଗତି ଦ୍ୱାରା ବନାଯାଇଥିବା ଫୁଟମାର୍କ ଥିଲା। ବୋଲର ଓ ବିପକ୍ଷଙ୍କ ପାଖରେ ବାମହାତୀ ବ୍ୟାଟ୍ସମ୍ୟାନ ଥିଲେ। ସେ ଦ୍ଵିତୀୟ ପାଳିରେ ଜାଡେଜାଙ୍କୁ ଭାଗ୍ୟହୀନ କହିଥିଲେ। ଶହେ ଆନ୍ତର୍ଜାତୀୟ ଶତକ ବନାଇଥିବା ଏକମାତ୍ର ବ୍ୟକ୍ତି କହିଥିଲେ କି, ସାଉଥହାମ୍ପଟନ ପିଚ ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ଅଟେ ନାକି ସ୍ପିନର ମାନଙ୍କ ପାଇଁ ଅଟେ।

ଆପଣଙ୍କୁ ଜଣାଇଦେଉଛୁ କି, ଭାରତ ଦୁଇଟି ସ୍ପିନର ଓ ତିନି ପେସର ସହିତ ଖେଳିଥିଲା। ଯେବେକି ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ଭାବରେ ୫ଜଣ ଦ୍ରୁତ ବୋଲରଙ୍କୁ ଖେଳାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *