ଲଭ ଲେଟର ଦେଇ ସାତବେଣ୍ଟିଆ ହେଲେ ଶିକ୍ଷକ

ଏକ ତରଫା ପ୍ରେମ କରି ଫସିଗଲେ ଶିକ୍ଷକ। ସାତବେଣ୍ଟିଆ ହେଲେ ଲଭ ଗୁରୁ। ଛାତ୍ରୀଙ୍କୁ ଧ-ମ-କ ପୂର୍ଣ୍ଣ ଲଭ ଲେଟର ଦେଇ ଗ୍ରାମବାସୀଙ୍କ ଠାରୁ ନି-ର୍ଦ୍ଧୁମ ମା-ଡ଼ ଖା-ଇବା ସହିତ ଅଧା ଲଣ୍ଡା କରି ସାତବେଣ୍ଟିଆ କରିଛନ୍ତି। ଏମିତି ଏକ ଅ-ଭାବ-ନୀୟ ଘ-ଟଣା ଦେଖିବାକୁ ମିଳିଛି, ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଳାରେ। ସେହି ଅଞ୍ଚଳର ଜଣେ ଶିକ୍ଷକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଜଣଙ୍କୁ ଏକତରଫା ପ୍ରେମ କରି ବସିଥିଲେ। ଆଉ ପରେ ନିଜର ପ୍ରେମକୁ ଜଣାଇବା ପାଇଁ ଛାତ୍ରୀଙ୍କ ପାଖକୁ ଏକ ଲଭ ଲେଟର ଲେଖିଥିଲେ। କିନ୍ତୁ, ଏଭଳି କାମ କରିଥିବାରୁ ନି-ର୍ଦ୍ଧୁ-ମ ମା-ଡ଼ ଖା-ଇଥିଲେ।

ଇନ୍ଦୋର ଜିଲ୍ଲାରୁ ୭୦ କିଲୋମିଟର ଦୂରରେ ଥିବା ଖେଡି ସିହୋଡ ଗ୍ରାମର କିଛି ଲୋକ ଏକାଠି ମିଶି ଏକ ଘରୋଇ ଶିକ୍ଷକଙ୍କୁ ମା-ଡ଼ ମା-ରିବା ସହିତ ଅଧା ଲଣ୍ଡା କରି ଗାଁ ସାରା ବୁଲାଇଥିଲେ। ପୋ-ଲି-ସର କହିବା ଅନୁଯାୟୀ, ଶନିବାର ଦିନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜଣେ ୧୫ ବର୍ଷର ବାଳିକା ଛାତ୍ରୀଙ୍କୁ ଯୌ-ନ ନି-ର୍ଯାତ-ନା ଅ-ଭିଯୋ-ଗରେ ଗି-ର-ଫ କରାଯାଇଛି। ମନପୁର ପୋ-ଲି-ସ ଷ୍ଟେ-ସ-ନ ଦାୟିତ୍ୱରେ ଥିବା ଥାନାଧିକାରୀ ହିତେନ୍ଦ୍ର ରାଠୋର ସୂଚନା ଦେଇଛନ୍ତି ଯେ, ଇନ୍ଦୋରଠାରୁ ୭୦ କିଲୋମିଟର ଦୂରରେ ଥିବା ସିହୋଡ ଗ୍ରାମର ୨୪ ବର୍ଷୀୟ ଶିକ୍ଷକଙ୍କୁ ଯୌ-ନ ନି-ର୍ଯ୍ୟାତ-ନା ମା-ମ-ଲାରେ ଗି-ର-ଫ କରାଯାଇଛି। ଏହା ସହିତ ତାଙ୍କ ବି-ରୋ-ଧରେ POSCO ଆ-କ୍ଟ ଲଗାଯାଇଛି।

Google

ଥା-ନାଧି-କାରୀ ହିତେନ୍ଦ୍ର ରାଠୋରଙ୍କ କହିବ ଅନୁସାରେ, ଶିକ୍ଷକ ତାଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅଟକାଇ ଏକ ଧ-ମ-କ ପୂର୍ଣ୍ଣ ପ୍ରେମ ପତ୍ର ଦେଇଥିଲେ। ଛାତ୍ରୀ ଜଣଙ୍କ ତାଙ୍କ ପ୍ରେମକୁ ସ୍ବୀ-କାର ନକରିଲେ ପୁରା ପରିବାର ଭ-ୟଙ୍କ-ର ପରିଣାମ ଭୋଗିବେ ବୋଲି ଶିକ୍ଷକଙ୍କ ନାଁରେ ଅ-ଭିଯୋ-ଗ ହୋଇଛି।

ଥା-ନା ଦାୟିତ୍ବରେ ଥିବା ଥା-ନାଧି-କାରୀ କହିଛନ୍ତି ଯେ, ଏହାପରେ ଝିଅଟିର ପରିବାର ଓ ଗ୍ରାମବାସୀ ଏକାଠି ହୋଇ ଶିକ୍ଷକଙ୍କୁ ମା-ଡ଼ ମା-ରିବା ସହିତ ଅଧା ଲଣ୍ଡା କରି ଗାଁ ପରିକ୍ରମା କରିଥିଲେ। ପୋ-ଲି-ସ ଘ-ଟଣାସ୍ଥ-ଳରୁ ଶିକ୍ଷକଙ୍କୁ ଉ-ଦ୍ଧାର କରି ଗି-ର-ଫ କରିଛି। ଆଉ ଯେଉଁ ଗ୍ରାମବାସୀ ଶିକ୍ଷକଙ୍କ ସହ ଦୁ-ର୍ବ୍ୟବ-ହାର,ମା-ଡ଼ ମା-ରିବା ଏବଂ ଅସ-ଦାଚ-ରଣ ଅ-ଭିଯୋ-ଗରେ ଗ୍ରାମବାସୀଙ୍କ ବି-ରୋ-ଧରେ ଏ-ଫଆ-ଇଆ-ର ପଞ୍ଜୀକୃତ କରି ଏହି ଘ-ଟ-ଣାରେ ସଂପୃକ୍ତ ଗ୍ରାମବାସୀଙ୍କୁ ଚିହ୍ନଟ କରାଯାଉଛି।

Leave a Reply

Your email address will not be published. Required fields are marked *