ବହୁତ୍ ମହଙ୍ଗା ସଉକ ରଖନ୍ତି ଏମଏସ ଧୋନୀ, ତାଙ୍କ କାର ଆଉ ବାଇକର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ

ଏମ୍ଏସ୍ ଧୋନି ( MS Dhoni ) ଜଣେ ଭାରତୀୟ କ୍ରିକେଟ ଦଳର ଜଣେ ସଫଳ ଅଧିନାୟକ। ତାଙ୍କ ନାମରେ ବହୁତ୍ ବହି ଛପା ଯାଇଛି। ଭାରତୀୟ କ୍ରିକେଟ ଦଳର ସେ ପ୍ରଥମ ଅଧିନାୟକ ଯିଏ କି ଆନ୍ତର୍ଜାତୀୟ ସ୍ତରରେ ୩ ଫର୍ମାଟରେ କପ୍ ହାସଲ କରିଛନ୍ତି। ଧୋନୀ ଦୁନିଆର ସବୁଠୁ ଧନୀ କ୍ରିକେଟର। ତାଙ୍କ ସମ୍ପତି ପାଖାପାଖି ୭୬୦ କୋଟି। ଧୋନିଙ୍କ ବହୁତ୍ ସଉକ ଅଛି, ସେଥି ମଧ୍ୟରୁ ବାଇକ୍ ଓ କାର ମଧ୍ୟ ଅଛି।

ଧୋନିଙ୍କ ଅତି ସୁନ୍ଦର ବାଇକ୍ ସଂଗ୍ରହ:-

ଯେତେବେଳେ ଧୋନି ଆନ୍ତର୍ଜାତୀୟ କ୍ରିକେଟ ଖେଳୁନଥିଲେ ସେତେବେଳେ ତାଙ୍କ ପାଖରେ ୟାମହା ଆରଏକ୍ସେ ୧୩୫ ବିଳାସପୁର ରୁ କିଣିଥିଲେ। ତାଙ୍କ ପାଖରେ Harley-Davidson Fat Boy, Confederate X132 Hellcat, Ducati 1098 and Ninja ZX-14R ଏବଂ Hayabusa ଭଳି ବାଇକ୍ ଅଛି। ସେ ଏହି ବାଇକ୍ ଚଲାଉଥିବାର ନଜରକୁ ମଧ୍ୟ ଆସିଛନ୍ତି।

Confederate X132 Hellcat:-

ଧୋନିଙ୍କ ପାଖରେ ବହୁତ୍ ମହଙ୍ଗା ବାଇକ୍ ଅଛି, କିନ୍ତୁ ସେଥିମଧ୍ୟରୁ ଗୋଟେ ବାଇକ୍ ଭିନ୍ନ ଅଟେ। ଏହି ବାଇକର ନାମ କନ୍ଫେଡେରେଟେ ଏକ୍ସ ୧୩୨। ଯାହାର ମୂଲ୍ୟ ପାଖାପାଖି ୩୦ ଲକ୍ଷ। ୨.୨ ଲିଟରର ତାର ଶକ୍ତିଶାଳୀ ବି ଟବିନ ମୋଟର, ୧୩୨ ଵିଏଚିପ୍ ୨୦୦ ଏବଂ ଏନ୍ଏସ ର ଟ୍ରକ୍ ଜେନେରେଟର।

Porsche 911:-

ଧୋନିଙ୍କ ପାଖରେ ସବୁଠୁ ଅଧିକ ମହଙ୍ଗା କାର ଅଛି ସେଥିମଧ୍ୟରୁ Porsche 911 ଅନ୍ୟତମ। ଫାଇନେଶାଲ୍ ସୁବିଜ୍ଞଙ୍କ ଅନୁସାରେ ଏହି କାରର ଦାମ୍ ପାଖାପାଖି ୨.୫ କୋଟି। ଏହି କାର କେବଳ ୪ ସେକେଣ୍ଡରେ ୦-୧୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଯାଇପାରିବ।

ଅବସର ଦିନ କିଣିଥିଲେ ଏହି ବାଇକ୍:-

ମହେନ୍ଦ୍ର ସିଂହ ଧୋନି ଅବସର ଦିନ କିଣିଥିଲେ Pontiac Firebird Trans Am ନାମକ ଏକ କାର ନିଜକୁ ଉପହାର ଦେଇଥିଲେ। ସ୍ଵତନ୍ତ୍ର ଦିବସ ଦିନ ଏହି କାରକୁ ଡେଲିଭରି ବା ପ୍ରଦାନ କରାଯାଇଥିଲା। ଏହା ଏକ ଅତି ସୁନ୍ଦର ଲାଲ ରଙ୍ଗର କାର ଓ ଏହା ୧୯୭୦ ଦଶକର ଅଟେ। ଯାହାକୁ ଭିଁଟେଜ୍ ବୋଲି କୁହାଯାଏ। ଭାରତୀୟ ସଡ଼କ ଉପରେ ଏହାକୁ ବହୁତ୍ କମ୍ ଲୋକ ଚଳାଉଥିବା ଦେଖିବାକୁ ମିଳିପାରେ। ଧୋନି ଏହି ଗାଡି ୬୨ ଲକ୍ଷରେ କିଣିଥିଲେ।

ଫରାରି ୫୯୯ ଜିଟିଓ:-

ଧୋନିଙ୍କ କାର ସଂଗ୍ରହ ମଧ୍ୟରୁ ଫରାରି ୫୯୯ ଆଉ ଏକ ଜବରଦସ୍ତ କାର ଅଟେ। ଏହି କାରର ଦାମ୍ ୧.୩୯ କୋଟି। ଏହାର ପାୱାର ଫୂଲ୍ V12 ଇଞ୍ଜିନ ଅଟେ। ଯାହା 661bhp ଏବଂ 620Nm ପର୍ଯ୍ୟନ୍ତ ଜେନେରେଟ କରିପାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published.