ବିବାହର କିଛିଦିନ ପରେ ଭଣଜା ନୂଆ ମାଇଁଙ୍କୁ ନେଇ ଫେ-ରା-ର

ମାଇଁ ଏବଂ ଭଣଜାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସାଧାରଣତଃ ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଇ ଥାଏ। ବିହାରର ଏକ ଗୋପାଳଗଞ୍ଜ ଜିଲ୍ଲାର ମଞ୍ଜା ପୋ-ଲି-ସ ଷ୍ଟେ-ସ-ନ ଅଞ୍ଚଳରେ ଏକ ଆ-ଶ୍ଚ-ର୍ଯ୍ୟଜନକ ମା-ମ-ଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ତାଙ୍କର ବିବାହର କିଛି ଦିନ ପରେ ନିଜ ଭଣଜାଙ୍କ ସହ ଫେ-ରା-ର ହୋଇଯାଇଛନ୍ତି। ମା-ମ-ଲା ରୁ-ଜ୍ଜୁ ହେବା ପରେ ପୋ-ଲି-ସ ଏହି ମା-ମ-ଲାର ତ-ଦନ୍ତ ଆରମ୍ଭ କରିଛି।

ବିହାର ପୋ-ଲି-ସର ଅଧିକାରୀ ଏହି ଘ-ଟ-ଣାର ତ-ଦନ୍ତ କରି କହିଛନ୍ତିଯେ, ଗତ ଫେବୃଆରୀ ୨୨ ତାରିଖରେ ମଞ୍ଜା ପୋ-ଲି-ସ ଷ୍ଟେ-ସ-ନର ସୁରଭାନିଆ ଗ୍ରାମ ନିବାସୀ ରାକେଶ ଶର୍ମା, ଥାଭେ ପୋ-ଲି-ସ ଷ୍ଟେ-ସ-ନ ଅଞ୍ଚଳର ବାସିନ୍ଦା ଜଣେ ଯୁବତୀଙ୍କୁ ବିବାହ କରିଥିଲେ।

କନ୍ୟାକୁ ବିବାହର କିଛି ଦିନ ମଧ୍ୟରେ ତାଙ୍କ ଭଣଜା ସହ ପ୍ରେମ ହୋଇଯାଇଥିଲା। ଏହାପରେ ସେ ତାଙ୍କର ସମସ୍ତ ସମ୍ପର୍କ ଭା-ଙ୍ଗି ଭଣଜା ସହ ଘର ଛାଡ଼ି ଫେ-ରା-ର ହୋଇଯାଇ ଥିଲେ।

ବିବାହ ପରେ ରାକେଶ ତାଙ୍କ ସ୍ତ୍ରୀଙ୍କ ସହ ଏକ ନୂତନ ଜୀବନର ସ୍ୱପ୍ନ ଦେଖୁଥିଲେ। କିନ୍ତୁ ବିବାହର ଏକ ସପ୍ତାହ ପରେ ଭଣଜା ଏହି ନବ ବଧୂଙ୍କ ଜୀବନକୁ ଆସିଯାଇଥିଲା ଏବଂ ପରେ ଉଭୟ ଫେ-ରା-ର ହୋଇଯାଇଥିଲେ।

ଅ-ଭିଯୋ-ଗ ଅନୁସାରେ, ଭଣଜା ଜଣକ ନିଜର ସାଥିମାନଙ୍କ ସହ ରାକେଶଙ୍କ ଅନୁପସ୍ଥିତିରେ ମାଇଁକୁ ଦେଖା କରୁଥିଲେ। ଏହି ସମୟ ମଧ୍ୟରେ, ଭଣଜା ମାଇଁନାକ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ସୁଯୋଗ ପାଇବା ମାତ୍ରେ ଦୁହେଁ ଫେ-ରା-ର ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *