ସ୍ୱାମୀ ଥିବା ସତ୍ତ୍ୱେ ମଧ୍ୟ ଦିଅର ସହିତ ରା-ସ-ଲୀ-ଳା କରୁଥିଲା ସ୍ତ୍ରୀ, ଉଭୟ ସର୍ବଦା ସାଥିରେ ରହିବାକୁ ନେଲେ ନିଷ୍ପତ୍ତି,ଆଉ ତା ପରେ ….

ଆଜିକାଲି ଦୁନିଆରେ ସମ୍ପର୍କ କୌଣସି ପ୍ରକାରରେ ମୂଲ୍ୟ ରଖୁନାହିଁ। ଯେତେବେଳେ ପ୍ରେମ ହୋଇଯାଏ ସେତେବେଳେ ବ୍ୟକ୍ତି ଜଣକ ସେଥିରେ ସବୁକିଛି ଭୁଲି ଯାଇଥାଏ ଓ ସାମ୍ନା ବାଲାକୁ ଚିହ୍ନି ପାରିନଥାଏ। ଏହାମଧ୍ୟରେ ଲୋକମାନେ ସମ୍ପର୍କୀୟ ଓ ଘରେ ଏହା କରି ବସିଥାନ୍ତି। ଏମିତି ଏକ ଘଟଣା ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରୁ ସାମ୍ନାକୁ ଆସୁଛି। ଏହାବିଷୟରେ ଶୁଣି ପ୍ରତ୍ୟେକଙ୍କ ହୋସ ଉଡ଼ିଯିବ। ଏଠାରେ ଦିଅର ଓ ଭାଉଜ ମଧ୍ୟରେ ପ୍ରେମ ହୋଇଯିବା ପରେ ଉଭୟ ଏକାସହ ରହିବାକୁ ରାଣ ଖାଇଲେ।

ଏହି ଘ-ଟ-ଣା ଏବେଏବେ ସାମ୍ନାକୁ ଆସିଛି। ଜଣେ ମହିଳା ନିଜର ପତି ଥିବା ସତ୍ତ୍ୱେ ମଧ୍ୟ ଦିଅର ସହିତ ରା-ସ-ଲୀ-ଳା କଲା। ପତିଙ୍କୁ ମଧ୍ୟ ଏହାବିଷୟରେ ଜଣା ପଡ଼ିଗଲା ଓ ସେ ସେମାନଙ୍କ ବି-ରୁ-ଦ୍ଧ-ରେ ଥା-ନା-କୁ ଯାଇଥିଲେ। ଥାନାରେ ଯେତେବେଳେ ପତିଙ୍କ କଥା ଶୁଣିଲେ ପୋ-ଲି-ସ ଆଶ୍ଚର୍ଯ୍ୟ ହୋଇଗଲେ ଓ ଏହାପରେ ପୋ-ଲି-ସ ଥା-ନା-କୁ ଦିଅର ଓ ଭାଉଜଙ୍କୁ ଡାକିଥିଲା। ଦିଅର ଓ ଭାଉଜ ଥାନାରେ ପହଞ୍ଚିବା ପରେ ସେହି ସବୁ କଥା ସତ୍ୟ ପ୍ରମାଣ ହୋଇଥିଲା ଯେଉଁକଥା ପତି ପୋ-ଲି-ସ-ଙ୍କୁ କହିଥିଲେ।

ସୂଚନା ମୁତାବିକ, ଏହି ଘଟଣା ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ଶ୍ୟାମଦେଉରବା ଥାନା କ୍ଷେତ୍ରର ଏକ ଗ୍ରାମର ଅଟେ। ଏଠାରେ ଦିଅର ଓ ଭାଉଜ ପରସ୍ପରକୁ ହୃଦୟ ଦେଇଥିଲେ ଓ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିବାରେ ଲାଗିଥିଲା। ଭାଉଜ ଦିଅର ପ୍ରେମରେ ଏତେ ପାଗଳି ହୋଇଯାଇଥିଲା କି, ସେ ନିଜର ପତିଙ୍କୁ ମଧ୍ୟ ଭୁଲିଯାଇ ଦିଅର ସହିତ ଜୀବନ ଅତିବାହିତ କରିବାକୁ କହିଦେଲା। ଦିଅରର ମଧ୍ୟ ଠିକ ସେହିପରି ଅବସ୍ଥା ଅଟେ।

ମହାରାଜଗଞ୍ଜର ଏକ ଝିଅର ବିବାହ ଶ୍ୟାମଦେଉରବା ଥାନାକ୍ଷେତ୍ର ଏକ ଗ୍ରାମର ଯୁବକ ସହିତ ହୋଇଥିଲା। ବିବାହର କିଛିଦିନ ପରେ ମହିଳାଙ୍କୁ ଦିଅର ସହ ପ୍ରେମ ହୋଇଗଲା ଓ ଦିଅର ମଧ୍ୟ ଭାଉଜ ପ୍ରେମରେ ନିଜକୁ ଆକର୍ଷିତ ହେବାରୁ ଅଟକାଇ ପାରିନଥିଲେ। ଉଭୟଙ୍କ ମଧ୍ୟରେ ଅଫେୟାର ଆରମ୍ଭ ହୋଇଯାଇଥିଲା ଓ ସେମାନଙ୍କ ପ୍ରେମ ବହୁତ ଜୋରରେ ବଢିବାକୁ ଲାଗିଲା। ମହିଳାଙ୍କ ପତିଙ୍କୁ ଏହା ଜଣା ପଡ଼ିଗଲା ଓ ପତି ପତ୍ନୀଙ୍କ ମଧ୍ୟରେ ଝ-ଗ-ଡ଼ା ଆରମ୍ଭ ହେବାପରେ ମହିଳା ଜଣକ ନିଜ ବାପ ଘରକୁ ଚାଲିଯାଇଥିଲେ। ଏହାପରେ କଥା ଧିରେଧିରେ ବଢିବା ପରେ ମହିଳା ଜଣକ କହିଦେଲେ କି, ସେ ତାଙ୍କ ଦିଅର ସହିତ ରହିବାକୁ ଚାହୁଁଛନ୍ତି। ତାଙ୍କୁ ବହୁତ ବୁଝାଗଲା ପରେ ବି ସେ ବୁଝିନଥିଲେ।

ମହିଳା ଜଣକ ପରିଜନଙ୍କୁ ସଫାସଫା କହିଦେଲେ କି, ସେ ନିଜର ପତିଙ୍କ ସହ ରହିବାକୁ ଚାହାଁନ୍ତି ନାହିଁ କିନ୍ତୁ ଦିଅର ସହିତ ରହିବାକୁ ସେ ଜିଦ ଧରି ବସିଲେ। ଶେଷରେ ମହିଳା ଜଣକ ତାଙ୍କ ଦିଅର ସହିତ ଘରକୁ ଗଲେ। ଏହାପୂର୍ବରୁ ମହିଳା ଜଣକ ତାଙ୍କ ଉପରେ ମା-ର-ପି-ଟ-ର ଆ-ରୋ-ପ ଲଗାଇଥିଲେ। ପତିଙ୍କୁ ଏହି ଆଧାରରେ ପୋ-ଲି-ସ ଥା-ନା-କୁ ଡ଼ାକିଥିଲେ ଓ ଦିଅର ଭାଉଜଙ୍କୁ ମଧ୍ୟ ଡ଼ାକିଥିଲେ। କିନ୍ତୁ ଥାନାରେ ପୋ-ଲି-ସ ମହିଳାଙ୍କୁ ବହୁତ ବୁଝାଇଥିଲେ କିନ୍ତୁ ଏହାର ପ୍ରଭାବ ମହିଳାଙ୍କ ଉପରେ ଟିକେ ମଧ୍ୟ ପଡ଼ିନଥିଲା। ଅନ୍ତତଃ ଭାଉଜ ନିଜର ଜିଦ କାରଣରୁ ଦିଅର ର ହୋଇଗଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *