ଦେଖନ୍ତୁ ଭିଡ଼ିଓ : ବାଳକଟି ଫୁଟବଲକୁ ଫିଙ୍ଗିଲା ଓ କୁକର ତାଙ୍କୁ ଫିଙ୍ଗିଦେଲା,ଭିଡିଓ ଦେଖିଲେ ହସକୁ ରୋକି ପାରିବେ ନାହିଁ

କହିବାକୁ ଗଲେ ମଣିଷ ନିଜକୁ ଅଧିକ ବୁଦ୍ଧିମାନ ଭାବିଥାଏ। କିନ୍ତୁ କେତେଥର ପଶୁମାନେ ଏପରି କାର୍ଯ୍ୟ କରିଥାନ୍ତି ଯାହା ମଣିଷ ମାନଙ୍କୁ ମଧ୍ୟ ପଛରେ ପକେଇ ଦେଇଥାଏ। ଏହି ଭଳି କେତେକ ମଜାଦାର ଭିଡିଓ ମଧ୍ୟ ଆପଣ ଦେଖିବାକୁ ପାଇବେ। ଆପଣଙ୍କୁ ସେହିଭଳି ଉଦାହରଣ ଏହି ଭିଡ଼ିଓରେ ଦେଖିବାକୁ ମିଳିଯିବ। କେବଳ ଏତିକି ନୁହେଁ ଏହି ଭିଡିଓ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଓ ହସ ମଧ୍ୟ ଲାଗିବ।

ସେହିଭଳି କିଛି ଲୋକ ଅଛନ୍ତି, ଯିଏ କୁକୁର ଭଳି ପଶୁକୁ ପାଳିଥାଆନ୍ତି। କେବଳ ସେତିକି ନୁହେଁ ସେମାନଙ୍କୁ ମଣିଷ ଭଳି ଟ୍ରେଣ୍ଡ କରିଥାନ୍ତି। ଯାହାଦ୍ଵାରା ସେ ଲୋକମାନଙ୍କ କଥା ବୁଝି ପାରିବ। କିନ୍ତୁ ଏହି ଭିଡ଼ିଓରେ କୁକୁରଟି ବାଳକ ସହିତ ଯାହା କଲା ଆପଣ ଦେଖିବା ପରେ ଏହା କହିବେ କି ‘ କଣ ଅଦ୍ଭୁତ ଶିକ୍ଷା ‘ ପ୍ରକୃତରେ ଭିଡ଼ିଓରେ ବାଳକ ଜଣକ ଫୁଟବଲ ସହ ଖେଳୁଥିଲା। ହଠାତ୍ ବାଳକ ଟିଏ ବଲକୁ କିକ୍ ମାରି ଉପରକୁ ପଠେଇଲା ସେତିକି ବେଳେ କୁକୁର ପଛ ପଟୁ ଜୋରରେ ଆସି ଧକ୍କା ଦେଲା ଓ ତାକୁ ଉପରକୁ ଉଠେଇ ଦେଲା। ଦେଖନ୍ତୁ ଭିଡିଓ

ବହୁତ୍ ମଜାଦାର ଏହି ଭିଡିଓ:-

ଆପଣ ଭିଡିଓ ଦେଖିବା ପରେ ଆପଣଙ୍କ ମନରେ ଏହା ଆସୁଥିବ ‘ଯିଏ ଯେମିତି କରେ ସିଏ ସେମିତି ପାଏ’। ସାଙ୍ଗରେ ଭିଡିଓ ଦେଖିବା ପରେ ଆପଣଙ୍କୁ ମଧ୍ୟ ମଜା ଆସିଥିବ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟୁଇଟରରେ ଏହି ଭିଡିଓ କୁ ‘@fred035schultz’ ସେୟାର କରିଛନ୍ତି। ଭିଡିଓ ସହ ମଜାଦାର କ୍ୟପ୍ସନ୍ ଲେଖା ହୋଇଛି। ଲୋକମାନଙ୍କୁ ଏହି ଭିଡିଓ ଏତେ ପସନ୍ଦ ଆସୁଛି କି ସେମାନେ ଏଥିରେ ବହୁତ କମେଣ୍ଟ ଦେଉଛନ୍ତି। ତେବେ ଆପଣଙ୍କୁ ଏହି ଭିଡିଓ କେମିତି ଲାଗିଲା ଆପଣ କମେଣ୍ଟ କରି ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *