ଭାବନ୍ତୁ ଥରେ : ଅନ୍ତରିକ୍ଷ୍ୟ ଯାତ୍ରୀଙ୍କ କପଡା କିଏ ସଫା କରୁଥିବ ? ନାସା ଦେଲା ଏହି ମଜାଦାର ପ୍ରଶ୍ନର ହୃଦୟସ୍ପର୍ଶୀ ଜଵାବ

ଆମେ ପୃଥିବୀରୁ ମଙ୍ଗଳ ଓ ଚନ୍ଦରେ ବସବାସ କରିବାର ସ୍ୱପ୍ନ ଦେଖୁଛନ୍ତି|କେବେ ଆପଣ ଭାବିଛନ୍ତି କି,ଯଦି ଆମେ ସେଠାରେ ବସବାସ କରିବା ଗାଧୋଇବା ଓ କପଡା ଧୋଇବା ପାଇଁ ପାଣି କେଉଁଠୁ ମିଳିବ|ଯେଉଁଭଳି ଆମେ ମନ ଇଚ୍ଛା ପାଣିରେ କପଡା ହୋଇଥାନ୍ତି ତାହା ତ ଚଳିବନି ମଙ୍ଗଳ ବା ଚନ୍ଦ୍ରରେ|ଏମିତିରେ ପ୍ରଶ୍ନ ଉଠେ କପଡା କେମିତି ଧୁଆହେବ?ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ନାସା|ପ୍ରକୃତରେ ନାସା ସାମ୍ନାରେ ମଧ୍ୟ ଅନ୍ତରିକ୍ଷ ଯାତ୍ରୀଙ୍କ ମଇଳା କପଡା ଧୋଇବାକୁ ତାଙ୍କ ପାଖରେ ପ୍ରତିବର୍ଷ ବହୁ ମାତ୍ରାରେ କପଡା ପହଞ୍ଚାଇବାକୁ ସମସ୍ୟା ହେଉଛି|ପୁଣି ନାସା ଏହାର ସମାଧାନ ପାଇଛି|

ଏପର୍ଯ୍ୟନ୍ତ ଚନ୍ଦ୍ର ଠାରୁ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ଉଡିବାର ପ୍ରସ୍ତୁତିରେ ଲାଗିଥିବା ଅନ୍ତରିକ୍ଷ ଯାତ୍ରୀଙ୍କୁ ସ୍ପେସରେ ନିଜର କପଡାକୁ ବହୁବାର ପିନ୍ଧିବାକୁ ପଡେ|କାରଣ ନଧୋଇ ପାରିବା ସମସ୍ୟା|ଏମିତିରେ ଅନେକ ମଇଳା କପଡା ଏକାଠି କରି ବଦଳାଯାଏ|ପ୍ରତିବର୍ଷ ନାସାକୁ କେବଳ ଅନ୍ତରିକ୍ଷ ଯାତ୍ରୀଙ୍କୁ ବ୍ୟବହାର ପାଇଁ ୭୩ କିଗ୍ରା କପଡା ପଠେଇବାକୁ ପଡେ|ଏଥିରେ ଖର୍ଚ୍ଚ ଅଧିକ ଲାଗେ ଓ ବ୍ୟବହୃତ କପଡା ଏତେ ଅପରିଷ୍କାର ଯେ ନଷ୍ଟ ମଧ୍ୟ କରିବାକୁ ପଡେ|

ଆମେରିକାର ଅନ୍ତରିକ୍ଷ ଏଜେନ୍ସି ଏହି ସମସ୍ୟାର ସ୍ଥାୟୀ ସମାଧାନ ବାହାର କରି ଦୁନିଆର ପ୍ରଥମ କପଡା ସଫା କରିବାକୁ ସାବୁନ ବନାଉଛି|ଏଥିପାଇଁ ନାସା ପ୍ରୋକ୍ଟର ଓ ଗାମ୍ବୋଲ କୋ ସହ ହାତ ମିଳେଇଛି|ଏବେ କପଡା ବନାଉଥିବା ଦିଗଜ କମ୍ପାନୀ ଟାଇଡ୍ ପୃଥିବୀ ନାହିଁ ସ୍ପେସରେ କପଡା ଧୋଇବା ପାଇଁ ଖାସ ଡିଡରଜେଣ୍ଟ ପ୍ରସ୍ତୁତ କରୁଛି|ଏହି ବୁଝାମଣା ମୁତାବକ ସ୍ପେସ ଏଜେନ୍ସି ନାସା ଆସନ୍ତା ବର୍ଷ ଡିଟରଜେଣ୍ଟ ଓ ସାବୁନକୁ ପରୀକ୍ଷଣ ପାଇଁ ଅନ୍ତରୀକ୍ଷ ନେବ|ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଅନ୍ତଃରାଷ୍ଟ୍ରୀୟ ସ୍ପେସ ଷ୍ଟେସନର କାର୍ଯ୍ୟକାରୀ ମୁଖ୍ୟ ବୈଜ୍ଞାନିକ ଡକ୍ଟର ମାଇକେଲ ରୋବର୍ଟ କହିଛନ୍ତି ଯେ ଏବେ ଅନ୍ତରିକ୍ଷ ଯାତ୍ରୀଙ୍କ କପଡା ନଷ୍ଟ କରିଦିଆଯାଉଛି|ଅନ୍ତରିକ୍ଷକୁ ଜିନିଷ ପଠେଇବା ସୀମା କାରଣରୁ ସଫା କପଡା ପଠେଇବା ଚୁନୈତିପୁର୍ଣ|

ଆଗକୁ ମଙ୍ଗଳ ଓ ଚନ୍ଦ୍ର ଯାତ୍ରା ସମୟରେ ଅନ୍ତରୀକ୍ଷକୁ କପଡା ପଠେଇବା ଚାଲେଞ୍ଜ ହେବ|ଏମିତିରେ ଡିଟେରଜେଣ୍ଟର ପରୀକ୍ଷା ଯଦି ସଫଳ ହୁଏ ତେଵେ ସମସ୍ୟାର ସମାଧାନ ହେବ|ମଙ୍ଗଳ ଯାତ୍ରାରେ ପାଣି କମ ହେଵ|ଏମିତିରେ ଡିଟରଜେଣ୍ଟ ଏମିତି ହେବା ଦରକାର ଯେପରି ଏହା କମ ପାଣିରେ ବ୍ୟବହୃତ ହେବ|ଏମିତିକା ଯଦି ଟାଇଡ ଇଣ୍ଡିଆ ଓ ଅନ୍ୟାନ୍ୟ ସାବୁନ ଯଦି ଫଳପ୍ରଦ ହୁଏ ଫଳରେ ଖର୍ଚ୍ଚ କମିଯିବ|

ଅନ୍ୟପକ୍ଷରେ ଡିଟରଜେଣ୍ଟ ବନାଉଥିବା କମ୍ପାନୀ କହିଛି ଯେ ସାବୁନ ବ୍ୟବହାର ପରେ ନଷ୍ଟ ହୋଇପାରିବ|ଏଥିରେ ଦାଗ,ମଇଳା ଓ ଦୁର୍ଗନ୍ଧ ଶେଷ ହେବ ଓ ବଞ୍ଚିଥିବା ପାଣି ପିଇହେବ|ଥରେ ଅନ୍ତରିକ୍ଷରେ ଏହାର ଟେଷ୍ଟ ପରେ ଜଣାଯିବ ଜିରୋ ଗ୍ରାଭିଟି ସେଠାକାର ମାହୋଲରେ କେତେ ଫଳପ୍ରଦ|ଆଗକୁ ଏହି ଟେକ୍ନୋଲୋଜି ପୃଥିବୀରେ ସାବୁନ ବନାଇବାକୁ ସାହାଯ୍ୟ କରିବ|ଏଥିରେ ପରିବେଶ ନଷ୍ଟ କମ ହେବ ଓ ପାଣିର ସଞ୍ଚୟ ହେବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *