ବୋତଲ ଉପରେ ଠିଆ ହୋଇ ଯୋଗ କରୁଥିଲେ ମହିଳା, ତାପରେ ଯାହା ହେଲା,ଦେଖନ୍ତୁ ଭିଡ଼ିଓ

ଆଜିକାଲି ସମସ୍ତେ କିଛି ଅଲଗା କରିବାକୁ ଚାହାଁନ୍ତି, ଯାହାଦ୍ୱାରା ସେମାନଙ୍କର ନାମ ଜଣାଶୁଣା ହେବ ଏବଂ ନିଜର ଗୋଟିଏ ପରିଚୟ ସୃଷ୍ଟି ହେବ | ଏଥିପାଇଁ ଲୋକମାନେ ବହୁତ କିଛି କରିଥାନ୍ତି | ଅନେକଥର କିଛି ଅଲଗା କରିବାକୁ ଯାଇ ଲୋକମାନେ ନିଜ ଜୀବନକୁ ବିପଦରେ ପକାଇ ଦିଅନ୍ତି | ତେବେ କିଛି ଲୋକଙ୍କୁ ସଫଳତା ମିଳିଥାଏ, ସେହିପରି କିଛି ଲୋକ ଉପହାସର ପାତ୍ର ଵନିଯାନ୍ତି | ସୋସିଆଲ ମିଡିଆରେ ମଧ୍ୟ ଏପରି ଭିଡିଓ ସେୟାର କରାଯାଇଥାଏ, ଯାହାକୁ ନେଇ ଲୋକମାନେ ଖୁବ ହସିଥାନ୍ତି | ଏପରି ପରିପ୍ରେକ୍ଷୀରେ ଜଣେ ମହିଳା କିଛି ଅଲଗା କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ତା ସହିତ ଯାହା ହେଲା ସେ ବୋଧହୁଏ ତା ଜୀବନରେ କେବେ ବି ଭୁଲିପାରିବ ନାହିଁ |

ଆଜି ପର୍ଯ୍ୟନ୍ତ ଆପଣ ଅନେକ ପ୍ରକାରର ଷ୍ଟଣ୍ଟ ଦେଖିଥିବେ | କିଛି ଷ୍ଟଣ୍ଟ ଏପରି ହୋଇଥାଏ ଯାହାକୁ ଦେଖି ଲୋକଙ୍କର ନିଶ୍ୱାସ ଅଟକିଯାଏ | ଏହି ମହିଳା ମଧ୍ୟ କିଛି ଅଲଗା ପ୍ରକାରର ଷ୍ଟଣ୍ଟ କରି ଦେଖାଇବାକୁ ଚାହୁଁଥିଲେ | କିନ୍ତୁ, ତାଙ୍କ ସହିତ ବଡ଼ ଦୁ-ର୍ଘ-ଟ-ଣା ହୋଇଗଲା | ଯେପରିକି ଆପଣ ଦେଖିପାରିବେ କିପରି ଭାବେ ମହିଳାଜଣକ ଉପରେ ରଖାଯାଇଥିବା ବୋତଲ ଉପରେ ଠିଆ ହୋଇ ଯୋଗ କରିବାକୁ ଚେଷ୍ଟା କରୁଛନ୍ତି | କିନ୍ତୁ ଅଚାନକ ତାଙ୍କ ବାଲାନ୍ସ ବିଗିଡି ଯାଏ ଏବଂ କଚାଡି ହୋଇ ତଳେ ପଡିଯାନ୍ତି | ଏହି ପୁରା ମାମଲା କେହି ଜଣେ କ୍ୟାମେରାରେ କଏଦ କରିନେଲା ଏବଂ ସୋସିଆଲ ମିଡିଆରେ ସେୟାର କରିଦେଲା |

ଦେଖନ୍ତୁ ଭିଡିଓ :-

ଭିଡିଓ ଦେଖି ଆପଣ ମଧ୍ୟ ବୁଝି ସାରିଥିବେ ଯେ ମହିଳାଙ୍କର କି ଅବସ୍ଥା ହୋଇଥିବ ? ଟ୍ୱିଟରରେ ଏହି ଭିଡିଓକୁ ‘Hold My Beer ‘ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଏହି ଭିଡିଓକୁ ୨୪ ହଜାରରୁ ଅଧିକ ଲୋକ ଦେଖିସାରିଲେଣି | ସେହିପରି, ଭିଡିଓକୁ ଦେଖି ମଜା ଉଠାଇ ୟୁଜରମାନେ ନିଜ ନିଜର ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି | ତେବେ ଆପଣଙ୍କୁ ଏହି ଭିଡିଓ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *