୪ ଲକ୍ଷ ବଜେଟରେ ଭିତରେ କିଣି ପାରିବେ ଏହି ତିନୋଟି କାର, ଏହି କାର ଗୁଡ଼ିକର ମାଇଲେଜ ହେଲା ଲିଟର ପିଛା 31 କିଲୋମିଟର,ଜାଣନ୍ତୁ ସେ ସମସ୍ତ କାର ବିଷୟରେ

ଭାରତରେ କାରର ସବୁଠାରୁ ବଡ଼ ଉପଭୋକ୍ତା ମଧ୍ୟବର୍ଗୀୟ ଅଟନ୍ତି ଓ ଏମାନେ ସାଧାରଣତଃ କାର କିଣିବା ସମୟରେ ଏହି ଖାଆସ କଥାର ନିହାତି ଧ୍ୟାନ ରଖିଥାନ୍ତି ସେଗୁଡିକ ହେଲା କାରର ଦାମ ଓ ଏହାର ମାଇଲେଜ।

ନିଜର ସବୁଠାରୁ ଅଧିକ ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି ର୍କ ନିର୍ଦ୍ଧିଷ୍ଟ କାର ନିର୍ମାତା କମ୍ପାନୀ କମ ଦରରେ ଅଧିକ ମାଇଲେଜ ବାଲା କାର ବନାଇଥାନ୍ତି। ଯେଉଁଥିପାଇଁ ମାଇଲେଜ ବାଲା ଶସ୍ତା କାର ମାନଙ୍କର ଏକ ବଡ଼ ରେଞ୍ଜ ମୈଜୁଦ ରହିଛି।

ଆଜି ଆମେ 4 ଲକ୍ଷ ଟଙ୍କାର ବଜେଟରେ ସେହି 3ଟି କାର ବିଷୟରେ କହିବୁ ଯିଏକି 25 କିଲୋମିଟର ମାଇଲେଜ ଦେବାସହ ଫିଚର୍ସ ଗୁଡିକ ମଧ୍ୟ ଶାନଦାର ରଖିଛନ୍ତି।

Demo Pic

maruti alto:-

ମାରୁତି ଅଲ୍ଟୋ କମ୍ପାନୀର ମାରୁତି 800 ସବୁଠାରୁ ସଫଳ କାର ଭାବରେ ପରିଚିତ। ଏହା କାରଣରୁ ଏହାର ଦର ଓ ମାଇଲେଜ ପାଇଁ ଏହା ମଧ୍ୟବର୍ଗୀୟଙ୍କ ପାଖରେ ନିଜର ଭଲ ଉପସ୍ଥିତି ଜାହିର କରିଛି।

ଏହି କାର ରେ କମ୍ପାନୀ 796 ସିସିର ଇଞ୍ଜିନ ଲଗାଇଛି ଯିଏକି 40.36 ପିଏସ ପାୱାର 60 ଏନଏମ ଟର୍କ ଜେନେରେଟ କରିଥାଏ। ଏହି କାରର ଟ୍ରାନ୍ସମିଶନ ମାନୁଆଲ ଅଟେ। କାରର ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ଏବିଏସ, ଇବିଡ଼ି, ଡ୍ରାଇଭର ସିଟ ଏୟାରବ୍ୟାଗ, ସିଟ ବେଲ୍ଟ ରିମାଇଣ୍ଡର, ସ୍ପୀଡ଼ ଆଲର୍ଟ। ଏହିପରି ଫିଚର୍ସ ଗୁଡ଼ିକ ଦିଆଯାଇଛି।

କାରର ମାଇଲେଜ କଥା କହିବାକୁ ଗଲେ ଏହି କାର ପେଟ୍ରୋଲରେ 22.5 କିଲୋମିଟର ମାଇଲେଜ ଓ ଏହି କାର CNG ମୋଡ଼ ରେ 31.59 କିଲୋମିଟର ମାଇଲେଜ ଦେଇଥାଏ। ଏହି କାରର ପ୍ରାରମ୍ଭିକ ମୂଲ୍ୟ 2.99 ଲକ୍ଷ ଟଙ୍କା ଅଟେ। ଯାହାକି ଟପ ମଡେଲରେ 4.60 ଲକ୍ଷ ଟଙ୍କା ହୋଇଯାଏ। କିନ୍ତୁ ଏହି ଦର ଅନରୋଡ଼ ପ୍ରାଇସରେ 2.99 ଲକ୍ଷ ଟଙ୍କାରୁ ବଢି 3,33,327 ଟଙ୍କା ପଡ଼ିଥାଏ।

Datsun Redi-Go:-

କମ ବଜେଟ ଲୋକଙ୍କ ପାଇଁ ଏହା ଏକ ଭଲ ଓ ଶସ୍ତା କାର ଅଟେ। ଡାଟସନର ଏହି କାର ଭାରତର ସବୁଠାରୁ ଶସ୍ତା କାର ମାନଙ୍କ ମଧ୍ୟରେ ଗଣାଯାଏ। ଏହି କାରରେ କମ୍ପାନୀ 999 ସିସିର ଇଞ୍ଜିନ ଦେଇଥାଏ।

ଏହି କାର 67.05 ପିଏସ ପାୱାର ଏବଂ 91 ଏନଏମ ଟର୍କ ଜେନେରେଟ କରିଥାଏ। ଏହାର ଫିଚର୍ସ କଥା କହିବାକୁ ଗଲେ ଏହାଏକ ପାୱାର ଷ୍ଟିୟରିଂ, ପାୱାର ଉଇଣ୍ଡୋ,ଏବିଏସ, ଇବିଡ଼ି, ଏସି, ଫ୍ରଣ୍ଟ ସିଟରେ ଡୁଆଲ ଏୟାରବ୍ୟାଗ ଭଳି ଫିଚର୍ସ ରହିଛି।

Demo pic

ଏହାର ମାଇଲେଜ 22 କିଲୋମିଟର ପ୍ରତି ଲିଟର କୁହାଯାଉଛି। ଏହି କାରର ପ୍ରାରମ୍ଭିକ ମୂଲ୍ୟ 3.83 ଲକ୍ଷ ଓ ଏହାର ଟପ ମଡେଲ 4.95 ଲକ୍ଷ ଅଟେ।

Renault kwid:-

ମାଇଲେଜ ଓ ଦାମ ମାମଲାରେ ରେନା କ୍ୱିଡ଼ ବହୁତ କମ ସମୟରେ ମାରୁତିକୁ ଟକର ଦେବା ଆରମ୍ଭ କରିଦେଇଛି। ବର୍ତ୍ତମାନ ମାର୍କେଟରେ ଅଲ୍ଟୋ ମଜବୁତ ସ୍ଥାୟୀ ବଜାଇ ରଖିଛି।

କମ୍ପାନୀ ଏହି କାରରେ ଦୁଇଟି ପେଟ୍ରୋଲ ଇଞ୍ଜିନ ଦେଇଛି ଯେଉଁଥିରେ ଗୋଟିଏ 799 ସିସି ଓ ଅନ୍ୟ ଇଞ୍ଜିନ 999 ସିସି ରହିଛି। ଏହାର 999 ସିସି ଵାଲା ଇଞ୍ଜିନ 67 ପିଏସ ଇଞ୍ଜିନ ପାୱାର ଓ 91 ଏନଏମ ଟର୍କ ଜେନେରେଟ କରିଥାଏ।

କମ୍ପାନୀର ଦାବି ହେଉଛି ଏହା ଗୋଟିଏ ଲିଟର ପେଟ୍ରୋଲରେ 22 କିଲୋମିଟର ମାଇଲେଜ ଦେଇଥାଏ। ଏହି କାରର ପ୍ରାରମ୍ଭିକ ମୂଲ୍ୟ 3.32 ଲକ୍ଷ ଅଟେ ଓ ଏହାର ଟପ ମଡେଲ 5.48 ହୋଇଯାଇଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *