ଚର୍ଚ୍ଚାରେ ଏହି ବାଳକ : ଏହି କାରଣରୁ ହଠାତ ୧୩ ବର୍ଷ ବାଳକର ଓଜନ ହୋଇଗଲା ୧୪୦ କେଜି,ଜାଣନ୍ତୁ କାରଣ

ଗୁଜରାଟର ଏହି ୧୩ ବର୍ଷୀୟ ବାଳକ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି|ଏବେ ସେ ଚର୍ଚ୍ଚାରେ ରହିବାର କାରଣ ଏହା ଯେ ତାର ଓଜନ ୧୪୦ କିଲୋଗ୍ରାମ ହୋଇଯାଇଛି|ବୟସ କେବଳ ୧୩ ବର୍ଷ କିନ୍ତୁ ଓଜନରେ ବହୁ ରେକର୍ଡ ଭାଙ୍ଗୁଛି|ପରିବାର ମଧ୍ୟ ଗରିବ ଏମିତିରେ ବାଳକର ଚିକିତ୍ସା କରିପାରୁ ନାହାଁନ୍ତି|

ଏହି ବାଳକର ନାମ ସାଗର ଓ ସେ ଅମରଲୀ ଜିଲ୍ଲାର ବାସିନ୍ଦା ଅଟନ୍ତି|ଛୁଆବେଳୁ ସାଗରକୁ ଖାଦ୍ୟର ସଉକ୍ ରହିଛି|ପରିବାର କହିଛନ୍ତି ଯେ ସେ ଯେତେବେଳେ ଜନ୍ମ ହୋଇଥିଲେ ସେତେବେଳେ ପତଳା ଥିଲେ ଯେହେତୁ ସେ ଖାଦ୍ୟପ୍ରିୟ ଥିଲେ ତେଣୁ ଓଜନ ବଢିଥିଲା|ପ୍ରାରମ୍ଭିକ ପର୍ଯ୍ୟାୟରେ ପରିବାରକୁ ଏହା ଲାଗିଲା ଯେ ଛୁଆ ସଉକ ପାଇଁ ଏତେ ଖାଉଛି କିନ୍ତୁ ଯେତେବେଳେ ଏହା ଅଭ୍ୟାସ ହୋଇଗଲା ଛୁଆକୁ ଅଟକାଇବା ଚ୍ୟାଲେଞ୍ଜ ହୋଇଗଲା|

ପରିବାର ମୁତାବକ ତାଙ୍କ ଆର୍ଥିକ ସ୍ଥିତି ସେତେ ଭଲ ନୁହେଁ,ଏମିତିରେ ସେ ଛୁଆର ବଢୁଥିବା ଡିମାଣ୍ଡକୁ ସେ ପୂରା କରିପାରୁ ନାହାଁନ୍ତି|ତାଙ୍କ ତରଫରୁ ଚେଷ୍ଟା କରାଯାଏ କିନ୍ତୁ ଛୁଆର ଯେତେ ଡିମାଣ୍ଡ ତାହା ପୂରଣ କରିବା ସମ୍ଭବ ହେଉନାହିଁ|

କୁହାଯାଏ ଯେ ୧୩ ବର୍ଷ ବୟସରେ ସାଗର ଏକ ଦିନରେ ୭ ବଡ ବଡ ବଜାରର ରୋଟଲେ ଖାଦ୍ୟ ଖାଇଥାନ୍ତି|ସାଗରଙ୍କ ବାପା ଜଣେ କୃଷକ ଏମିତିରେ ତାଙ୍କ ଆମଦାନୀ ପୂରାପୂରି ଚାଷ ଉପରେ ନିର୍ଭର କରେ|ସେ କହିଛନ୍ତି ଯେ ତାଙ୍କ ପୁଅର ଖୁସି ପାଇଁ ସେ କିଛି ବି କରିପାରିବେ କିନ୍ତୁ ତାର ଓଜନ ବୃଦ୍ଧି ଚିନ୍ତାଜନକ|

ପରିବାର ଏବେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ସାଗରକୁ ସାହାଯ୍ୟ କରାଯାଉ ଓ ତାଙ୍କୁ ଚିକିତ୍ସା କରାଯାଉ|ଏମିତି ବହୁ ମାମଲାରେ ଓଜନ ବୃଦ୍ଧିକୁ ନିୟନ୍ତ୍ରିତ କରାଯାଇଛି ଏମିତିରେ ସାଗର ପରିବାର ଆଶାବାଦୀ ଯେ ଯଦି ଉତ୍ତମ ଚିକିତ୍ସା ମିଳିପାରେ ତେଵେ ଏହାର ଚିକିତ୍ସା ହୋଇପାରିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *