ଭୁଲରେ ଲିକ ହୋଇଗଲା ୪ ହଜାର ପେଜର UN ରିପୋର୍ଟ,୨୦୫୦ ମସିହାରେ ମହାପ୍ରଳୟ,ମ-ରି-ଯି-ବେ କୋ-ଟି କୋ-ଟି ଲୋକ

2020 ମସିହା ଠାରୁ ଦୁନିଆ କରୋନା ମହାମାରୀ ସହ ଲଢ଼ି ଆସୁଛି। ଏହି ଭାଇରସ ଦେଖୁ ଦେଖୁ ମହାମାରୀ ରୂପ ନେଇଗଲା। ଏହାର ଫଳାଫଳ ଏହାକି ଯେ ବହୁତ ସାରା ଲୋକ ମୃ-ତ୍ୟୁ-ବ-ର-ଣ କଲେ। କେତେକ ଦେଶରେ ସେମାନଙ୍କୁ ପୋତିବାକୁ ଅଭାବ ଦେଖାଦେଇଥିଲା। ଭାରତ ମଧ୍ୟ ଏହିଦେଶ ମାନଙ୍କ ମଧ୍ୟରୁ ବାଦ ପଡ଼ିନଥିଲା। ଏହି ଭିଡ଼ିଓକୁ ଦେଖିଲାପରେ ଆପଣଙ୍କୁ ଏହା ବହୁତ ଖରାପ ନ୍ୟୁଜ ମନେହେବ। ୟୁଏନ ଦ୍ୱାରା କ୍ଳାଇମେଟ ପରିବର୍ତ୍ତନ ରିପୋର୍ଟରେ ସାମ୍ନାକୁ ଏହା ଆସିଲା କି, 2050 ମସିହା ମାନବ ପାଇଁ ସବୁଠାରୁ ଖରାପ ସମୟ ହେବ। ଏହିସମୟରେ ଏମିତି ବିପର୍ଯ୍ୟୟ ଆସିବ ଯାହାକି କୋଟି କୋଟି ଲୋକଙ୍କର ଜୀ-ବ-ନ ନେଇ ଚାଲିଯିବ।

ୟୁନାଇଟେଡ଼ ନେସନର ଏହି ରିପୋର୍ଟ ଭୂଲ ବଶତଃ ଲିକ ହୋଇଗଲା। 4ହଜାର ଏହି ପେଜରେ ପର୍ଯ୍ୟାବରଣ ପରିବର୍ତ୍ତନ ବିଷୟରେ କୁହାଯାଇଛି। ଏହାସହ ଲେଖାଯାଇଛି କି, 2050 ମସିହାରେ ଲକ୍ଷ ଲକ୍ଷ ଲୋକ ଭୋକର ଶିକାର ହେବେ। ଏହା ସେହିସମୟରେ ପଡ଼ିଥିବା ମରୁଡ଼ି କାରଣରୁ ହେବ। ଏହାବ୍ୟତୀତ କେତେକ ଗ୍ଲାସିୟର ବହୁତ ଜୋରରେ ତରଳିବ। ଏହା ଗ୍ଲୋବାଲ ୱାର୍ମିଙ୍ଗ କାରଣରୁ ହେବ। ବର୍ତ୍ତମାନ ତାପମାତ୍ରା ଆଭରେଜ 5ଡ଼ିଗ୍ରୀ ଫାରେନହାଇଟ ପର୍ଯ୍ୟନ୍ତ ବଢ଼ିବ। ଏମିତିରେ 2050 ମସିହାରେ ମହାପ୍ରଳୟ ହେବ। ପର୍ଯ୍ୟାବରଣରେ ଆସିଥିବା କେତେକ ପରିବର୍ତ୍ତନକୁ ମନୁଷ୍ୟ ସମ୍ଭାଳି ପାରିବନାହିଁ। ଫଳାଫଳରେ ପୃଥିବୀର କୋଟି ଲୋକଙ୍କର ମୃ-ତ୍ୟୁ ହୋଇଯିବ।

ଆଗାମୀ 27 ବର୍ଷ ଭାରିପଡ଼ିବ:-

ଜଳବାୟୁ ପରିବର୍ତ୍ତନ ଉପରେ ସଂଯୁକ୍ତ ରାଷ୍ଟ୍ରର ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ କ୍ଳାଇମେଟ ଚେଞ୍ଜର ରିପୋର୍ଟ ଆଗାମୀ ବର୍ଷ ଜାରି ହୋଇଥାନ୍ତା। କିନ୍ତୁ ଏହାପୂର୍ବରୁ ଏହି ରିପୋର୍ଟ ଏଜେନ୍ସ ଫ୍ରାନ୍ସ-ପ୍ରେସ ହାତରେ ଲାଗି ଯାଇଥିଲା। ଏହି ରିପୋର୍ଟରେ କହିବାକଥା ହେଲାଆଗାମୀ 27 ବର୍ଷ ପର୍ଯ୍ୟନ୍ତ ପୃଥିବୀର ତାପମାତ୍ରା ପ୍ରତିବର୍ଷ ହାରରେ 1.5C ରୁ ଅଧିକ ବଢ଼ିବ। ଏହାର ଗମ୍ଭୀର ପରିଣାମ ଆମକୁ 2050 ମସିହାରେ ଦେଖିବାକୁ ମିଳିବ। ଏହିସମୟରେ ଦୁନିଆର 130 ମିଲିୟନ ଲୋକ ଭୋକରେ ମରିବେ। 420 ମିଲିୟନ ଲୋକ। ବହୁତ ଗରମର ଶିକାର ହେବେ।

ଆସୁଛି ଖରାପ ସମୟ:-

ୟୁଏନ ରିପୋର୍ଟରେ କୁହାଯାଇଛି କି, ସବୁଠାରୁ ଖରାପ ସମୟ ଏବେ ଆସିବା ବାକି ରହିଛି। ଯାହାକି ଆମର ଛୁଆ ଓ ନାତି ନାତୁଣୀଙ୍କ ଜୀବନକୁ ବହୁତ ପ୍ରଭାବିତ କରିବ। 4000 ପୃଷ୍ଠା ରହିଥିବା ଏହି ଡ୍ରାଫ୍ଟରେ କୁହାଯାଇଛି କି, ମାସିକ ମାମୁଲି ପରିବର୍ତ୍ତନ ହୋଇପାରେ। କିନ୍ତୁ ଏହି ରିପୋର୍ଟରେ କୁହାଯାଇଥିବା ତଥ୍ୟ ଭବିଷ୍ୟତରେ ବହୁତ ଭୟାବହ ହେବ। ପ୍ରଫେସର ହେଲେନଙ୍କ କହିବାହେଲା ବିଶ୍ୱ ବିଦ୍ୟାଳୟରେ ଏଆରସି ଭବିଷ୍ୟତ ଫଲୋ ଅଟେ। ସେ କହିଥିଲେ, ଅଇପିସିସିର ଏହି ରିପୋର୍ଟ ଅନ୍ତିମ ଡ୍ରାଫ୍ଟ ରିପୋର୍ଟ ନୁହେଁ ଏଥିରେ ଟିପ୍ପଣୀ ଦେବା ମଧ୍ୟ ଅନୁଚିତ। କିନ୍ତୁ ସେ ମାନିଥିଲେ ପର୍ଯ୍ୟବରଣରେ ପରିବର୍ତ୍ତନ ପୃଥିବୀ ପାଇଁ ନିଶ୍ଚୟ ବିଧ୍ଵଂସ ଆଣିଦେବ।

ଏବେ ମଧ୍ୟ ରହିଛି ସମ୍ଭାଳିବାର ମୌକା:-

ଏହି ସ୍ଥିତିକୁ ନେଇ ଏକ୍ସପର୍ଟ କହିଥିଲେ କି, ଲୋକଙ୍କ ପାଖରେ ଏବେବି ମୌକା ରହିଛି। ଏହି ମହାପ୍ରଳୟକୁ ରୋକାଯାଇ ପାରିବି ନାହିଁ। କିନ୍ତୁ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଅଟକାଇ ଯାଇପାରିବ। ଯଦି ଆମେ ପର୍ଯ୍ୟାବରଣକୁ ନେଇ ଟିକେ ସଜାଗ ହୋଇଯିବା ତାହେଲେ ବଢୁଥିବା କାର୍ବନ ଡ଼ାଇଅକସାଇଡ଼ ଉପରେ କାବୁ ମିଳିଯିବ। ଆସୁଥିବା ସମୟ ପାଇଁ ମଧ୍ୟ ଆମେ ଆଶଙ୍କାକୁ ଏଡାଇ ପାରିବା। 2050 ମସିହାର ରିପୋର୍ଟକୁ ନେଇ କୁହାଯାଇଛି ସେସମୟରେ କିଛିଟା ପ୍ରଜାତିଙ୍କୁ ବଞ୍ଚାଇଯାଇ ପାରିବନାହିଁ। ଏବେ ତାଙ୍କର ସ୍ଥିତି ଏତେ ବିଗିଡ଼ିଯାଇଛି କି, ତାଙ୍କୁ ବଞ୍ଚାଇବା ଅସମ୍ଭବ ହୋଇଯିବ। ଏମିତିରେ ତାଙ୍କ ପାଇଁ ମହାପ୍ରଳୟ ତୟ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.