ଇତିହାସ ସୃଷ୍ଠିକଲେ ମିତାଲି ରାଜ, ସଚିନ ତେନ୍ଦୁଲକରଙ୍କ ଏକ ଖାସ ରେ-କ-ର୍ଡ ସହିତ ସମକକ୍ଷ

ଭାରତୀୟ ମହିଳା ଦଳର ଅଧିନାୟକ ମିତାଲି ରାଜ ସୃଷ୍ଟି କରିବାକୁ ଯାଉଛନ୍ତି ଇତିହାସ। ମିତାଲି ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଏକ ଖାସ ରେ-କ-ର୍ଡ ସହିତ ସମକକ୍ଷ ହେବାକୁ ଯାଉଛନ୍ତି। ରବିବାର ଦିନ ମିତାଲି ରାଜ ପଡ଼ିଆକୁ ଓହ୍ଲାଇବା ପରେ ଏହି ରେ-କ-ର୍ଡ ସେ ସୃଷ୍ଠି କରିବେ। ସଚିନ ତେନ୍ଦୁଲକରଙ୍କ ପରେ ୨୨ ବର୍ଷ ଧରି ଏକ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାରେ ସେ ହେବେ ଦ୍ୱିତୀୟ କ୍ରିକେଟର।

ସଚିନ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ବହୁତ କଷ୍ଟସାଧ୍ୟ ଥିଲା। ସଚିନ ୨୨ ବର୍ଷ ମଧ୍ୟରେ ୯୧ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି। ମିତାଲି ରାଜ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ୨୨ ବର୍ଷ ପୂରଣ କରିଛନ୍ତି। ରବିବାର ଇଂଲଣ୍ଡ ବିପକ୍ଷରେ ଖେଳି ସେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୨୨ ବର୍ଷ ପୂରଣ କରିବେ। ସଚିନ ଙ୍କ ପରି ମିତାଲି ରାଜ ମଧ୍ୟ କମ ବୟସରେ ଆନ୍ତର୍ଜାତୀୟ କ୍ରିକେଟ ଜଗତରେ ସ୍ଥାନ ପାଇଥିଲେ।

Google

୩୮ ବର୍ଷୀୟ ମିତାଲି ୨୬ ଜୁନ ୧୯୯୯ ମସିହାରେ ମିଲଟନ କିନ୍ସରେ ଆୟର୍ଲାଣ୍ଡ ବିପକ୍ଷରେ ହେଉଥିବା ଡେବ୍ୟୁ ମ୍ୟାଚରେ ଯୋଗଦେଇଥିଲେ। ସେତେବେଳେ ମିତାଲି ରାଜ ୧୬ ବର୍ଷର ଥିଲେ। ୨୨ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର ମଧ୍ୟରେ ମିତାଲି ବ୍ୟାଟିଂ କରି ତାଙ୍କ ନାମରେ ବଡ ବଡ ରେ-କ-ର୍ଡ ହାସଲ କରିସାରିଛନ୍ତି।

ମିତାଲି ରାଜ ୨୧୪ ମହିଳା ଏକଦିବସୀୟ ମ୍ୟାଚ ମଧ୍ୟରେ ୫୫ ଅର୍ଦ୍ଧଶତକ ହାସଲ କରିବା ସହିତ ୭,୦୯୮ ରନ କରିଛନ୍ତି। ଯୋଧପୁର ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ମିତାଲି ରାଜ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ କି, ମହିଳା ODI କ୍ରିକେଟରେ ୬,୦୦୦ରୁ ଅଧିକ ରନ କରିବାରେ ସକ୍ଷମ ହୋଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *