ଆମେରିକାର ଫ୍ଲୋରିଡାରେ ଭୁଶୁଡିଲା ବିଲ୍ଡିଂ; ୫ ମୃ-ତ,୧୫୬ ଜଣ ନି-ଖୋ-ଜ

ଆମେରିକାର ଫ୍ଲୋରିଡାରେ ଭୁଶୁଡ଼ି ପଡ଼ିଲା ୧୨ ମହଲା କୋଠା ବିଲ୍ଡିଂ। ଫଳରେ, ୫ଜଣ ଜୀବନ ହାରିବା ସହିତ ୧୦୦ ଜଣ ନି-ଖୋ-ଜ ଅଛନ୍ତି। ମୃ-ତ-କଙ୍କ ମୃ-ତଦେହ ମାଟିତଳୁ ଉ-ଦ୍ଧା-ର କରାଯାଇଛି। ବର୍ତ୍ତମାନ ଫ୍ଲୋରିଡାରେ ଉ-ଦ୍ଧା-ର କାର୍ଯ୍ୟ ଜାରି ରଖାଯାଇଛି। କିନ୍ତୁ, କେଉଁ ପରିସ୍ଥିତିରେ ଏଭଳି ଦୁଃ-ଖ-ଦ ଘ-ଟ-ଣା ଘ-ଟିଛି, ସେ ସମ୍ପର୍କରେ ତ-ଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ନ୍ୟୁଜ୍ ଏଜେନ୍ସି ରି-ପୋ-ର୍ଟ ଅନୁସାରେ, ଫ୍ଲୋରିଡାର ମିଆମି ସାଗର ନିକଟରେ ଏକ ୧୨ ମହଲା କୋଠା ହତାତ ଭୁ-ଶୁ-ଡି ପଡିଥିଲା। ଘ-ଟ-ଣାସ୍ଥ-ଳରେ ରି-ଲିଫ ଓ ଉ-ଦ୍ଧା-ର କାର୍ଯ୍ୟ ଜାରି ରହିଛି। ଉ-ଦ୍ଧା-ରକା-ରୀ ଦଳ ମାଟିତଳୁ କିଛି ଲୋକଙ୍କୁ ଉ-ଦ୍ଧା-ର କରିବାରେ ସଫଳ ହୋଇଛନ୍ତି। କିନ୍ତୁ, ବର୍ତ୍ତମାନ ସୁଦ୍ଧା ମାଟିତଳେ ୧୫୬ ଜଣ ଲୋକ ଫସିରହିଥିବା ଅନୁମାନ କରାଯାଉଛି। କୋଠା ଭୁ-ଶୁଡ଼ି-ବା ପରେ ନି-ଆଁ,ଅଳିଆ ଆବର୍ଜନା ଅଧିକ ବ୍ୟାପିଥିବାରୁ ଉ-ଦ୍ଧା-ର କାର୍ଯ୍ୟରେ କଷ୍ଟକର ହୋଇପଡିଛି।

ବିଲ୍ଡିଂ ଭୁ-ଶୁଡି-ବା ପରେ ତୃତୀୟ ମହଲାରେ ନି-ଆଁ ଲାଗି ଯାଇଥିଲା। ମିଆମି-ଡେଡର ମେୟର କହିଛନ୍ତି ଯେ, ତୃତୀୟ ମହଲାରେ ନି-ଆଁ ଲାଗିବାପରେ ନି-ଆଁ ବହୁତ ଶକ୍ତିଶାଳୀ ହୋଇଯାଇଥିଲା। ଫଳରେ, ଅ-ଗ୍ନିଶ-ମ ବିଭାଗ କର୍ମଚାରୀ ଉତ୍ସ ଖୋଜି ପାଇ ପାରିନାହାନ୍ତି। ଅ-ଗ୍ନିକା-ଣ୍ଡ ପାଇଁ ଉ-ଦ୍ଧାର କାର୍ଯ୍ୟରେ ଅଧିକ ବିଳମ୍ବ ହୋଇଛି ବୋଲି ମେୟର ସୂଚନା ଦେଇଛନ୍ତି। ତେବେ ଏହି ଦୁ-ର୍ଘଟ-ଣା କିପରି ଘ-ଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *