୨୦ ବର୍ଷ ବଡ ଭାଉଜଙ୍କର ୧୫ ବର୍ଷର ବାଳକ ସହ କରାଗଲା ବାହାଘର, ହୋସ ଉଡିଯିବା ତାପରେ ଯାହା ଘଟଣା ଘଟିଲା

ବାହାଘର ଏକ ପିଲାମାନଙ୍କର ଖେଳ ନୁହେଁ। କିନ୍ତୁ ଆମ ସମାଜରେ କିଛି ଲୋକ ଜବରଦସ୍ତ କମ ବୟସରେ ପିଲାମାନଙ୍କର ବଳପୂର୍ବକ ବାହାଘର କରାଇଦିଅନ୍ତି। ଏହିପରି ଏକ ବିବାହ ବର୍ତ୍ତମାନ ବିହାରରେ ରହୁଥିବା ଏକ ପରିବାରକୁ ବହୁତ ମହଙ୍ଗା ପଡିଛି ଏବଂ ସେ ପିଲାଟି ତା’ ଜୀବନ ଦେଇଦେଲା। ଆସନ୍ତୁ ଜାଣିବା ସମ୍ପୂର୍ଣ ଘ-ଟ-ଣା ସଂମ୍ପର୍କରେ। ବିହାରର ରାଜଧାନୀ ପାଟନା ସହରରେ ଏକ ପରିବାର ନିଜର ୧୫ବର୍ଷର ପୁଅକୁ ତାଙ୍କ ବି-ଧ-ବା ଭାଉଜ ସହ ଜ-ବ-ରଦ-ସ୍ତ ବିବାହ କରିଦେଇଥିଲେ।

ଭାଉଜ ଓ ଦିୟରଙ୍କ ମଧ୍ୟରେ ବୟସର ପାର୍ଥକ୍ଯ ଦଶବର୍ଷ ଥିଲା। ବାହାଘର ପରେ ପିଲାଟି ବହୁତ ଦୁଃ-ଖରେ ଭା-ଙ୍ଗିପ-ଡିଥିଲା ଏବଂ ଘର ଛାଡି ମଧ୍ୟ ପ-ଳା-ଇଗଲା। କିଛି ଦିନ ପରେ ସେ ପିଲାଟିକୁ ଫା-ଶିରେ ଝୁ-ଳୁଥି-ବାର ଦେଖିବାକୁ ପାଇଥିଲା। ୧୫ ବର୍ଷର ସାତିଶ ନବମ ଶ୍ରେଣୀରେ ପଢେ। ସାତିଶଙ୍କ ପରିବାରରେ ତା’ର ବାପା, ମା ଏବଂ ତା’ର ଭାଇ ସନ୍ତୋଷ ଥିଲେ। ଏକ ଦୁ-ର୍ଘଟ-ଣାରେ ସନ୍ତୋଷଙ୍କର ମୃ-ତ୍ୟୁ ହେଇଯାଇଥିଲା।

ବଡ ପୁଅ ସନ୍ତୋଷଙ୍କର ମୃ-ତ୍ୟୁ ପରେ ତାଙ୍କ ନ-ବବି-ବାହିତା ସ୍ତ୍ରୀ ରୁବି ଦେବୀ ବି-ଧ-ବା ହୋଇଯାଇଥିଲେ। ପରିବାରକୁ ଏକ ସନ୍ତାନର ଆବଶ୍ୟକତା ଥିଲା ତେଣୁ ପରିବାର ଲୋକ ତାଙ୍କର ବିବାହ ୧୫ ବର୍ଷର ସାତିଶଙ୍କ ସହିତ କରାଇଦେଇଥିଲେ। କିନ୍ତୁ ସାତିଶ ଏଥିରେ ଆଦୌ ରାଜି ନଥିଲା। ସେ ତାଙ୍କର ଘର ଲୋକଙ୍କୁ ଅନେକ ଥର ମନା ମଧ୍ୟ କରିଥିଲେ। କିନ୍ତୁ ତାଙ୍କ ଘର ଲୋକ କିଛି ବି ଶୁଣିଲେ ନାହିଁ।

ସାତିଶ ବିବାହ ପରେ ଘର ଛା-ଡି ପ-ଳା-ଇଆ-ସିଲେ। ଘର ଲୋକ ସାତିଶଙ୍କୁ ଖୋ-ଜିବା ପାଇଁ ବହୁତ ଚେଷ୍ଟା କରିଲେ। କିନ୍ତୁ ସାତିଶ କୌଣସି ଆଡେ ମିଳିଲେ ନାହିଁ। ଏହା ପରେ ପୁଣିଥରେ ପରିବାର ଲୋକ ଖୋଜିବାକୁ ଚେଷ୍ଟା କରିଲେ। କିନ୍ତୁ ସାତିଶଙ୍କୁ ଯେଉଁ ଅବସ୍ଥାରେ ତାଙ୍କର ଘର ଲୋକ ପାଇଲେ ତାହା ତାଙ୍କ ପରିବାରର ଲୋକଙ୍କର ହୋ-ସ ଉଡାଇଦେଇଥିଲା। ସାତିଶ ଆ-ତ୍ମହ-ତ୍ୟା କରିଦେଇଥିଲେ। ସେ ଫା-ଶୀ ଦେଇଦେଇଥିଲେ। ଜବ-ରଦ-ସ୍ତ ବିବାହ କରିଥିବା ଚା-ପକୁ ସେ ଆଦୌ ସହି ପାରିନଥିଲେ। ସେ ସହିନପାରି ଆ-ତ୍ମହ-ତ୍ୟା କରି ଦେଇଥିଲେ। ସାତିଶଙ୍କ ମୃ-ତ୍ୟୁ ପଛରେ ସମସ୍ତ ଦୋ-ଷ ତାଙ୍କର ପରିବାର ଲୋକଙ୍କର ଅଛି, ଏଥିରେ ଟିକେ ହେଲେ ବି ମଧ୍ୟ ସ-ନ୍ଦେ-ହ ନାହିଁ।

Leave a Reply

Your email address will not be published. Required fields are marked *