ନ୍ୟୁଜିଲାଣ୍ଡ ଭଳି ଦଳଠାରୁ କାହିଁକି ହାରିଲା ଭାରତ ? ଏହି ଅଷ୍ଟ୍ରେଲିଆ ଖେଳାଳି କହିଲେ ହାରିବାର କାରଣ

ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରିବାପରେ ଭାରତୀୟ ଦଳର ବହୁତ ଆଲୋଚନା ହେଉଛି। ଭାରତୀୟ କ୍ରିକେଟ ଦଳର ଖରାପ ପ୍ରଦର୍ଶନ ପରେ ଲଗାତାର ପ୍ରଶ୍ନ ଉଠୁଛି। ଅଷ୍ଟ୍ରେଲିଆ ପୂର୍ବ କ୍ରିକେଟର ମାଇକେଲ ବେଭନ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ମ୍ୟାଚରେ ଭାରତର ପରାଜୟର ବଡ଼ କାରଣ ବତାଇଛନ୍ତି। ବେଭନ କହିଲେ ଇଂଲିଶ କଣ୍ଡିସନ ହିସାବରେ ଟିମ ଇଣ୍ଡିଆକୁ ମ୍ୟାଚ ପୂର୍ବରୁ ପ୍ରାକ୍ଟିସ ମିଳିନଥିଲା ଯାହାକି ଟିମ ଇଣ୍ଡିଆ ଉପରେ ବହୁତ ଭାରି ପଡ଼ିଥିଲା।

ଭାରତୀୟ ଦ୍ରୁତ ବୋଲର ରହିଲେ ଫ୍ଲପ:-

ମାଇକେଲ ବେଭନଙ୍କ କହିବା କଥା ହେଲା ଟିମ ଇଣ୍ଡିଆର ପ୍ରମୁଖ ଦ୍ରୁତ ବୋଲର ଫ୍ଲପ ରହିବା ସବୁଠାରୁ ବଡ଼ କାରଣ ଅଟେ। ଇଂଲିଶ କଣ୍ଡିସନ ଭାରତୀୟ ବୋଲରଙ୍କ ଠାରୁ ଅଧିକ ନ୍ୟୁଜିଲାଣ୍ଡର ବୋଲରଙ୍କୁ ବହୁତ ସୁହାଇଥିଲା।

ଭାରତର ବ୍ୟାଟିଂ ମଧ୍ୟ ଚାଲିନଥିଲା:-

ମାଇକେଲ ବେଭନ କହିଥିଲେ ମ୍ୟାଚର ଶେଷ ଦିନରେ ଟିମ ଇଣ୍ଡିଆ ମ୍ୟାଚ ଡ୍ର କରିପାରିଥାନ୍ତା କିମ୍ବା ହାରି ପାରିଥାନ୍ତା କିନ୍ତୁ ନ୍ୟୁଜିଲାଣ୍ଡର ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଅତିରିକ୍ତ ଚାପ ପକାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *