ଦେଖନ୍ତୁ ଭିଡ଼ିଓ : ନାତିକୁ ଏହିପରି ଚୁନ ଲଗାଇଲେ ଆଈମା ,ଆଇଡିଆ ଦେଖିକି କହିବେ “ଓଲ୍ଡ ଇଜ୍ ଗୋଲ୍ଡ”

ଆଜିର ସମୟରେ ସୋସିଆଲ ମିଡ଼ିଆ ଏପରି ଏକ ଉପାୟ ହୋଇଗଲାଣି ଯେଉଁଥିରେ ଲୋକମାନେ ଭଳି ଭଳିକି ମଜାଦାର ଜିନିଷ ସେୟାର କରିଥାନ୍ତି|ଏମାନଙ୍କ ମଧ୍ୟରେ କିଛି ଜିନିଷ ଦେଖିଲେ ହସିହସି ଗଡିଯିବେ ଓ କିଛି ଜିନିଷ ଆଶ୍ଚର୍ଯ୍ୟ କରିଥାଏ|କିଛି ମାମଲା ଏମିତି ହୋଇଥାଏ ଯାହା ବିଶ୍ୱାସ କରିହେବ ନାହିଁ|ଏତିକି କେବଳ ନାହିଁ, କିଛି ଲୋକ ଏମିତି ଏମିତି କ୍ରିଏଟ୍ କରି ସୋସିଆଲ ମିଡିଆରେ ସେୟାର କରନ୍ତି ଯାହାକୁ ଦେଖିବା ମାତ୍ରେ ଭାଇରାଲ ହୋଇଥାଏ|ଏହି ଭିଡିଓରେ ବହୁତ ଭିଉଜ୍ ଆସିଥାଏ|ଏମିତି ଏକ ଆଈମା ଓ ନାତିର ଭିଡିଓ ସେୟାର କରାଯାଇଛି ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି|ବିଶ୍ୱାସ କରନ୍ତୁ ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ କହିବେ ଓଲ୍ଡ ଇଜ ଗୋଲ୍ଡ|

ଆଈମା ଓ ନାତି ମଧ୍ୟରେ କିଭଳି ସମ୍ପର୍କ ହୋଇଥାଏ ସମସ୍ତେ ଜାଣନ୍ତି|ଦୁହିଁଙ୍କ ମଧ୍ୟରେ ହସମଜା ଓ ମଉଜ ମସ୍ତି ଲାଗିରହିଥାଏ|କିନ୍ତୁ ବେଳେବେଳେ ଏମିତି ହୋଇଥାଏ ଯାହା ଉପରେ ବିଶ୍ୱାସ କରିହେବ ନାହିଁ|ଏହି ଭିଡିଓରେ ଆପଣଙ୍କୁ ଏମିତି କିଛି ଦେଖିବାକୁ ମିଳିବ|ଜଣେ ଆଈମା ନାତିକୁ ଚୁନା ଲଗାଇବାକୁ ଏମିତି ଯୋଗାଡ କରିଛନ୍ତି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ୟ୍ଯ ହୋଇଗଲେ|ଆପଣ ମଧ୍ୟ ଭିଡିଓକୁ ଦେଖନ୍ତୁ|

ଆଈମାଙ୍କ ଏହି ଉପାୟ ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ ଓ ହୋଇପାରେ ଏହାକୁ ଦେଖିବାପରେ ଆପଣ ମନେରଖି ପାରନ୍ତି|ସୋସିଆଲ ମିଡିଆର ଅଲଗା ଅଲଗା ପ୍ଲାଟଫର୍ମରେ ଏହାକୁ ସେୟାର କରାଯାଉଛି|ଇନଷ୍ଟାଗ୍ରାମରେ ଏହି ଭିଡିଓକୁ “ହେପଗୁଲ ୫” ସେୟାର କରିଛନ୍ତି|ଲୋକଙ୍କୁ ଏହି ଭିଡିଓ ପସନ୍ଦ ଆସୁଛି ଓ ଜମେଇକି ମଜା ନେଉଛନ୍ତି|ଆପଣଙ୍କୁ ଏହି ଭିଡିଓ କେମିତି ଲାଗିଲା କମେଣ୍ଟ କରି ଜଣାନ୍ତୁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *