ବିବାହ ପାଇଁ ମେଟ୍ରିମୋନିଆଲ ବିଜ୍ଞାପନରେ କନ୍ୟା କଲେ ଏମିତି ଡିମାଣ୍ଡ, ଦେଖନ୍ତୁ ଭାଇରଲ ଫୋଟୋରେ ସେ କଣ କଣ ଡିମାଣ୍ଡ କରିଛନ୍ତି

ସୋସିଆଲ ମିଡିଆରେ ପ୍ରାୟତଃ ସବୁବେଳେ କିଛି ନା କିଛି ମାମଲାକୁ ନେଇ ମାହୋଲ ଗରମ ରହିଥାଏ। କେବୀ କୌଣସି ଫୋଟକୁ ନେଇ ଚର୍ଚ୍ଚା ହୁଏ ତୋ, କେବେ କୌଣସି ଭିଡିଓକୁ ନେଇ ମାମଲା ଗରମ ରହିଥାଏ। ଏହି ସୂଚୀରେ ଏକ ବିବାହର ବିଜ୍ଞାପନ ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ବିଜ୍ଞାପନକୁ ପଢିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ଓ ହସ ମଧ୍ୟ ଆସିବ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ମାମଲା ବିଷୟରେ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବିବାହର ଏକ ବିଜ୍ଞାପନ ତୀବ୍ର ଭାବରେ ଭାଇରାଲ ହେଉଅଛି, ଯାହାକୁ ପଢିବା ପରେ ନିଶ୍ଚୟ ଆପଣ ହସ ରୋକିପାରିବେ ନାହିଁ। ବିଜ୍ଞାପନରେ ଝିଅ ନିଜ ପାଇଁ ଏକ ଏମିତି ବରର ଦାବି କରୁଛି, ଯାହା ବିଷୟରେ ଜାଣି କେହିବି ଆଶ୍ଚର୍ଯ୍ୟ ହୋଇଯିବ ଓ ଏହି ବିଜ୍ଞାପନରେ ୟୁଜର୍ସ ମଜା ନେଉଛନ୍ତି।

ଦେଖନ୍ତୁ ଫୋଟ:-

ଭାଇରାଲ ହେଉଥିବା ଏହି ବିଜ୍ଞାପନରେ ମହିଳା ଏମିତି ବର ଡିମାଣ୍ଡ କରୁଛନ୍ତି, ଯିଏକି ତାଙ୍କ ବାପା-ମାଙ୍କର ଏକୁଟିଆ ପୁଅ ହୋଇଥିବ। ତାଙ୍କ ପାଖରେ ଗୋଟିଏ ବଙ୍ଗଳା, ୨୦ ଏକରର ଫାର୍ମ ହାଉସ ଓ ବରକୁ ଖାଇବା ତିଆରି କରିବା ଆସୁଥିବ। ଝିଅ ନିଜ ବିଷୟରେ କହିଲେକି ତାଙ୍କର ଛୋଟ ଛୋଟ ଚୁଟି ଅଛି, ଶରୀରରେ ଅନେକ ପିୟର୍ସିଙ୍ଗ ଓ ସେ ପୁଞ୍ଜିବାଦ ବିରୁଦ୍ଧରେ କାମ କରୁଛନ୍ତି ଓ ନାରୀବାଦୀ ବିଚାର ରଖନ୍ତି। ବିବାହର ଏହି ବିଜ୍ଞାପନ ଇଣ୍ଟରନେଟ ଦୁନିଆରେ ତୀବ୍ର ଭାବରେ ଭାଇରାଲ ହେଉଅଛି ଓ ଲୋକ ନିଜର ନିଜର କମେଣ୍ଟ ମଧ୍ୟ ଦେଉଛନ୍ତି।

ସୋସିଆଲ ମିଡିଆରେ ଏହି ବିଜ୍ଞାପନକୁ ଲୋକ ବହୁତ ପସନ୍ଦ କରୁଛନ୍ତି। ଏହି କାରଣରୁ ଅନେକ ୟୁଜର୍ସ ଭିଡିଓରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ୟୁଜର କହିଲେକି ଏହି ବିଜ୍ଞାପନକୁ ଦେଖି ହସ ରୋକି ହେଉନାହିଁ। ଅନ୍ୟ ଜଣେ ୟୁଜର ଲେଖିଲେକି ବର୍ତ୍ତମାନ ପର୍ଯ୍ଯନ୍ତ ସବୁଠାରୁ ମଜାଳିଆ ବିଜ୍ଞାପନ ଅଟେ ଯାହା ଏହି ବର୍ଷ ଦେଖିଲେ, ଅଦ୍ଭୁତ! ଏହା ବ୍ଯତୀତ ଆହୁରି ଅନେକ ୟୁଜର୍ସ ଏହି ବିଜ୍ଞାପନରେ ନିଜ ନିଜର ରାୟ ଦେଇଛନ୍ତି ଓ କନ୍ୟାକୁ ଆଜୀବନ କୁଆଁରା ରହିବାକୁ କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *