ଭିକାରୀ ମାନଙ୍କ ପରି ରାସ୍ତା ମଝିରେ ଚୁମ୍ବନ ପାଇଁ ଭିକ ମାଗିଲା ଯୁବକ, ଯୁବତୀ ମଧ୍ୟ ଚୁମ୍ବନ କଲେ , ଦେଖନ୍ତୁ ଭିଡିଓ

ଆଜିର ସୋସିଆଲ ମିଡ଼ିଆ ଦୁନିଆରେ ତ ଅନେକ ଯୁବକ ଯୁବତୀ ନିଜ ଲଭର ସହିତ କିସ କରୁଥିବା ଫଟୋ ଭିଡିଓ ସେୟାର କରିଥାନ୍ତି | ଏସବୁ ଦେଖି ଅନ୍ୟ ଯୁବକମାନଙ୍କ ଉପରେ ଶୀଘ୍ର କୌଣସି ଝିଅକୁ କିସ କରିବାପାଇଁ ପ୍ରେସର ବଢ଼ିଯାଇଥାଏ | ତେବେ କିଛି ଭାଗ୍ୟଶାଳୀ ପିଲାମାନଙ୍କୁ ତ ଝିଅ ଏବଂ କିସ ଦୁଇଟିଯାକ ମିଳିଯାଏ | କିନ୍ତୁ ଏପରି କିଛି ଭାଗ୍ୟହୀନ ପିଲାମାନଙ୍କୁ ଝିଅ ଏବଂ କିସ କିଛି ବି ମିଳେନାହିଁ |

କୌଣସି ଝିଅଠାରୁ କିସ ନେବା ସହଜ କଥା ନୁହେଁ | ସେ ଆପଣଙ୍କୁ ସେତେବେଳେ କିସ କରିଥାନ୍ତି ଯେତେବେଳେ ଆପଣ ତାକୁ ପ୍ରକୃତ ପ୍ରେମ ଲାଗିବେ କିମ୍ବା ଆପଣ ତାଙ୍କୁ କ୍ୟୁଟ ଲାଗିବେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କି ଭିକାରୀମାନଙ୍କ ଭଳି ରାସ୍ତା ଉପରେ କିସ ପାଇଁ ଭିକ ମାଗୁଛି | ଏହି ଯୁବକ ରାସ୍ତାରେ ଯାଉଥିବା ଝିଅମାନଙ୍କୁ କିସ ମାଗୁଛି | ସେମାନେ କିସ କରିବାକୁ ମନା କରିଦେଲେ ସେ ତଳେ ଶୋଇପଡୁଛି | କହୁଛି ଯେ ଏପର୍ଯ୍ୟନ୍ତ କିସ କରିବନାହିଁ ସେପର୍ଯ୍ୟନ୍ତ ଏଠାରୁ କୁଆଡେ ବି ଯିବିନାହିଁ |

ବାସ୍ତବରେ ଆଜିକାଲି ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ ଭାଇରଲ ହେଉଛି | ଏହି ଭିଡିଓରେ ଦେଖାଯାଇପାରେ ଯେ ରାସ୍ତାରେ ଗୋଟିଏ ପିଲା ଶୋଇଛି ଏବଂ ପାଖରେ ଗୋଟିଏ ଝିଅ ଠିଆ ହୋଇଛି | ଯୁବକଜଣକ ଯୁବତୀଙ୍କଠାରୁ କିସ ପାଇଁ ଜିଦ କରୁଛନ୍ତି | ଏହି ସବୁ ଦେଖି ଅନେକ ଲୋକ ମଧ୍ୟ ଆସି ଭିଡ଼ ଜମାନ୍ତି | ଯୁବକଜଣକ କିସ ନ ନେଇ ସେଠାରୁ ଯିବାକୁ ପ୍ରସ୍ତୁତ ନୁହଁନ୍ତି | ଏହାପରେ ଝିଅଟି ଯାହା କରେ, ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି | କେହି ବିଶ୍ୱାସ କରିପାରନ୍ତି ନାହିଁ ଯେ ଝିଅଟି ମଧ୍ୟ ଏପରି ପ୍ରତିକ୍ରିୟା ଦେବ |

ବାସ୍ତବରେ ଝିଅଟି ମଧ୍ୟ ସେହି ଯୁବକକୁ ସମସ୍ତଙ୍କ ସାମ୍ନାରେ କିସ କରିଦିଏ | ରାସ୍ତା ଉପରେ ଭିକାରି ଅବସ୍ଥାରେ ଶୋଇଥିବା ଯୁବକକୁ ଜଣେ ସୁନ୍ଦରୀ ଝିଅଠାରୁ କିସ ମିଳୁଥିବାର ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ଅଛନ୍ତି | ସେମାନେ ଯୁବକଜଣଙ୍କୁ ବହୁତ ଈର୍ଷା କରନ୍ତି | ସମସ୍ତେ ଭାବନ୍ତି ଯେ ଆମର ଭଲ ଅବସ୍ଥା ଥିଲେ ମଧ୍ୟ କୌଣସି ଝିଅ କିସ କରୁନାହାନ୍ତି କିନ୍ତୁ ଗୋଟିଏ ଭିକାରି ବେଶରେ ଥିବା ପିଲାକୁ ଜଣେ ସୁନ୍ଦରୀ ଝିଅଠାରୁ କିସ ମିଳିଗଲା | ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି | ଲୋକମାନେ ମଧ୍ୟ ଏହି ଭିଡିଓ ଦେଖି ବହୁତ ମଜାଳିଆ କମେଣ୍ଟ କରୁଛନ୍ତି ଏବଂ ପରସ୍ପରକୁ ସେୟାର ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.