ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କର ହା-ଇଡ୍ରା-ମା ;ହାତ କା-ଟି କହିଲେ ମୁଁ ମେଡିକାଲ ଯିବିନି

ରାଜଧାନୀ ରାଜରାସ୍ତାରେ ମହିଳାଙ୍କର ଡ୍ରା-ମା।ବିଳମ୍ବିତ ରାତିରେ ଯୁବତୀ ନିଜେ ନିଜର ହା-ତକା-ଟି ଆ-ତ୍ମହ-ତ୍ୟା ଉ-ଦ୍ୟମ। ହାତ କା-ଟି ରାସ୍ତାରେ ଚାଲି ଚାଲି ଯିବା ସମୟରେ ରାସ୍ତାରେ ଖସିପଡ଼ିଥିଲେ ଯୁବତୀ। ଏହିଭଳି ଘ-ଟ-ଣା ଦେଖିବାକୁ ମିଳିଛି ଜୟଦେବ ବିହାର ନନ୍ଦନକାନନ ରାସ୍ତାର ଟ୍ରାଇଡେଣ୍ଡ ହୋଟେଲ ସାମ୍ନାରେ। ଯୁବତୀ ଜଣକ ରାସ୍ତାରେ ଖସିପଡ଼ିବା ଦେଖି ସେଠାକାର ସ୍ଥାନୀୟ ଲୋକମାନେ ପୋ-ଲି-ସକୁ ଫୋନ କରି ସୂଚନା ଦେଇଥିଲେ। ପୋ-ଲି-ସ ପହଞ୍ଚିବା ପରେ ଯୁବତୀଙ୍କୁ ଆମ୍ବୁଲାନ୍ସ ଦ୍ଵାରା କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଯୁବତୀ ଜଣଙ୍କ କାହିଁକି ହାତ କାଟିଛନ୍ତି ପ୍ରତିକ୍ରିୟା ମିଳିପାରିନାହିଁ ବର୍ତମାନ କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କର ଚିକିତ୍ସା ଚାଲିଛି।

ସୂଚନା ଅନୁସାରେ, ଯୁବତୀ ଜଣକ ହେଉଛନ୍ତି ବାଙ୍କୀ ଅଞ୍ଚଳର। ଶୁକ୍ରବାର ଦିନ ରାତି ସାଢ଼େ ୧୦ଟା ସମୟରେ ହୋଟେଲ ଟ୍ରାଇଡେଣ୍ଟ ସାମ୍ନା ରାସ୍ତା ଅପରପାର୍ଶ୍ବରେ ୨ଜଣ ଯୁବତୀ ଚାଲି ଚାଲି ଯାଉଥିଲେ। ଉଭୟଙ୍କ ମଧ୍ୟରୁ ଜଣେ ଯୁବତୀ କା-ନ୍ଦୁଥିଲେ। ଆଉ ଅନ୍ୟ ଜଣେ ଯୁବତୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ, ହଠାତ ଯୁବତୀଙ୍କର କ’ଣ ହେଲା କେଜାଣି,କା-ନ୍ଦୁଥି-ବା ଯୁବତୀ ଜଣକ ନିଜ ବାମ ହାତ ପାପୁଲିକୁ ଏକ ବ୍ଲେଡ ସାହାର୍ଯ୍ୟରେ କା-ଟି ଦେଲେ। ଯୁବତୀଙ୍କ ହାତରୁ ପ୍ରବଳ ମାତ୍ରାରେ ରକ୍ତ ବୋହିବାକୁ ଲାଗିଲା। ଏହାକୁ ଦେଖି ଅନ୍ୟ ଯୁବତୀ ଜଣଙ୍କ ଭ-ୟବି-ତ ହୋଇ ରାସ୍ତାରେ ଯାଉଥିବା ବାଇକ ଚାଳକଙ୍କୁ ଅଟକାଇ ସାହାଯ୍ୟ ମାଗିଥିଲେ। କିଛି ଆରୋହୀ ଯୁବତୀଙ୍କୁ ହସ୍ପିଟାଲ ନେବାକୁ କହିଥିଲେ। କିନ୍ତୁ, ଯୁବତୀ ଜଣକ ହସ୍ପିଟାଲ ଯିବାକୁ ରାଜି ହୋଇନଥିଲେ। ମୁଁ ହସ୍ପିଟାଲ ଯିବିନି କହି ଜୋରରେ କା-ନ୍ଦିବାକୁ ଲାଗିଥିଲେ। ଜଣେ ବାଇକ ଆରୋହୀ ଏହା ଦେଖି ତୁରନ୍ତ ପୋ-ଲି-ସ କଣ୍ଟ୍ରୋଲ ରୁମକୁ ଫୋନ କରି ଏହି ସମ୍ପର୍କରେ ସୂଚନା ଦେଇଥିଲେ। ଆଉ କିଛି ସମୟ ପରେ ପୋ-ଲି-ସର ଏକ ପି-ସିଆ-ର ଭ୍ୟାନ ସେଠାରେ ପହଞ୍ଚିଥିଲା। ପି-ସିଆ-ର କର୍ମଚାରୀମାନେ ଯୁବତୀଙ୍କୁ ହସ୍ପିଟାଲ ନେବାକୁ କହିବାରୁ ସେ ରାଜି ହୋଇନଥିଲେ। ଶେଷରେ ମହିଳା ପୋ-ଲି-ସ କର୍ମଚାରୀ ଆସିବା ପରେ ଯୁବତୀଙ୍କୁ ଜବରଦସ୍ତି ପି-ସିଆ-ର ଭ୍ୟାନରେ ବସାଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ପ୍ରାଥମିକ ଚିକିତ୍ସା ପରେ ଯୁବତୀଙ୍କୁ ତାଙ୍କ ଘରେ ଛାଡ଼ି ଦିଆଗଲା।

ପୋ-ଲି-ସଙ୍କ କହିବା ଅନୁସାରେ, ଯୁବତୀ ଜଣକ ଏକ ଘରୋଇ ସଂସ୍ଥାରେ ଚାକିରି କରନ୍ତି। ସେ ମେ ଫେୟାର ହୋଟେଲ ନିକଟରେ ଭଡ଼ା ନେଇ ରହୁଛନ୍ତି। ପଟିଆ ଅଞ୍ଚଳର ଜଣେ ଯୁବକଙ୍କୁ ସେ ଭଲ ପାଉଛନ୍ତି। ଯୁବତୀ ଜଣଙ୍କ ହାତ କା-ଟିବାର କାରଣ ପ୍ରେମ ଜନିତ ବୋଲି ଜଣାପଡିଛି। ପୋ-ଲି-ସ ପ୍ରେମିକକୁ ଡାକି ଏହି ସମ୍ପର୍କରେ ଅଧିକ ପଚରାଉଚରା କରିବା ପାଇଁ ସୂଚନା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *