କଣ ଆପଣ ଏହି ଫଟୋରେ ଟେଡ୍ଡୀ ବିୟର ଦେଖିପାରୁଛନ୍ତି କି, ଯଦି ଆପଣ ୮୯ ସେକେଣ୍ଡ ଭିତରେ ଖୋଜି ପାଇଗଲେ ତେବେ ଆପଣ ପୁରୁଣା ରେକର୍ଡ଼ ଭାଙ୍ଗିପାରିବେ

ୟୁକେ (United Kingdom) ର ଏକ କମ୍ପାନୀ ରିଏଶ୍ୟେଜ୍ ଏକ ପଜଲ ଡିଜାଇନ କରିଛି। ଯେଉଁଥିରେ ଏକ ଟେଡ୍ଡୀ ବିୟର ଖୋଜିବାକୁ ପଡ଼ିବ। ଦୃଷ୍ଟି ଆକର୍ଷଣ କଥା ଏହାକି ଯେ କେବଳ ୮୯ ସେକେଣ୍ଡରେ ଟେଡ୍ଡୀ ବିୟରକୁ ଖୋଜି ପାଇଥିବାର ରେକର୍ଡ ଅଛି। କଣ ଆପଣ ଏତେ କମ୍ ସମୟରେ ଟେଡ୍ଡୀ ବିୟର ଖୋଜି କରି ରେକର୍ଡ ଭାଙ୍ଗି ପାରିବେ?

ସର୍ବଦା ସୋସିଆଲ ମିଡିଆରେ ମୁଣ୍ଡ ବୁଲେଇ ଦେଲା ଭଳି ଫଟୋ ଭାଇରାଲ ହୋଇଥାଏ। ଯାହାକୁ ଦେଖିବାପରେ କିଛି ସମୟ ପାଇଁ ଏହା ଲାଗେ କି ସେ ଫଟୋରେ କଣ ଦେଖୁଥିଲେ। ଆମେ କଥା ହେଉଛେ ଆଖିକୁ ଧୋକା ଦେଉଥିବା ଫଟୋ, ମାନେ ବ୍ରେନ୍ ଟିଜର କିମ୍ବା ପଜଲ। ଯାହାକୁ ସମ୍ପୂର୍ଣ୍ଣ ନଜର ଦେଇକି ଦେଖିବାକୁ ପଡିଥାଏ। କିଛି ଲୋକ ବହୁତ୍ ଜଲଦି ପଜଲ ସମାଧାନ କରି ଦିଅନ୍ତି କିନ୍ତୁ ଦୃଷ୍ଟି ଆକର୍ଷଣ କରିବାର କଥା ଏହା ଯେ କିଏ କେତେ କମ୍ ସମୟରେଏହା କରି ପାରିଲା।

ସୋସିଆଲ ମିଡ଼ିଆ ମାର୍କେଟରେ ଆସିଲା ନୂଆ ବ୍ରେନ୍ ଟିଜର:-

ପ୍ରକୃତରେ, ଏହି ଦିନ ଗୁଡ଼ିକରେ ସୋସିଆଲ ମିଡିଆରେ ଏକ ନୂଆ ବ୍ରେନ୍ ଟିଜର ଭାଇରାଲ ହେଉଛି। ଯେଉଁଥିରେ ଏକ ଟେଡ୍ଡୀ ବିୟର ଖୋଜିବାର ଅଛି। ଆପଣଙ୍କୁ ଜଣାଇ ଦେଉଛୁ କି ଏହି ବେବି ଥିମ୍ ( beby theme ) ପଜଲକୁ ବ୍ରିଟିଶ୍ ଲାଇଫ ଇନ୍ସୁରାନ୍ସ ସାଇଟ୍ ରିଏଶ୍ୟେଜ୍ (British life insurance comparison site Reassured) ପ୍ରସ୍ତୁତ କରିଥିଲା। ଫଟୋରେ ଦେଖିବାକୁ ପାଇବେ ଯେ ପଛରେ ଏକ ନୀଳ ରଙ୍ଗର ବ୍ୟାକଗ୍ରାଉଣ୍ଡ ଉପରେ ପିଲାଙ୍କ କପଡ଼ା, କ୍ଷୀର ବୋତଲ, ଶ୍ଳିପ୍ ସୁଟ୍ ( sleep suit) ଆଦି ସେଥିରେ ଅଛି। ଆପଣଙ୍କୁ ଏକ ଟେଡ୍ଡୀ ବିୟର ଖୋଜି ପାଇବାର ଅଛି।

କଣ ଆପଣ ଏହାକୁ ଶୀଘ୍ର ଖୋଜି ପାଇବେ?:-

ମଜାଦାର କଥା ଏହା କି, ନିର୍ମାତା ଙ୍କ କହିବା ଅନୁସାରେ କେବଳ ୮୯ ସେକେଣ୍ଡରେ ଖୋଜି ପାଇବାର ରେକର୍ଡ ଅଛି। କଣ ଆପଣ ଏହି ରେକର୍ଡକୁ କମ୍ ସମୟରେ ଖୋଜି ପାଇ ପାରିବେ?

୮୯ ସେକେଣ୍ଡରେ ଟେଡ୍ଡୀ ବିୟର କୁ ଖୋଜନ୍ତୁ ( Source- Reassured):-

ଚାଲନ୍ତୁ ଆପଣଙ୍କୁ ଟିକେ ସାହାର୍ଯ୍ୟ କରିଦେଉଛୁ। ପିଲାଙ୍କ କପଡାରୁ ଏକ ସ୍ଲିପ୍ ସୁଟ ଅଲଗା ଦେଖାଯାଉଛି।

କଣ ଏବେ ଆପଣଙ୍କୁ ଟେଡ୍ଡୀ ଦେଖା ଗଲା?

ଆଉ ଏକ ହିଂଟ କହୁଛୁ ବାମପଟେ ଓ ତଳେ ଦେଖନ୍ତୁ।

କଣ ଆପଣ ହାରିଗଲେ? ତେବେ ଏହି ଠାରେ ଦେଖନ୍ତୁ ଏହି ଠାରେ ଲୁଚିକରି ଅଛି ଟେଡ୍ଡୀ ବିୟର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.