ଦେଖନ୍ତୁ ଭିଡ଼ିଓ : ଫଟୋ ଉଠାଉଥିଲେ ମହିଳା, ଠିକ ସେତିକିବେଳେ ଜିରାଫ ଦୌଡାଇଲା, ତାପରେ ହେଲା ଏମିତି କିଛି

ଜଙ୍ଗଲ ଯାତ୍ରା କରିବାର ଆନନ୍ଦ ସମସ୍ତେ ନେଇପାରନ୍ତି ନାହିଁ, କିନ୍ତୁ ଯେଉଁ ଲୋକମାନେ ଜଙ୍ଗଲକୁ ଯାଇ ପଶୁମାନଙ୍କୁ ଦେଖନ୍ତି ସେମାନେ ନିଜ କ୍ୟାମେରାରେ ଫଟୋ ଉଠାଇବାପାଇଁ ବ୍ୟାକୁଳ ହୋଇପଡନ୍ତି | ଅଧିକାଂଶ ଲୋକ ଏପରି ସ୍ଥାନଗୁଡ଼ିକୁରେ କ୍ୟାପଚର କରିବାପାଇଁ କ୍ୟାମେରା ନେଇଯାନ୍ତି ଏବଂ ସେମାନଙ୍କୁ ନିଜ କ୍ୟାମେରାରେ କଏଦ କରିବାପାଇଁ ପୁରା ଚେଷ୍ଟା କରନ୍ତି | କେବଳ ଏତିକି ନୁହେଁ, ସେହି ଫଟୋଗୁଡିକୁ କ୍ୟାପଚର କରିବାପାଇଁ ସେ ଯେକୌଣସି ରିସ୍କ ନେବାପାଇଁ ପ୍ରସ୍ତୁତ ଥାନ୍ତି |

ଜିରାଫ ମହିଳାଙ୍କୁ ଦୌଡାଇଲା :-

ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଥିରେ ଜଣେ ମହିଳା ନିଜ କ୍ୟାମେରାରେ ଦୂରରୁ ବିଶାଳକାୟ ଜିରାଫର ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେ | ସେ ସମୟରେ ତାଙ୍କୁ ଟିକେ ବି ଜଣାନଥିଲା ଯେ ଏହା ତାଙ୍କପାଇଁ ଏବଂ ଗାଡିରେ ଯାଉଥିବା ଲୋକମାନଙ୍କ ପାଇଁ ଖତରନାକ ହୋଇପାରେ | କିଛି ସେକେଣ୍ଡରେ ହିଁ ମହିଳାଜଣକ ଭାବିନେଲେ ଯେ ଜଙ୍ଗଲ ଯାତ୍ରା କରିବା ସେତେ ସହଜ ନୁହଁ ଯେତେ ସେ ଭାବୁଥିଲେ |

ଫଟୋ ଉଠାଇବା ଭାରି ପଡିଲା :-

ଭିଡିଓରେ ଦେଖାଯାଇପାରେ ଯେ ଜିରାଫ ମହିଳା ଏବଂ ଜିପକୁ ଦେଖିବାପରେ ଦୌଡିବା ଆରମ୍ଭ କରିଦେଲା | ବିଶାଳକାୟ ଜିରାଫ ଯେତେବେଳେ ଦୌଡିବାକୁ ଲାଗିଲା, ସେତେବେଳେ ମହିଳା ମଧ୍ୟ ଗାଡିକୁ ଶୀଘ୍ର ଚଳାଇବାକୁ କହିବାକୁ ଲାଗିଲେ | କିଛି ବାଟ ପର୍ଯ୍ୟନ୍ତ ଜିରାଫଟି ମହିଳା ଏବଂ ଜିପକୁ ଦେଖି ଦେଖି ଦୌଡାଇଲା | ତେବେ ପରେ ସେମାନେ ଏହି ବିପଦରୁ ମୁକ୍ତି ପାଇଥିଲେ | କିନ୍ତୁ ଏହା ତାଙ୍କ ପାଇଁ ଖତରନାକ ଅନୁଭବ ରହିଲା | ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *