ଦେଖନ୍ତୁ ଭିଡ଼ିଓ : ବ୍ୟକ୍ତି ଜଣକ ସାଇକେଲରୁ ପଡ଼ିଗଲା ଓ ଏହା ପରେ କାରଟି ଚଢ଼ିଗଲା ଉପରେ….

ରାସ୍ତାରେ ଚାଲୁଥିବା ସମୟରେ ଲୋକମାନେ ଏତେ ବ୍ୟସ୍ତ ହୋଇଥାନ୍ତି କି ନିଜେ ତ ଅସୁବିଧାରେ ପଡ଼ନ୍ତି ଏହାସହ ଅନ୍ୟକୁ ମଧ୍ୟ ଅସୁବିଧାର ଭାଗିଦାରୀ ବନାଇଥାନ୍ତି। ଏହି କାରଣ ପାଇଁ ମଝି ରାସ୍ତାରେ କିଛି ଲୋକ ନିଜ ଭିତରେ ହିଁ ଝଗଡ଼ା କରିଥାନ୍ତି ଓ ଲୋକମାନଙ୍କୁ ଅସୁବିଧାରେ ପକାଇଦେଇଥାନ୍ତି। ସୋସିଆଲ ମିଡ଼ିଆରେ ଗୋଟିଏ ଭିଡ଼ିଓ ବହୁତ ଦ୍ରୁତରେ ଭାଇରାଲ ହେବାରେ ଲାଗିଛି, ଭିଡ଼ିଓରେ ଦେଖାଯାଉଛି ଜଣେ ବ୍ୟକ୍ତି ସାଇକେଲରେ ଯାଉଛି ଓ ପଛରୁ ଏକ କାର ଆସି ଧକା ଦେଉଛି।

ଭିଡ଼ିଓରେ ଦେଖିପାରିବେ କିଛି ବ୍ୟକ୍ତି ସାଇକେଲ ଚଲାଇ ଯାଉଛନ୍ତି ଓ ଅଚାନକ ଏକ କାର ଆସି ଜଣେ ସାଇକେଲ ବାଲାକୁ ପଛ ପଟରୁ ଧକା ଦେଉଛି। ତାଙ୍କୁ ଦେଖି ସାଇକେଲ ଚଳାଉଥିବା ଲୋକମାନେ କ୍ରୋଧରେ ଆସି ଚିଲାଇବାକୁ ଲାଗନ୍ତି। ପଛ ପଟରୁ ଗାଡି ବାଲା ବ୍ୟକ୍ତିଙ୍କ ଉପରେ ଗାଡ଼ି ଚଢାଇବାକୁ ଚେଷ୍ଟା କରୁଛି। ଏହାପରେ ମଧ୍ୟ ସେ ବାରବାର ବଞ୍ଚି ଯାଇଛନ୍ତି।

ଭିଡ଼ିଓକୁ 6କୋଟି ଥର ଦେଖାଯାଇ ସାରିଛି:-

ବ୍ୟକ୍ତିଙ୍କ ଟିକେ ପାଖରୁ ଗାଡ଼ି ପଳାଉଛି। ଏହା କୁହାଯାଉଛି କି, ସାଇକେଲ ବାଲା ବ୍ୟକ୍ତି ମୃତ୍ୟୁ ମୁହଁରୁ ବର୍ତ୍ତି ଯାଉଛି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ନିଆଁ ଭଳି ଖେଳିଯାଇଛି। ଏହି ଭିଡ଼ିଓକୁ 23 ଲକ୍ଷ ଲୋକ ଲାଇକ କରିଥିବା ବେଳେ 6 କୋଟି ଲୋକ ଏହାକୁ ଦେଖିସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *