ଦେଖନ୍ତୁ ଭିଡିଓ : ଅଧିକ ସ୍କାର୍ଟ ଦେଖାଉଥିଲା ପିଲାଟି, କୁକୁର ଦେଲା ଏମିତି ଶିକ୍ଷା

କିଛି ଲୋକଙ୍କୁ ପଶୁମାନଙ୍କୁ ହଇରାଣ କରିବାକୁ ବହୁତ ମଜା ଲାଗେ | ଏପରି ଲୋକମାନେ ନିଜର ମନୋରଞ୍ଜନ ପାଇଁ ପଶୁମାନଙ୍କୁ ହଇରାଣ କରନ୍ତି ଏବଂ ମଜା ନିଅନ୍ତି | କିନ୍ତୁ ଏହି ମଜା ଅନେକଥର ଦଣ୍ଡ ହୋଇଯାଏ | ଏପରି କିଛି ଏହି ବ୍ୟକ୍ତିଙ୍କ ସହିତ ମଧ୍ୟ ହେଲା, ଯାହାଙ୍କର ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେଉଛି | ଏହି ଭିଡିଓକୁ ଦେଖି ଆପଣ ହସି ହସି ଗଡ଼ିଯିବେ |

ସୋସିଆଲ ମିଡିଆରେ ଆଜିକାଲି ବିଭିନ୍ନ ପ୍ରକାରର ଭିଡିଓ ଭାଇରଲ ହୋଇଥାଏ | କିଛି ଭିଡିଓ ଇମୋସନାଲ ହୋଇଥାଏ ତ ଆଉ କିଛି ଭିଡିଓ ଏପରି ହୋଇଥାଏ ଯେ ଯାହାକୁ ଦେଖି ହସ ବନ୍ଦ ହୁଏନାହିଁ | ଏପରି ଏକ ଭାଇରଲ ଭିଡିଓକୁ ଦେଖି ଆପଣ ନିଜର ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ | ଏହି ଭିଡିଓରେ ଦେଖିପାରିବେ ଯେ ଗୋଟିଏ ଜଣେ ବ୍ୟକ୍ତି କୁକୁରକୁ ବ୍ରେଡ ଖୁଆଉଛି | ଦୁଇଟି ବ୍ରେଡ ଖୁଆଇବା ପରେ ବ୍ୟକ୍ତିଜଣକ ମଜାରେ କୁକୁରର କାନକୁ ଧରି ଟାଣିବାକୁ ଲାଗେ | ଠିକ ସେତିକିବେଳେ ଅଚାନକ କୁକୁର ରାଗିଯାଇ ଏବଂ ବ୍ୟକ୍ତିଙ୍କ ହାତକୁ ନିଜ ପାଟିରେ କା-ମୁ-ଡି-ଦି-ଏ | ବହୁତ କଷ୍ଟରେ ବ୍ୟକ୍ତିଜଣକ ନିଜର ହାତକୁ କୁକୁରର ପାଟିରୁ ବାହାର କଲା |

ଦେଖନ୍ତୁ ଭିଡିଓ :-

ଭାଇରଲ ହେଉଥିବା ଭିଡିଓକୁ ଇନ୍ସଟାଗ୍ରାମରେ haryanvi_chaskaa ନାମକ ପେଜରେ ସେୟାର କରାଯାଇଛି | ଭିଡିଓରେ ଏହା ମଧ୍ୟ ଲେଖାଅଛି, ” ହଁ ଭାଇ ମଜା ଆସିଗଲା’ | ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ କେବଳ ସେୟାର କରୁନାହାନ୍ତି ବରଂ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି | ଲୋକମାନଙ୍କୁ ଏହି ଭିଡିଓ ଖୁବ ଭଲ ଲାଗୁଛି | ଅନେକ ଲୋକ ଭିଡିଓ ଦେଖି କହିଛନ୍ତି ଯେ ମଣିଷ ନିଜର ଖୁସି ମଜା କରିବାପାଇଁ ପଶୁମାନଙ୍କୁ ହଇରାଣ କରିବା ଉଚିତ ନୁହେଁ | ଏପରି କରିବାଦ୍ୱାରା କେବଳ ପଶୁମାନଙ୍କୁ କଷ୍ଟ ହୁଏ ନାହିଁ ବରଂ ଅନେକଥର ସେମାନେ ରା-ଗିଯାଇ ବୁଲିପଡ଼ି ଆ-କ୍ର-ମ-ଣ ମଧ୍ୟ କରନ୍ତି, ଯାହାଦ୍ୱାରା କ୍ଷତି ହୋଇପାରେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *