୨ ମାସ ପର୍ଯ୍ୟନ୍ତ ସୁହାଗରାତି କରିବାକୁ ମନା କରୁଥିଲା କନ୍ୟା,ଏହାପରେ ପତି ଜଣକ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ

ସୁହାଗରାତି ସେହି ରାତି ହୋଇଥାଏ ଯାହାର ଅପେକ୍ଷା ପୁଅକୁ ବହୁତ ବର୍ଷ ଧରି ରହିଥାଏ। ଏହି ମିଠା ରାତିର ସ୍ୱପ୍ନ ସେ ବହୁତ ବାର ଦେଖିସାରିଛନ୍ତି। ସେ ଭାବିଥାନ୍ତି ଏହିଦିନ ଏମିତି ହେବ, ସେମିତି ହେବ, ମୁଁ ଏଇଟା କରିବି, ସେଇଟା କରିବି ଏମିତି ବହୁତ କିଛି। କିନ୍ତୁ କଣ ହେବ ଥରେ ଭାବନ୍ତୁ ସୁହାଗରାତି ଦିନ ଆପଣଙ୍କ ସ୍ତ୍ରୀ ଆପଣଙ୍କ ସହିତ ସମ୍ବନ୍ଧ ବନାଇବାକୁ ମନା କରିଦେବ। ଏହିକଥା ଶୁଣି ଆପଣଙ୍କ ହୃଦୟ ନିଶ୍ଚୟ ଭାଙ୍ଗିଯିବ। ଆପଣଙ୍କ ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯିବ। ଆପଣଙ୍କ ମନରେ ଚାଲିଥିବ ଆପଣଙ୍କ ପତ୍ନୀ କାହିଁକି ମନା କରିଦେଲା?

ଏବେ ଉତ୍ତର ପ୍ରଦେଶର କାନପୁର ଅଞ୍ଚଳର ଏହି ଘଟଣାକୁ ନେଇଯାଆନ୍ତୁ। ଏଠାରେ ଏକ ନବ ବିବାହିତା କନ୍ୟା ନିଜ ସ୍ୱାମୀଙ୍କୁ ଗୋଟିଏ କିମ୍ବା ଦୁଇଦିନ ନୁହେଁ ବରଂ ଦୁଇମାସ ପର୍ଯ୍ୟନ୍ତ ଶାରୀରିକ ସମ୍ବନ୍ଧ ରଖିବାକୁ ମନା କରିଦେଲା। ସେ ପ୍ରତ୍ୟେକ ଥର କୌଣସି ନା କୌଣସି ବାହାନା ବନାଇ ସମ୍ବନ୍ଧ ବନାଇବାକୁ ମନା କରିଦିଅନ୍ତି। ଯେତେବେଳେ ପତିଙ୍କୁ ସନ୍ଦେହ ହେଲା ଓ ସେ ଏହାର ଯାଞ୍ଚ କଲେ, ଏହାପରେ ତାଙ୍କର ହୋସ ଉଡ଼ିଗଲା। ତାଙ୍କ ସହିତ ଏମିତି ଏକ ଧୋଖା ହୋଇଥିଲା ଯାହାକୁ ସେ ସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିଲେ। ଗୋଟିଏ ଦିନରେ ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା। ସେ ସିଧାସଳଖ ଥାନାକୁ ଗଲା ଓ ନିଜର ସ୍ତ୍ରୀ ସମେତ ଶ୍ବଶୁର ଓ 8 ଜଣ ଲୋକଙ୍କ ଉପରେ ଅଭିଯୋଗ ଆଣିଲା।

କାନପୁରର ଶାସ୍ତ୍ରୀ ନଗରରେ ରହୁଥିବା ପବନଙ୍କ ବିବାହ ଏପ୍ରିଲ 28 2021 ରେ ପନକୀ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ସହିତ ହୋଇଥିଲା। ବିବାହ ବହୁତ ଧୂମଧାମରେ ହୋଇଥିଲା। ବିବାହ ସମୟରେ ବର ଓ କନ୍ୟା ଉଭୟ ଖୁସି ଥିଲେ କିନ୍ତୁ ଯେତେବେଳେ ସୁହାଗରାତି ମନାଇବାର କଥା ଉଠିଲା ସେତେବେଳେ କନ୍ୟା ଶରୀର ଖରାପ ରହିଥିବା କହି ସମ୍ବନ୍ଧ ନବନେଇବାକୁ କହିଥିଲେ। ସେଦିନ ସ୍ୱାମୀ ନିଜର ସ୍ତ୍ରୀ କଥା ମାନିନେଲେ। ଏହାପରେ ଦେଖୁଦେଖୁ 2ମାସ ହୋଇଗଲା। ପତ୍ନୀ ପ୍ରତ୍ୟେକ ଥର ଶରୀର ଅସୁସ୍ଥ ଥିବା କହି ସମ୍ବନ୍ଧ ବନାଇବାକୁ ମନ କରୁଥିଲେ।

ପତ୍ନୀଙ୍କ ଏହି ହରକତ ପାଇଁ ପତିଙ୍କୁ ସନ୍ଦେହ ହୋଇଥିଲା। ତାଙ୍କୁ ଲାଗିଥିଲା ଡାଲିରେ କିଛି କଳା ରହିଛି। ଏହାପରେ ସେ ନିଜର ପତ୍ନୀଙ୍କୁ ସ୍ତ୍ରୀ ରୋଗ ବିଶେଷଜ୍ଞ ପାଖକୁ ନେଇଗଲେ। ଏଠାରେ ଡ଼କ୍ଟର ପୁଷ୍ଟି କଲେ କି, ପବନଙ୍କ ସ୍ତ୍ରୀ ଜଣେ ମହିଳା ନୁହଁନ୍ତି ବରଂ ଜଣେ ଟ୍ରାନ୍ସଜେଣ୍ଡର ଅଟନ୍ତି। ତାଙ୍କୁ ବିଶ୍ୱାସ ହେଲାନାହିଁ ତାଙ୍କ ସହିତ ଏମିତି ଧୋକା ହୋଇଗଲା। ଏହାପରେ ପବନ ନିଜର ସ୍ତ୍ରୀ, ଶାଶୁ, ଶ୍ବଶୁର ଓ ମଧ୍ୟସ୍ଥି ବିପକ୍ଷରେ ଆଇପିସି ଧାରା 420 ଧୋକାଧାଡ଼ି ଅନ୍ତର୍ଗତ ଅ-ଭି-ଯୋ-ଗ ରୁଜୁ କଲେ। ଏହାସହ ସେ ପ୍ରମାଣ ରୂପରେ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପୋଲିସକୁ ଦେଇଥିଲେ।

ଥାନା ପ୍ରଭାରୀ କୁଞ୍ଜ ବିହାରୀ ମିଶରା କୁହନ୍ତି କି, ପୀଡିତ ବ୍ୟକ୍ତିଙ୍କ ଦ୍ୱାରା 8ଜଣଙ୍କ ବିରୁଦ୍ଧରେ ଆଇପିସି 420 ଧାରାରେ ଅଭିଯୋଗ ଦାରଜ ହୋଇଛି। ଆମେ ଏହି ମାମଲାର ଯାଞ୍ଚ କରୁଛୁ। ତଥ୍ୟ ଆଧାରରେ ଆଗକୁ ଉଚିତ କାର୍ଯ୍ୟବାହୀ କରାଯିବ। ସେପଟେ ପବନ ଓ ତାଙ୍କ ପରିବାର ଏହି ଲଜ୍ୟାରୁ ବାହାରକୁ ବାହାରି ପାରିନାହାଁନ୍ତି। ତାଙ୍କୁ ବିଶ୍ୱାସ ହେଲାନାହିଁ କି, ତାଙ୍କୁ ଏକ ଟ୍ରାନ୍ସଜେଣ୍ଡର ସହିତ ବିବାହ କରିବାକୁ ପଡ଼ିଲା। ଏହି ପୁରା ମାମଲା ଉପରେ ଆପଣଙ୍କ କଣ ରାୟ ରହିଛି ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *