ଦେଖନ୍ତୁ ଭିଡ଼ିଓ : ବିବାହରେ ଅତିଥିମାନଙ୍କ ଆଗରେ ଲଣ୍ଡା ହେଲେ ବର-କନ୍ୟା, କାରଣ ଜାଣିଲା ପରେ ନାଚିଉଠିଲେ ଲୋକମାନେ

ଏହି ସମୟରେ ପ୍ରାୟତଃ ସୋସିଆଲ ମିଡିଆରେ ଏପରି କେତେକ ଭିଡିଓ ଦେଖିବାକୁ ମିଳିଯାଏ, ଯାହା ଲୋକଙ୍କର ମନୋରଞ୍ଜନ ତ କରାଇଥାଏ, ତା ସହ ଲୋକଙ୍କୁ ବି ଏହା ଭାବୀକୁ ବାଧ୍ୟ କରିଦିଏ ଯେ ଏହା କଣ ପାଇଁ ହେଲା , କେଉଁଠି ହେଲା , କାହାପାଇଁ ହେଲା ଇତ୍ୟାଦି | ଏମିତି ଏକ ଭିଡିଓ ସଇସିଆଲ ମିଡିଆରେ ଏବେ ଆତଙ୍କ ମଚାଉଛି | ଏହି ଭାଇରଲ ଭିଡିଓ ଏକ ବିବାହ ସମାରୋହ ସହ ଜଡିତ ଅଟେ | ଯାହାକୁ ଦେଖି ଲୋକଙ୍କ ମୁଣ୍ଡ ବୁଲେଇ ଦେଉଛି | ଲୋକମାନେ ବୁଝିପାରୁନାହାନ୍ତି ଯେ ପ୍ରକୃତରେ ଏପରି କାହିଁକି ହେଉଛି | ବାସ୍ତବରେ, କଥାଟି ଏହା ଯେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଅନନ୍ୟ ଭିଡିଓରେ ଏକ ଏକ ବର-କନ୍ୟାଙ୍କ ବିବାହ ସମୟରେ କିଛି ଅଲଗା ଷ୍ଟାଇଲରେ ଦେଖାଯାଉଛନ୍ତି | ବିବାହରେ ଅତିଥିମାନଙ୍କ ମଝିରେ ହିଁ ବର ଏବଂ କନ୍ୟା ଲଣ୍ଡା ହୋଇଗଲେ | ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି |

ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓକୁ ନେଇ ଖୁବ ଚର୍ଚ୍ଚା କରୁଛନ୍ତି | କୁହାଯାଉଛି ନବଦମ୍ପତି କୌଣସି ଏକ ଖାସ କାରଣରୁ ନିଜ ବିବାହ ସମୟରେ ହିଁ ଲଣ୍ଡା ହୋଇଗଲେ | ଏହାର କାରଣ ମଧ୍ୟ ସାମ୍ନାକୁ ଆସିଛି | ଯେତେବେଳେ ଆପଣ ମଧ୍ୟ ଏହାର କାରଣ ବିଷୟରେ ଜାଣିବେ, ସେତେବେଳେ ଆପଣଙ୍କ ମୁହଁରେ ମଧ୍ୟ ହସ ଆସିଯିବ | ବାସ୍ତବରେ କନ୍ୟାର ମା କ୍ୟାନସର ରୋଗରେ ପୀଡିତ ଏବଂ ତାଙ୍କୁ ସପୋର୍ଟ କରି କନ୍ୟା ସହିତ ବର ମଧ୍ୟ ବିବାହ ସମୟରେ ଲଣ୍ଡା ହୋଇଗଲେ | କୁହାଯାଉଛି ଯେ ଏହି ବିବାହ ବିଦେଶର ଅଟେ | ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆର ଜନି ଲି ଏବଂ ତାଙ୍କ ହଜବ୍ୟାଣ୍ଡ ଟିକଟକରେ ଏହାର ଭିଡିଓ ସେୟାର କରିଥିଲେ, ଯାହାକି ଦେଖୁ ଦେଖୁ ଇଣ୍ଟରନେଟରେ ଖୁବ ଭାଇରଲ ହୋଇଗଲା | ଏହି ଦମ୍ପତିଙ୍କୁ ବର୍ତ୍ତମାନ ଖୁବ ପ୍ରଶଂସା କରାଯାଉଛି |

ଆପଣ ଭାଇରଲ ଭିଡିଓରେ ଦେଖିପାରିବେ ଯେ ଭିଡ଼ିଓର ଆରମ୍ଭରେ କନ୍ୟା ଏକ ସ୍ପିଚ ଦେଉଛନ୍ତି ଏବଂ ବର ଚେୟାର ଉପରେ ବସିଛି | ଠିକ ସେତିକିବେଳେ ଅଚାନକ ବାରିକ ଆସି ବରର ଚୁଟି କାଟିବା ଆରମ୍ଭ କରିଦିଏ | ଏହି ଦୃଶ୍ୟ ଦେଖି ସବୁ ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାନ୍ତି | ଏହାପରେ କନ୍ୟା ନିଜେ ସମସ୍ତଙ୍କୁ କହିଲା ଯେ ସେ ଏବଂ ତାଙ୍କ ସ୍ୱାମୀ ତାଙ୍କ ମାଆଙ୍କ କ୍ୟାନସରକୁ ନେଇ ସପୋର୍ଟ କରିବାପାଇଁ ନିଜେ ଲଣ୍ଡା ହେଉଛନ୍ତି | ଭିଡିଓରେ ଦେଖାଯାଇପାରେ ଯେ କନ୍ୟା ଜନି ମଧ୍ୟ ବରର ଚୁଟି କାଟିବା ସମୟରେ ସାହାଯ୍ୟ କରୁଛନ୍ତି | ସେହିପରି ପରେ ବର କନ୍ୟାର ଚୁଟି କାଟିବାକୁ ହାତ ବଢ଼ାଇଲେ |

ଦେଖନ୍ତୁ ଭିଡିଓ :-

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *