ଦେଖନ୍ତୁ ଭିଡ଼ିଓ : କ୍ରିକେଟ ଖେଳୁଥିବା ସମୟରେ ଛକା ମାରି ବ୍ୟାଟ୍ସମ୍ୟାନ ନିଜ କାରର କାଚ ଭାଙ୍ଗିଦେଲେ,ଏହାପରେ ପଡ଼ିଆ ମଧ୍ୟରେ ନିଜ ମୁଣ୍ଡ ପିଟିଲେ

ଏହିସମୟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ମ୍ୟାଚ ଖେଳାଯାଉଛି। ଆଜି ଏହି ମ୍ୟାଚର ଷଷ୍ଠ ଓ ଶେଷ ଦିନ ଅଟେ। ଏହାପୂର୍ବରୁ ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡ଼ିଓ ଭାଇରାଲ ହେଉଛି ଯାହାକି ବହୁତ ଫନି ଅଟେ।

କଣ ଆପଣ କେବେ ଭାବିଛନ୍ତି ବ୍ୟାଟ୍ସମ୍ୟାନ ଛକା ମାରିବାପରେ ଅଫସୋସ ଅନୁଭବ କରିଥାଏ। କିନ୍ତୁ ଏହିସମୟରେ ଏକ ବ୍ୟାଟ୍ସମ୍ୟାନ ନିଜ ଗୋଡ଼ରେ କୁରାଢ଼ୀ ମାରି ଦେଇଛନ୍ତି। ଗୋଡ଼ରେ କୁରାଢ଼ୀ ମାରି ଦେଇଛନ୍ତି ଏହାର ଅର୍ଥ ହେଉଛି lllingworth st mary’sର କ୍ରିକେଟର ଆସିଫ ଅଲ୍ଲୀ ଏକ ଜୋରଦାର ଛକା ମାରିଥିଲେ। ଏହାପରେ ସେ ଦେଖିଥିଲେ ବଲ ତାଙ୍କ ନିଜର କାର କାଚରେ ବାଜିଥିଲା।

ନିଜ କାର କାଚ ଭାଙ୍ଗିଦେଲେ:-

ସିକ୍ସ ମାରିଥିବା ବ୍ୟାଟ୍ସମ୍ୟାନ ଆସିଫ ଅଲ୍ଲୀ ପ୍ରଥମେ ବଲକୁ ଦେଖିଥିଲେ ଓ ଏହାପରେ ବଲ ତାଙ୍କର କାର ଆଡ଼କୁ ଯାଉଥିବାର ସେ ଦେଖିଥିଲେ। ଏହାପରେ ଆସିଫ ନିଜର ମୁଣ୍ଡକୁ ଧରି ମାଟିରେ ବସିଗଲେ। ପାଖାପାଖି 27 ସେକେଣ୍ଡର ଏହି ଭିଡ଼ିଓ ବହୁତ ଭାଇରାଲ ହେଉଛି। lllingworth st mary’s କ୍ରିକେଟ କ୍ଲବ ଏହି ଭିଡ଼ିଓକୁ ନିଜର ଟ୍ୱିଟର ହ୍ୟାଣ୍ଡଲରେ ଶେୟର କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.