ଝିଅ ଜଣକ କଲେ ବଡ ଦାବୀ : ମାଛ ତାଙ୍କୁ କରିଛି ଗ-ର୍ଭ-ବ-ତୀ,ଅଲ୍ଟ୍ରାସାଉଣ୍ଡ ସମୟରେ ସାମ୍ନାକୁ ଆସିଲା ଏମିତି ଫୋଟୋ

ଥାଇଲାଣ୍ଡର ଜଣେ ଝିଅ ଦାବି କରୁଛନ୍ତି କି, ସେ ଗ-ର୍ଭ-ବ-ତୀ ଅଛନ୍ତି ଓ ତାଙ୍କ ପେଟରେ ଥିବା ଛୁଆ କୌଣସି ମାନବର ନୁହେଁ ବରଂ ମାଛ ର ଅଟେ। ଥାଇଲାଣ୍ଡରେ ରହୁଥିବା ଝିଅ ଫେଲିପିନା କିମ୍ବରଲି ଏହି ଦାବି କରିଛନ୍ତି। ହଇରାଣ କରିଦେବାପରି କଥା ଏହା ଅଟେ କି ତାଙ୍କ ପେଟରେ ମାଛ ବଢ଼ୁଥିବାର ଦେଖାଯାଇଛି। କିଛିମାସ ପୂର୍ବରୁ ତାଙ୍କର ପେଟରେ ଯନ୍ତ୍ରଣା ଦେଖାଦେଲା ଓ ଏବେ ପେଟ ବଢ଼ୁଥିବାର ଦେଖାଯାଇଛି।

ଯେତେବେଳେ ଝିଅଟିର ପେଟ ବଢିବା ଆରମ୍ଭ ହୋଇଥିଲା ସେତେବେଳେ ଝିଅଟିର ପିତା ଓ ତାଙ୍କ ପରିବାର ଲୋକେ ତାଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଦେଲେ। କିନ୍ତୁ ଝିଅଟି ନିଜେ କହିଥିଲା କି, ତାଙ୍କର କୌଣସି ବୟଫ୍ରେଣ୍ଡ ନାହାଁନ୍ତି। କିମ୍ବରଲିଙ୍କ ଜେଜେମାଆ କହିଥିଲେ କି, ସେ ମାସିକ ଧର୍ମ ସମୟରେ ପହଁରିବାକୁ ଚାଲିଯାଇଥିଲେ। ଏହିସମୟରେ ଝିଅଙ୍କ ଶରୀର ଭିତରେ କେତେକ ବାହାର ଜିନିଷ ଯିବାର ସମ୍ଭାବନା ରହିଥାଏ। କିମ୍ବରଲିଙ୍କ ଜେଜେମାଆ ଙ୍କୁ ଏହା ଲାଗିଥିଲା କି, ତାଙ୍କ ନାତୁଣୀ ସହିତ ଏହିପରି କିଛି ହୋଇଛି।

ଅଲ୍ଟ୍ରାସାଉଣ୍ଡ କରିଦେଲା ହଇରାଣ:-

ଝିଅଟିର ଗର୍ଭରେ ମାଛ ରହିଥିବାର ଭରସା ସେତେବେଳେ ବଢିଥିଲା ଯେତେବେଳେ କିମ୍ବରଲିଙ୍କ ଅଲ୍ଟ୍ରାସାଉଣ୍ଡ ସମୟର ଫୋଟୋରେ ମାଛ ଥିବାର ଦେଖାଯାଇଥିଲା। ଡ଼କ୍ଟର ମଧ୍ୟ ଏହି ଅଦ୍ଭୁତ ଘଟଣାକୁ ଦେଖି ହଇରାଣ ଥିଲେ। ଡ଼କ୍ଟର କହୁଛନ୍ତି କି, ସେମାନେ ଏହାପୂର୍ବରୁ ଏମିତି କୌଣସି ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ଦେଖିନଥିଲେ। କିମ୍ବରଲିଙ୍କ ପେଟରେ ଏକଦମ ମାଛ ଭଳି ଜିନିଷ ପହଁରୁଥିଲା। ତାଙ୍କର ମୁହଁ ଓ ଆଖି ମଧ୍ୟ ମାଛ ପରି ଦେଖାଯାଉଥିଲା।

ଏହା ମାଛ ନୁହେଁ ବରଂ ଆଉକିଛି ଥିଲା:-

ଏହାପରେ ଡ଼କ୍ଟରମାନେ କହିଥିଲେ କି, ଝିଅଟିର ପେଟରେ ଓଭେରିନ ସିଷ୍ଟ ରହିଥିଲା। ଏହି ସିଷ୍ଟମ ବହୁତ ଜୋରରେ ବଢ଼ିବାରେ ଲାଗିଥିଲା। ଏହା ଦ୍ୱାରା ତାଙ୍କର ପେଟ ମଧ୍ୟ କୌଣସି ଗ-ର୍ଭ-ବ-ତୀ ମହିଳାଙ୍କ ପରି ବଢ଼ୁଥିଲା। ଏହିପରି କେସ ଜେନେଟିକ ଓ ପାଖାପାଖି ପରିସ୍ଥିତି ଉପରେ ନିର୍ଭର କରିଥାଏ। ଡ଼କ୍ଟରଙ୍କ ଏହାମଧ୍ୟ କହିବାହେଲା ମଣିଷ କେବେବି ମାଛ ଛୁଆକୁ ପେଟରେ ଧାରଣ କରିପାରିବ ନାହିଁ କାରଣ ମଣିଷ ଶରୀର ଭିତରେ ମାଛ ରହିପାରିବ ନାହିଁ। ଓଭରୀ ପର୍ଯ୍ୟନ୍ତ ଏହାର ପହଞ୍ଚିବା ସମ୍ଭବ ନୁହେଁ। ଏବେ କିମ୍ବରଲିଙ୍କୁ ଅପରେସନର ଆବଶ୍ୟକ ରହିଛି। ଏକ ସ୍ଥାନୀୟ ହସ୍ପିଟାଲ ତାଙ୍କ ପାଇଁ ଏହି ସର୍ଜରୀ ଫ୍ରିରେ କରିବ। ଏହାପରେ ମଧ୍ୟ ମେଡ଼ିସିନ ଖର୍ଚ୍ଚ, ଟେଷ୍ଟ ଓ ଦବେଇ ପାଇଁ ଟଙ୍କା ବହୁତ ଆବଶ୍ୟକ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.