ବ୍ୟକ୍ତି ଜଣକ କହିଲେ ଏପରି ଇଂଲିଶ, ଭିଡିଓ ଦେଖି ଲୋକେ ହେଲେ ଅବାକ

ସୋସିଆଲ ମିଡିଆରେ ଆଜିକାଲି ବିଭିନ୍ନ ପ୍ରକାରର ଭିଡିଓ ଭାଇରଲ ହୋଇଥାଏ | ଅନେକଥର ଲୋକମାନେ ନିଜର ଟ୍ୟାଲେଣ୍ଟ, ଡ୍ୟାନ୍ସିଂ,ସିଂଗିଙ୍ଗ ଦକ୍ଷତା ଗୁଡିକ ଦେଖାଇ ମଧ୍ୟ ଭିଡିଓ ତିଆରି କରିଥାନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି | ଏପରି ଜଣେ ବ୍ୟକ୍ତିଙ୍କ ଇଂଲିଶ ସ୍ପିକିଙ୍ଗ ଟ୍ୟାଲେଣ୍ଟ ଉପରେ ଲୋକମାନେ ଫିଦା ହୋଇଯାଇଛନ୍ତି | ଏହି ବ୍ୟକ୍ତି ଯେଉଁ ସ୍ପିଡ଼ରେ ଇଂଲିଶ କହୁଛନ୍ତି, ତାକୁ ଶୁଣି ସମସ୍ତେ ତାଙ୍କ ଫ୍ୟାନ ହୋଇଯାଇଛନ୍ତି |

ସୋସିଆଲ ମିଡିଆରେ ଆଜିକାଲି ଜଣେ ବ୍ୟକ୍ତିଙ୍କର ଇଂଲିଶ କହିବାର ଷ୍ଟାଇଲ ବହୁତ ଭାଇରଲ ହେଉଛି | ଏହି ବ୍ୟକ୍ତି କୌଣସି କମେଣ୍ଟଟେର ନୁହଁନ୍ତି କିମ୍ବା କୌଣସି ବିଦେଶୀ ମଧ୍ୟ ନୁହଁନ୍ତି | କିନ୍ତୁ ଯେତେ ସ୍ପିଡ଼ରେ ଏହି ବ୍ୟକ୍ତି ଇଂଲିଶ କହୁଛନ୍ତି, ତାହା ପ୍ରଶଂସାଯୋଗ୍ୟ ଅଟେ | ଏହି ବ୍ୟକ୍ତିଙ୍କୁ କେହି ଜଣେ ପ୍ରଶ୍ନ ପଚାରୁଛନ୍ତି ଯେ ବଲ ଷ୍ଟମ୍ପରୁ ବାହାରକୁ ଯାଉଥିଲା, ତଥାପି ରୋହିତ ଶର୍ମାଙ୍କୁ ଆଉଟ କରିଦିଆଗଲା, ଏ ବିଷୟରେ ଆପଣ କଣ କହିବେ | ଏହି ପ୍ରଶ୍ନର ଉତ୍ତରରେ ବ୍ୟକ୍ତିଜଣକ ଯେପରି ନିଆଁପରି ଷ୍ଟାଇଲରେ ଇଂଲିଶ କହିବା ଆରମ୍ଭ କରିଦେଲେ, ତାକୁ ଶୁଣି ଏପରି ଲାଗୁଛି ଯେପରି କୌଣସି ପ୍ରଫେସନାଲ କମେଣ୍ଟଟର କହୁଛି |

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରଲ ହେଉଛି | ବ୍ୟକ୍ତିଙ୍କର ଫରେନ ଆକସେଣ୍ଟ ଥିବା ଫ୍ଲୁଏଣ୍ଟ ଇଂଲିଶ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି | ଏହି ଭିଡିଓକୁ ଇନ୍ସଟାଗ୍ରାମରେ giedde ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ତେବେ ଏହି ଭିଡିଓ କେଉଁ ସ୍ଥାନର ଅଟେ ଏବଂ ଏହି ବ୍ୟକ୍ତି କିଏ, ଏ ବିଷୟରେ କିଛି କୁହାଯାଇନାହିଁ | ଏହି ଭିଡିଓ ଲୋକମାନଙ୍କୁ ଖୁବ ଭଲ ଲାଗୁଛି | ଲୋକମାନେ ଏହି ଭିଡିଓ କ୍ଲିପକୁ କେବଳ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ଦେବାରେ ଲାଗିଛନ୍ତି | କେହି ଜଣେ ୟୁଜର ଲେଖିଛନ୍ତି ଯେ ମୁଁ ଆଶ୍ଚର୍ଯ୍ୟ ଯେ ଆମ ଦେଶ କେବେଠାରୁ ଏତେ ବଦଳିଗଲା | ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଯେ ବାସ ଏତିକି ଇଂଲିଶ ମୁଁ ଶିଖିବାକୁ ଚାହୁଁଛି | ତେବେ ଅନେକ ଲୋକ କହିଛନ୍ତି ଯେ ଏହି ଭିଡିଓ ଫେକ ଅଟେ ଏବଂ ଏହାକୁ ଏଡିଟ କରି ତିଆରି କରାଯାଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *