ଏମିତି ଏକ ମର୍ଡର,ଯେଉଁଠି ହ-ତ୍ୟା-ର ଆ-ରୋ-ପ ଲାଗିଲା ୬୦ରୁ ଉର୍ଦ୍ଧ୍ବ ଲୋକଙ୍କ ଠାରେ କିନ୍ତୁ ପ୍ରକୃତ ଦୋ-ଷୀ-କୁ ଧରାଯାଇ ପାରିଲା ନାହିଁ,ଜାଣନ୍ତୁ ଏହି ମ-ର୍ଡ-ର-ର ପୁରା ରହସ୍ୟ ବିଷୟରେ

କାହାକୁ ହ-ତ୍ୟା କରିଦେବା ଆଜି ପାଇଁ କୈାଣସି ନୁଆ କଥା ନୁହେଁ|ମର୍ଡର ପ୍ରଥମେ ଦେଶଦୁନିଆରେ ହେଉଥିଲା ଆଜି ମଧ୍ୟ ହେଉଛି|କିନ୍ତୁ ଦୁନିଆରେ ଏମିତି କିଛି ମାମଲା ରହିଛି ଯାହାର ଆଜି ପର୍ଯ୍ୟନ୍ତ ଖୁଲାସା ହୋଇପାରି ନାହିଁ|ଏମିତି ଏକ ହ-ତ୍ୟା ଆମେରିକାର ରାଷ୍ଟ୍ରପତି ଜନ୍ ଏଫ କେନେଡିଙ୍କର ରହିଥିଲା|ସେ ମଧ୍ୟ ଗୁଳିରେ ପ୍ରାଣ ହରାଇଥିଲେ କିନ୍ତୁ ଏହା ଜଣାପଡିନାହିଁ ତାଙ୍କୁ ହ-ତ୍ୟା କ’ଣ ପାଇଁ କରାଗଲା?ଏହାର ଖୁଲାସା ହୋଇପାରିନାହିଁ|ମୁଁ ଯେଉଁ ହ-ତ୍ୟା କଥା କହୁଛି ତାହା ମଧ୍ୟ ଆମେରିକାର ଅଟେ|ଏହା ସହ ଜଡିତ ବହୁତ ହୃଦୟସ୍ପର୍ଶୀ ଘଟଣା ରହିଛି|

ହଁ ଆଜ୍ଞା ଏହି ହ-ତ୍ୟା-କା-ଣ୍ଡ ସହ ୬୦ ଜଣଙ୍କୁ ଗିରଫ କରାଯାଇଛି କିନ୍ତୁ ଦୁର୍ଭାଗ୍ୟବଶତଃ ପ୍ରକୃତ ହ-ତ୍ୟା-କା-ରୀ-କୁ ଏପର୍ଯ୍ୟନ୍ତ ଧରାଯାଇପାରିନାହିଁ|ଏମିତିରେ ଆପଣ ଭାବୁଥିବେ ପ୍ରକୃତରେ କାହାର ହ-ତ୍ୟା କଥା କୁହାଯାଉଛି|ଏହା ଆମେରିକାର ଏମିତି ଏକ ମାମଲା ଯାହାକୁ ବ୍ଲାକ ଦାହିଲା ମର୍ଡର କେସ କହିଥାନ୍ତି|

୧୯୪୭ ରେ ହୋଇଥିବା ଏହି ହ-ତ୍ୟା-କା-ଣ୍ଡ ସେହି ସମୟରେ ଆମେରିକାର ହଇଚଇ ସୃଷ୍ଟି କରିଥିଲା|ଏହି ମାମଲାକୁ ଲସ ଏଞ୍ଜେଲ୍ସର ସବୁଠାରୁ ପୁରୁଣା ଆଶ୍ଚର୍ଯ୍ୟ ମର୍ଡର ଭାବେ ମାନାଯାଏ କାରଣ ହ-ତ୍ୟା ଲସଏଞ୍ଜେଲସରେ ହୋଇଥିଲା|

କହିରଖେ ଯେ ଆମେରିକାର ବୋଷ୍ଟନରେ ରହୁଥିବା ଏଲିଜାବେଥ ସର୍ଟକୁ ବ୍ଲାକ ଦାହିଲା ନାମରେ ଜଣା ଯାଉଥିଲା|ସେ ୯ ଜାନୁଆରୀ ୧୯୪୭ ଦିନ ଅଚାନକ ଗାଏବ ହୋଇଯାଇଥିଲେ ଏହାର ୬ ଦିନ ପରେ ମାନେ ୧୫ ଜାନୁଆରୀ ଦିନ ତାଙ୍କର ଶ-ବ ମିଳିଥିଲା|ଆଶ୍ଚର୍ଯ୍ୟ କଥା ଯେ ତାଙ୍କ ଶ-ବ ଅଣ୍ଟାରୁ ଅଧା କଟା ହୋଇଥିଲା ଏହା ସହ ଶରୀରର ବହୁତ ଅଙ୍ଗ ଗହୀର ଘା ଥିଲା|ହ-ତ୍ୟା-କା-ରୀ କୈାଣସି ଧାରୁଆ ହତିଆରରେ କାନ ପର୍ଯ୍ୟନ୍ତ ଚିରି ଦେଇଥିଲେ|ଏଥରୁ ଆପଣ ଅନୁମାନ କରନ୍ତୁ ହ-ତ୍ୟା କେତେ ନିର୍ମମ ହୋଇଥିଲା|

ଏହି ମାମଲାରେ ପାଖାପାଖି ୬୦ ଜଣଙ୍କୁ ଗିରଫ କରାଯାଇଥିଲା, ଯେଉଁଥିରେ ଅଧିକାଂଶ ପୁରୁଷ ଥିଲେ|ଯଦିଓ ଏମାନଙ୍କ ଅ-ପ-ରା-ଧର ସତ୍ୟାସତ୍ୟ ନମିଳିବାରୁ ସେମାନଙ୍କୁ ଛାଡ଼ିଦିଅ ଗଲା|ଆରମ୍ଭରେ ଏଲିଜାଵେଥ୍ ସାର୍ଟର ହ-ତ୍ୟା ଲୋକ ମାନିଲେ ଓ ଧିରେଧିରେ ଏହା ୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ପହଞ୍ଚି ଗଲା|କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏଥିରେ ବହୁ ଲୋକ ଏମିତି ଥିଲେ ଯା‌ହାଙ୍କ ଜନ୍ମ ଦରମିୟାନରେ ହୋଇନଥିଲା ଯେତେବେଳେ ସାର୍ଟ ହ-ତ୍ୟା କରାଯାଇଥିଲା|ଏମିତିରେ ବହୁ ଲୋକଙ୍କୁ ଭ୍ରମିତ କରିବାକୁ କେସ ଦର୍ଜ କରାଯାଇଥିଲା|

ଏତିକି ମାତ୍ର ନୁହେଁ ଏହି ହତ୍ୟାକାଣ୍ଡରେ ବହୁ ବହି ଲେଖାଯାଇଅଛି|ଏଲିଜାଵେଥ ସର୍ଟଙ୍କ ହ-ତ୍ୟା ସବୁଠାରୁ କ୍ରୁର ଓ ଆଶ୍ଚର୍ଯ୍ୟର ଅପରାଧ ଭାବେ ପରିଗଣିତ କାରଣ ପ୍ରକୃତ ଆତତାୟୀ ଏପର୍ଯ୍ୟନ୍ତ ଜଣାପଡିନାହିଁ|ଏପରିକି ଟାଇମ ପତ୍ରିକା ମଧ୍ୟ ଏହାକୁ କୁଖ୍ୟାତ ଆଶ୍ଚର୍ଯ୍ୟର ମାମଲାରେ ବିବେଚନା କରିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *