ଗର୍ଭବତୀ ନୁସରତ ଜାହାଁ ନି-ଆଁ ଲଗାଇଲେ ପାଣିରେ: ବୋଲ୍ଡ ଫଟୋସୁଟ କଲେ ସୁଇମିଂ ପୁଲରେ

ତୃଣମୂଳ କଂଗ୍ରେସର ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ ନିଜର ଲେଟେଷ୍ଟ ଇନଷ୍ଟାଗ୍ରାମ ଫୋଟକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ଇନଷ୍ଟାଗ୍ରାମରେ ସେ ନିଜର ଫଟୋସୁଟର ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ସୁଇମିଂ ପୁଲରେ ପାଣିରେ ଖେଳୁଥିବାର ଦେଖିବାକୁ ମିଳିଛି। କିଛି ଲୋକ ତାଙ୍କୁ ସମାଲୋଚନା କରୁଛନ୍ତି ତୋ ଆଉ କିଛି ଲୋକ ତାଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି। ତାଙ୍କର ପ୍ରଶଂସକ ମଧ୍ୟ ପସନ୍ଦ କରୁଛନ୍ତି। ଗତ କିଛି ଦିନ ହେଲା ସ୍ୱାମୀ ନିଖିଲ ଜୈନଙ୍କ ସହ ବିବାଦ ଓ ଗ-ର୍ଭଧା-ରଣ ମମଳକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି।

ଗର୍ଭାବସ୍ଥାର ଖବର ବିଷୟରେ ନୁସରତ ଇନଷ୍ଟାଗ୍ରାମରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ବର୍ତ୍ତମାନ ସେ ଏକ ଫଟୋସୁଟର ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ପାଣିରେ ଖେଳୁଥିବାର ନଜର ଆସିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି,‘ନୋ ରିସ୍କ, ନୋ ଷ୍ଟୋରି’

Google

ନିଖିଲଙ୍କ ସହ ବି-ବା-ଦ ଓ ଗ-ର୍ଭବ-ତୀ ଖବର ଆସିଥିଲା। ଏହା ପରେ ନୁସରତ ଜାହାଁଙ୍କ ସମ୍ବେଦନଶୀଳ ବୟାନ ସାମ୍ନାକୁ ଆସିଛି। ନିଖିଲଙ୍କ ସହ ତାଙ୍କର ବିବାହ ବେ-ଆଇ-ନ ଅଟେ ବୋଲି ସେ କହିଥିଲେ। ଏହା ପରେ ତାଙ୍କର ଗ-ର୍ଭାବ-ସ୍ଥା ଫଟୋ ସାମ୍ନାକୁ ଆସିଥିଲା। ଖବର ଅନୁସାରେ, ନିଖିଲ କହିଛନ୍ତିଯେ ନୁସରତଙ୍କର ସନ୍ତାନର ସେ ପିତା ନୁହଁନ୍ତି।

ନୁସରତ କହିଛନ୍ତିଯେ, ୨୦୧୯ ମସିହାରେ ତୁର୍କୀରେ ବ୍ୟବସାୟୀ ନିଖିଲ ଜୈନଙ୍କ ସହ ତାଙ୍କର ବିବାହ ହୋଇଥିଲା। ଭାରତୀୟ ବିବାହ ଅନୁସରେ ଏହି ବିବାହ ବୈଧ ନୁହେଁ। ସେ କହିଛନ୍ତିଯେ ତୁର୍କୀ ବିବାହ ନିୟମାବଳୀ ଅନୁସାରେ ସେ ଦୁହେଁ ବିବାହ କରିଥିଲେ ତେଣୁ ଭାରତରେ ଏହି ବିବାହ ବେ-ଆଇ-ନ ଅଟେ। ଏହା ଅନ୍ୟ ଧର୍ମରେ ବିବାହର ମା-ମ-ଲା ଅଟେ ସେଥିପାଇଁ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁସାରେ ପଞ୍ଜିକରଣ ହୋଇଥାନ୍ତା କିନ୍ତୁ ତାହା ହୋଇନଥିଲା। ସେହି ଦୃଷ୍ଟିକୋଣରୁ ଏହା ବିବାହ ନୁହେଁ ବରଂ ନୁସରତ କହିଛନ୍ତି ଲିଭ-ଇନ-ରି-ଲେସ-ନସି-ପ ବୋଲି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *