ବୁଡିଯାଉଥିବା ଯୁବତୀଙ୍କୁ ବଞ୍ଚାଇବାକୁ ଲାଗିପଡ଼ିଥିଲେ ଦମକଳ କର୍ମଚାରୀ,ପୋ-ଲି-ସ ଓ ଆମ୍ବୁଲାନ୍ସ,କିନ୍ତୁ ପରେ ଯାହା ଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ

ଜାପାନରେ ଏଵେ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଏକ ବୁଡିଯାଇଥିବା ମହିଳାକୁ ବଞ୍ଚାଇବାକୁ ଯାଇ ପୋ-ଲି-ସ-ଠା-ରୁ ନେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆପ୍ରାଣ ଉଦ୍ୟମ କରୁଥିଲେ କିନ୍ତୁ ଯେତେବେଳେ ମହିଳାକୁ ଧ୍ଯାନପୂର୍ଵକ ଦେଖିବାରୁ ଜଣାଗଲା ଯେ ତାହା କୈାଣସି ମହିଳା ନୁହେଁ ରଵରର ଏକ ସେ-କ୍ସ ଡଲ ଥିଲା|

ଏହି ଘଟଣା ହାକିନୋହେ ସହରର ଘଟିଥିଲା|ସେହି ସମୟରେ ୟୁଟ୍ୟୁବର ତନାକା ନାସ୍ତୁକି ଏକ ଭିଡିଓ ଵନାଉଥିଲେ ଯେତେବେଳେ ସେ ଦେଖିଥିଲେ ଯେ ପୋଲିସ,ଦମକଳ କର୍ମଚାରୀ,ଆମ୍ବୁଲାନ୍ସ ସହରର ଏକ ତଟ ଅଞ୍ଚଳରେ ଆସି ଏକ ମହିଳାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି|

ନାସ୍ତୁକିଙ୍କୁ ଏହା ଲାଗିଥିଲା ଯେ ପୋଲିସ ଏକ ବୁଡିଯାଇଥିବା ମହିଳାକୁ ବଞ୍ଚାଇବାକୁ ପ୍ରୟାସ କରୁଛି|ସେ ଏହି ବିଷୟରେ ଟୁଇଟରରେ ଲେଖିଛନ୍ତି ଯେ ମୁଁ ମୋର ଫିସିଙ୍ଗ ଭିଡିଓକୁ ଫିଲ୍ମ କରୁଥିଲି ସେତେବେଳେ ମୁଁ ଦେଖିଲି ଯେ ପାଣିରେ ଜଣେ ମହିଳା ବୁଡି ଯାଉଛି ଓ ତାହା ମୋର ଭୁଲବଶତଃ ଥିଲା ଓ ସେଠାରେ ମହଜୁଦ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ|

ଏହା ବ୍ୟତିତ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ କହିଛନ୍ତି ଯଦିଓ କିଛି ଲୋକଙ୍କ ପାଇଁ ଏହା ମଜାଳିଆ ହୋଇପାରେ କିନ୍ତୁ ପୋ-ଲି-ସ,ଆମ୍ବୁଲାନ୍ସ ସେବା ଇମରଜେନ୍ସି ପାଇଁ ମଜା ନୁହେଁ|ଲୋକଙ୍କୁ ବୁଝିବା ଆବଶ୍ୟକ ସେ ତାଙ୍କର ଅଳିଆ ଠିକ ଜାଗାରେ ପକାଇବା ଆବଶ୍ୟକ|

ଜାପାନର ସେକ୍ସ ଇଣ୍ଡଷ୍ଟ୍ରି ସହ ଜଡ଼ିତ ରିପୋର୍ଟ ଅନୁସାରେ ଜାପାନରେ ବାର୍ଷିକ ୨୦୦୦ ସେକ୍ସ ଡଲ ବିକ୍ରି ହୋଇଥାଏ|ଏହି ଡଲକୁ ଠିକ ଭାବରେ ଫୋପାଡିବା ଆବଶ୍ୟକ|ଯଦିଓ ଯେଉଁ ଲୋକମାନେ ନିଜର ସେକ୍ସ ଡଲ ସହ ଭାବନାତ୍ମକ ଭାବରେ ଯୋଡି ହୋଇଥାନ୍ତି ସେମାନେ ତାଙ୍କ ପାଇଁ ଅନ୍ତିମ ସଂସ୍କାର କରିଥାନ୍ତି|

ଓସାକାର ଫଟୋଗ୍ରାଫି ଷ୍ଟୁଡିଓରେ ଲିୟୋ ଅରୋଟା ନାମକ ମହିଳା ସେକ୍ସ ଡଲର ଅନ୍ତିମ ସଂସ୍କାର ପାଇଁ ପରିଚିତ|ସେ ସ୍ପେନିସ ନ୍ୟୁଜ ଏଜେନ୍ସି ଇଏଏଫ୍ଇ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ସେ ଏହି ବ୍ୟବସାୟ ଆରମ୍ଭ କରିଥିଲେ କାରଣ ତାଙ୍କୁ ଲାଗିଲା ଯେ ଲୋକଙ୍କୁ ଏହାର ଆବଶ୍ୟକତା ରହିଛି|

ସେ କହିଲେ ଯେ ବହୁତ ଲୋକ ଏମିତି ଅଟନ୍ତି ଯିଏ ନିଜର ସେକ୍ସ ଡଲ ପାଇଁ ଅନ୍ତିମ ସଂସ୍କାର ବ୍ୟବସ୍ଥା କରିବାକୁ ଚାହାଁନ୍ତି ଏଣେତେଣେ ଫୋପାଡିବାକୁ ଚାହାନ୍ତି ନାହିଁ କାରଣ ତା ସହ ସମ୍ପର୍କ ଓ ଭାବନା ଯୋଡି ହୋଇଥାଏ|କିଛି ଲୋକଙ୍କୁ ଲାଜ ଲାଗିବା ଯୋଗୁଁ ଅଳିଆ ଗଦାରେ ଫୋପାଡନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *